ଲୁଣ ଖାଉଥିଲେ ଆପଣ ଆଉ ବଞ୍ଚିବେନି, ଜାଣନ୍ତୁ ପ୍ରତିଦିନ କେତେ ଲୁଣ ଖାଇବେ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଲକ୍ଷ ଲକ୍ଷ ଲୋକ ଲୁଣ ପାଇଁ ହିଁ ମରିଯିବେ । ଲୁଣ ଖାଉଥିବା ଲୋକ ଆଉ ଏହି ଦୁନିଆଁ ରେ ରହିବେ ନାହିଁ । ଲୁଣ ପାଲଟିଛି ଆପଣ ମାନଙ୍କ ଶରୀର ରେ ଶ୍ଲୋ ପୟେଜନ । ଆପଣ ମାନେ ଲୁଣ ର ସେବନ କରୁଛନ୍ତି କି ଯଦି ଖାଉଛନ୍ତି ତେବେ ଆପଣ ମାନେ ଲୁଣ ସେବନ କୁ ଏହି ମୂହୁର୍ତ୍ୱ ରେ ଏବେ ହିଁ ବନ୍ଦ କରି ଦିଅନ୍ତୁ । କାରଣ ଲୁଣ ପାଇଁ ଏବେ ଲକ୍ଷ ଲକ୍ଷ ମରିଯିବା ଉପରେ । ସେମାନଙ୍କ ପାଖରେ ବହୁତ ଅଳ୍ପ ସମୟ ରହିଛି । ଚାହିଁଲେ ବି ସେମାନେ ଆଉ ବଞ୍ଚି ପାରିବେ ନାହିଁ ।

ପ୍ରତ୍ୟୋକ ଲୋକ ମାନଙ୍କ ଦୈନ ଦିନ ଜିବନ ରେ ଲୁଣ ନିହାତି ଭାବେ ଆବଶ୍ୟକ ଅଟେ । ଖାଦ୍ୟ ଯେତେ ସ୍ୱାଦିଷ୍ଟ ହେଲେ ବି ଯଦି ସେହିଥିରେ କିଛି ଲୁଣ ନ ପଡିବ ତେବେ ତାହାର କିଛିବି ମହତ୍ୱ ରହିବ ନାହିଁ । ଏବେ ସାରା ବିଶ୍ୱର ଜଣେ ବ୍ୟକ୍ତି 10.8 ଗ୍ରାମ୍ ଲୁଣ ର ବ୍ୟବହାର କରୁଛନ୍ତି । ବିଶ୍ୱ ସ୍ୱାସ୍ଥ ସଂଙ୍ଗଠନ ପକ୍ଷରୁ ଲୁଣ କୁ ନେଇ ଏକ ଭୟଙ୍କର ରିପୋର୍ଟ ଜାରି ହୋଇଛି ।

salt

ଲୁଣ ଦେଖିବାକୁ ଖାଇବାକୁ ସାଧାରଣ ହୋଇ ଥିଲେ ହିଁ ଏହା ଆପଣ ମାନଙ୍କର ଶତୃପାଲଟିବାର ସମ୍ଭାବନା ବହୁତ ଅଧିକ । ଯଦି ଲୁଣ ବ୍ୟବହାର କୁ ସୀମିତ କରାନଯାଏ । ତେବେ ଆଗାମୀ ସାତ ବର୍ଷ ମଧ୍ୟରେ 70 ଲକ୍ଷ ରୁ ଅଧିକ ଲୋକ ମାନେ ମୃ-ତ୍ୟୁ ମୂଖରେ ପଡିବାର ଅଧିକ ସମ୍ଭାବନା ରହିଛି । ଏହିଥି ସହିତ ଅନେକ ରୋଗର ଶୀକାର ହେବାର ସମ୍ଭାବନା ରହିଛି ।

ଲୁଣ ଖାଇବା ଦ୍ୱାରା ହେବାକୁ ଥିବା ବିପଦ ସଂମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଏହି ରିପୋର୍ଟ ମାଧ୍ୟମ ରେ ବିଭିନ୍ନ ଦେଶର ସରକାର ଙ୍କୁ ଅବଗତ କରାଜାଇଛି । ଆମ ଶରୀର ପାଇଁ କେତେ ମାତ୍ରା ରେ ଆୟୋଡିନ ଆବଶ୍ୟକ ରହିଛି ତାହାକୁ ନେଇ ପେକେଜ୍ ଫୁଡ ଉପରେ ସ୍ପଷ୍ଟ ଭାବେ ଲେଖବାକୁ କୁହାଜାଇଛି । ଲୁଣ ମାତ୍ରାଧିକ ସେବନ ଫଳରେ ହାର୍ଟ ଆର୍ଟାକ୍ , ଷ୍ଟୋକ୍ ହାଇ ବ୍ଲଡ ପ୍ରେସର ପରି ସମସ୍ୟା ସୃଷ୍ଟି ହୋଇଥାଏ । ସାରା ବିଶ୍ୱରେ ବର୍ଷରେ ହାର୍ଟ ସମନ୍ଧିୟ ରୋଗରେ 1.8 କୋଟି ଲୋକ ମରୁଛନ୍ତି । ଭାରତ ରେ ବି ଏହି ସମସ୍ୟା 20 ଲକ୍ଷ ରୁ ଅଧିକ ରହିଛି ।

ତେବେ ଏହି ମୃ-ତ୍ୟୁ ସଂଖ୍ୟା ପାଇଁ ଅନେକ କ୍ଷେତ୍ରରେ ଲୁଣ ହିଁ ଦାୟି ହୋଇଥାଏ । ଏହିଥି ସହିତ ଲୁଣ କାରଣ ରୁ 50 ଲକ୍ଷ ରୁ ଅଧିକ ଲୋକ ଷ୍ଟୋକ୍ ରେ ପ୍ରାଣ ହରେଇ ଥାନ୍ତି । କେବଳ ସୋଡିୟମ୍ ର ଅଧିକ ପରିମାଣ ରେ ସେବନ ଫଳରେ ପ୍ରତ୍ୟୋକ ବର୍ଷ 18 ଲକ୍ଷ ଲୋକ ମାନେ ମୃ-ତ୍ୟୁର ଶୀକାର ହେଉଛନ୍ତି । ଏହା ସହିତ ଆହୁରି ଅନେକ ଲୋକ ଅନେକ ଗମ୍ଭୀର ରୋଗରେ ପଡୁଛନ୍ତି । ସରକାର ଚାହିଁଲେ ଏହାକୁ ନିୟନ୍ତ୍ରଣ କରି ପାରିବେ ବିଶେଷ କରି ପ୍ରେସେଷ୍ଟ୍ ଏବଂ ପେକେଜ୍ ଫୁଡ ଉପରେ ଲୁଣ ର ବାଧ୍ୟତା ମୂଳକ ସୀମା ଲାଗୁ ହେବା ଜରୁରୀ । ଏହା ବିନା ଅର୍ଥ ଖର୍ଚ୍ଚରେ ଲକ୍ଷ ଲକ୍ଷ ଲୋକ ମାନଙ୍କ ଜିବନ ବଞ୍ଚେଇ ପାରିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *