ସରିଯିବ କଳିଯୁଗ ମିଳୁଛି ଆଭାସ ! ଏଭଳି ସବୁ ଦୁର୍ଘଟଣାକୁ ଦେଖି ଲୋକେ ଭୟଭୀତ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କଳିଯୁଗ ସରିଯିବ କାନ୍ଦୁଛି କାଳିଆ ହଁ ବନ୍ଧୁଗଣ ଆଜି କାଳିଆ କାନ୍ଦୁଛି । କାରଣ ଆଜି ସବୁ ବେଳେ ସେହି ପୁରୀ କୁ ନେଇ ଚର୍ଚ୍ଚା । ଥରେ ନୁହେଁ କି ଦୁଇ ଥର ନୁହେଁ ବାରମ୍ବାର ପୁରୀ ଲାଗୁଛି ନିଆଁ । ଆଜିିବି ନିଆଁ ଲାଗିଛି । ଜାହାବି ଅଗ୍ନିସମ ବାହିନି ଆୟୋତ କରି ସାରିଛି । ତେବେ ବନ୍ଧୁଗଣ ଆପଣ ମାନଙ୍କର ମନେ ଥିବ କିଛି ଦିନ ତଳେ ଶ୍ରୀ ମନ୍ଦିର ଦଧୀ ନୈଉତି ଉପରେ ଚୀଲ ଉଡିଥିଲେ । ଚାରିଆଡେ ଅନ୍ଧାର ଘୁଟି ଆସିଲା ଆଉ ବଡଦାଣ୍ଡ ସମୁଦ୍ର ର ଭ୍ରମ ସୃଷ୍ଟି କଲା ।

22 ପାହାଚ ରେ ସୁଅ ଛୁଟିଲା । ସମୁଦ୍ର ଭିତରେ ଖଣ୍ଡିଆ ଭୂତ ବୁଲିଲା ଆକାସ ଟା ପୂରା ରକିମ ଦିଶିଲା ପଥର ଖସିଲା , ରୋଷ ଘରେ ନିଆଁ ଲାଗିଲା । 56 ଭୋଗ ରନ୍ଧା ଯାଉଥିବା ଚୁଲି କୁ ଭାଙ୍ଗି ଦିଆଗଲା । ଶ୍ରୀ ମନ୍ଦିର ଗୁମୁଟ ରେ ଫାଟ ଦିଶିଲା । ରତ୍ନ ଭଣ୍ଡାର ର ଚାବି ହଜିଲା । ମନ୍ଦିର ଗୁମୁଟ ରୁ କିନ୍ନର ବଳରାମ ଡେଇଁ ଜିବନ ହାରିଲେ । ଏମିତି ଅନେକ ଗୁଡିଏ ଖବର ଆସିଲା । ଯାହା ସମସ୍ତ ଙ୍କ ଭାବା ବେଗ କୁ ଆଘାତ ଦେଇଛି । ଯାହା ସମସ୍ତ ଙ୍କୁ ଭାବା ବ୍ୟଥିତ କରି ପକାଉଛି ।

Malika

ଯେଉଁ ସବୁ ଦୃଶ୍ୟ କୁ ଦେଖିଲେ ଭୟ ଲାଗେ । ସେହି ସବୁ ଦୃଶ୍ୟ ଏବେ ଜଳ ଜଳ କରି ଦେଖା ଯାଉଛି । ଆଉ ଏହି ସବୁ ଦୃଶ୍ୟ କୁ ଦେଖି ସାରିବା ପରେ ସମସ୍ତେ କହୁଛନ୍ତି କଳିଯୁଗ ସରିଗଲା । ଆଉ ପାପ ଚଳିବ ନାହିଁ ଆଉ ଅନ୍ୟାୟ ଚଳିବ ନାହିଁ । ଆଉ ଅନିତି ଚଳିବ ନାହିଁ । କାରଣ କାଳିଆ ସବୁ ସହି ସହି ଆଉ ସହି ପାରୁନି । କାଳିଆ ସବୁ ଦେଖୁଛି ସେହିଥି ପାଇଁ ତ ଏହି ସତର୍କ ସୂଚନା କାଳିଆ ଛାଡୁଛି ।

ନିକଟ ଅତିତ ରେ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ , ସମ୍ରାଟ ହୋଟେଲ ଏବଂ ଗେଷ୍ଟ ହାଉସ୍ ରେ ଯେଉଁ ଭଳି ଭାବେ ନିଆଁ ଲାଗିଲା ତାହା କଣ ସମସ୍ତ ଙ୍କୁ ଭୟବିତ କରୁନି କି ତେବେ ଏଠାରେ କହି ରଖିବାକୁ ଚାହିଁବୁ କି ନିଆଁ ରେ 45 ଟି ଦୋକାନ ଜଳି ପୋଡି ନଷ୍ଟ ହୋଇଜାଇଛି । କ୍ଷେୟ କ୍ଷେତି 40 କୋଟି ରୁ ଉର୍ଦ୍ଧ ନେଇ ଦୋକାନୀ ଙ୍କ ଆକଳନ ହେଉଛି । ତଳ ମହଲା ର ଦୋକାନ ଏବଂ ପ୍ରଥମ ମହଲା ର ଛାତ ଫାଟି ଜାଇଛି । ସେପଟେ ଜିବନ ଏବଂ ଜିବିକା କୁ ନେଇ କ୍ଷେତି ଗ୍ରସ୍ଥ ବ୍ୟବସାୟୀ ମାନେ । ତେବେ ଏମିତି ପୁରୀରେ ହେବା କଣ କଳିଯୁଗ ର ଶେଷ ସମୟ ନୁହେଁ କି ଆପଣ ମାନେ କଣ ଭାବୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *