ରାସନ କାର୍ଡ ଥିଲେ ମିଳିବ ଲକ୍ଷ ଲକ୍ଷ ଟଙ୍କା । କରନ୍ତୁ ଏହି କାମ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ,

ତେବେ ପ୍ରଥମ ବଡ ଖବର ଟି ହେଲା ବାଇକ୍ ଚାଳକ ମାନେ ହୋ ଜାଆନ୍ତୁ ସାବଧାନ ହେଲମେଣ୍ଡ ପିନ୍ଧିଲେ ବି ଦେବାକୁ ପଡିପାରେ 2 ହଜାର ଟଙ୍କାର ଫାଇନ ଆପଣ ମାନେ ପ୍ରତି ଦିନ ବାଇକ୍ ଚଳାନ୍ତି କି ତେବେ ଆପଣ ମାନଙ୍କ ପାଇଁ ଏହି ଖବର । ତେବେ ଆପଣ ମାନେ ହେଲମେଣ୍ଟ ପିନ୍ଧୁଥିଲେ ବି କଟିପାରେ ଫାଇନ । ଆପଣ ମାନଙ୍କୁ 2000 ଟଙ୍କା ଦେବାକୁ ପଡିପାରେ ଫାଇନ । ଆପଣ ମାନେ ନିୟମ ଉଲଙ୍ଗନ କଲେ କୋଠର ଦଣ୍ଡ ଦିଆଯାଏ ହେଲେ ଅଜବ ନିୟମ ବି ରହିଛି । ସମସ୍ତ ବାଇକ୍ ଚାଳକ ଏହି ନିୟମ ବିଷୟ ରେ ସଚେତନ ହେବା ଆବଶ୍ୟକ ଅଟେ ।

number plate

ତେବେ ଯଦି ଆପଣ ମାନେ ହେଲମେଣ୍ଟ ପିନ୍ଧିଛନ୍ତି ହେଲେ ଆପଣ ମାନେ ହେଲମେଣ୍ଟ କୁ ଠିକ୍ ରେ ଲକ୍ କରି ନାହାଁନ୍ତି ତେବେ 1 ହଜାର ଟଙ୍କାର ଫାଇନ ଆପଣ ମାନଙ୍କୁ ଦେବାକୁ ପଡିପାରେ । ଏହା ସହିତ BIS ପଞୀକୃତ ହେଲମେଣ୍ଟ ବାଧ୍ୟତା ମୂଳକ ଅଟେ । ଅନ୍ୟଥା ଆଇନ ଗତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ । ଏବଂ 1 ହଜାର ଟଙ୍କାର ଫାଇନ ମଧ୍ୟ ଦେବାକୁ ପଡି ପାରେ । ତେବେ ଏହିଠାରେ ମୋଟ 2 ହଜାର ଟଙ୍କା ଜୋରିମନା ଦେବାକୁ ପଡିଯାଏ । ଆପଣ ମାନେ ଏହି ଦିଗ ପ୍ରତି ଧ୍ୟନ ଦେବା ସହିତ ବାଇକ୍ ର ଗତି ଘଣ୍ଟା ପ୍ରତି 40 କିଲୋମିଟର ରୁ ଅଧିକ ହେଲେ ମଧ୍ୟ ସେମାନଙ୍କୁ 1 ହଜାର ଟଙ୍କା ଫାଇନ ଦେବାକୁ ପଡିପାରେ । ଏହା ସହିତ 3 ମାସ ପର୍ଯ୍ୟନ୍ତ ଲାଇସେନ୍ସ ମଧ୍ୟ ରଦ୍ଧ ହୋଇପାରେ ।

ପରିବର୍ତି ଖବର ଟି ହେଲା PDS ରେ ମିଳୁଛି ପ୍ଲାଷ୍ଟିକ୍ ଚାଉଳ । ହୀତାଧିକାରୀ ମାନଙ୍କ ହୀତରେ ନାହିଁ ପ୍ରଶାସନ । PDS ଚାଉଳ ରେ ମିଶୁଛି ପ୍ଲାଷ୍ଟିକ୍ ଦାନା ନିମ୍ନ ମାନର ଚାଉଳ ଯୋଗୁଁ ସେହିଥିରୁ ଭିଟାବିନ ହ୍ରାସ ପାଇବା ସହିତ ଏହା ଖାଦ୍ୟ ଉପଯୋଗୀ ମଧ୍ୟ ହୋଇ ପାରୁ ନାହିଁ । ତେବେ ଏହିପରି ଘଟଣା ନେଇ ରାଜ୍ୟର ସାଧାରଣ ଜନତା ତଥା ହୀତାଧିକାରୀ ହଇରାଣ ହରକତ ହେଉଥିବା ଦେଖା ଯାଉଛି ।

ତେବେ ପ୍ଲାଷ୍ଟିକ୍ ଚାଉଳ କୁ ନେଇ ବର୍ତମାନ ଭଦ୍ରକ ଭଣ୍ଡାରୀ ପୋଖରୀ ବ୍ଲକ୍ ରୁ ଏକ ସଂଙ୍ଗୀନ ଅଭିଯୋଗ ଆସିଛି । ତେବେ ସୂଚନା ଅନୁସାରେ ନିର୍ଗୁଣ୍ଡି ପଞ୍ଚାୟତ ରେ ଚଳିତ ମାସରେ PDS ଚାଉଳ ପାଇଥିଲେ । ହେଲେ ଏହି ଚାଉଳ ରେ ପ୍ଲାଷ୍ଟିକ୍ ଚାଉଳ ରହିଥିବା ନେଇ ଅଭିଯୋଗ ହୋଇଛି । ରୋଷେଇ ସମୟ ରେ ଚାଉଳ ରୁ ପ୍ଲାଷ୍ଟିକ ଗନ୍ଧ ବାହାରିବା ସହିତ ଚାଉଳ ଫୁଟୁନଥିବା ଅଭିଯୋଗ କରିଥିଲେ ହୀତାଧିକାରୀ । ଏହିଥି ପାଇଁ ଅଭିଯୋଗ ଦାଖଲ ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *