ପ୍ରେମ ଓ ପ୍ରତାରଣା କଲେ ବିଧାୟକ, ହେଲେ ଉତର ଦେବେ ମୁଖ୍ୟମନ୍ତ୍ରୀ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତିର୍ତଲ ବିଧାୟକ ବିଜୟ ଶଙ୍କର ଦାସ ଙ୍କ ଅଡୁଆ ବଢିବାରେ ଲାଗିଛି । ତାଙ୍କ କଥା କଥିତ ପ୍ରେମିକା ସମାଲିକା ନ୍ୟାୟ ପାଇଁ ସବୁ ବ୍ୟବସ୍ଥା ର କବାଟ ଠକ୍ ଠକ୍ କରିବା ପାଇଁ ପଛେଇ ନାହାଁନ୍ତି । ଏହି କ୍ରମ ରେ ସେ ଆଜି ସାଧା ସଳଖ ମୂଖ୍ୟ ମନ୍ତ୍ରୀ ଙ୍କୁ ପ୍ରଶ୍ନ କରିଛନ୍ତି । ମୁଁ କଣ ମହିଳା ନୁହେଁ ମୁଁ ନ୍ୟାୟ ପାଇଁ ସଂଘର୍ଷ କରୁଛି । ଆଉ ଆପଣ ସବୁ ବେଳେ ମହିଳା ସଶକ୍ତି କରଣ ପାଇଁ ଓକିଲାତି କରୁଛନ୍ତି । ବିଧାୟକ ଙ୍କ ବିରୋଧରେ ଜାମିନ ବିରୁଧ ପରୁୱାନ ଥିଲେ ବି ସେ ଗିରୋଫ ହେଉ ନାହାଁନ୍ତି । ସେ କେବେ ଜେଲ ରେ ରହିବେ ବୋଲି ସୋମାଲିକା ଟୁଇଟ କରି ମୂଖ୍ୟ ମନ୍ତ୍ରୀ ଙ୍କୁ ପ୍ରଶ୍ନ କରିଛନ୍ତି ।

ମାର୍ଚ୍ଚ 3 ତାରିଖ ରେ ସେ ଏହି ଟୁଇଟ କରିଛନ୍ତି । ସେ କେବଳ ମୂଖ୍ୟ ମନ୍ତ୍ରୀ ନୁହେଁ ସିଏମ ଓ ଓଡିଶା , ମୋ ସରକାର , ଓ ଜଗତସିହଂ ପୁର ପୋଲିସ କୁ ବି ଟେଗ୍ କରିଛନ୍ତି । ଟୁଇଟ କୁ ତିନି ଦିନ ହୋଇ ଜାଇଥିଲେ ବି ଟେଗ୍ ହୋଇଥିବା କୈଣସି ବି ଅନୁଷ୍ଟାନ କିଛି ବି ଉତ୍ତର ଦେଇ ନାହାଁନ୍ତି । ସୋମାଲିକା ହେଉଛନ୍ତି ତିର୍ତଲ ବିଧାୟକ ବିଜୟ ଶଙ୍କର ଦାସ ଙ୍କ ପ୍ରେମିକା ବିଜୟ ତାଙ୍କୁ ପ୍ରେମ କରି ଶା-ରୀ-ରିକ ସଂ-ମ୍ପ-ର୍କ ରଖି ବିବାହ ର ପ୍ରତିଶୃତି ଦେଇଥିଲେ ହେଲେ ବିବାହ କଲେ ନାହିଁ ବରଂ ଧୋକା ଦେଇ ଏବେ ସଂମ୍ପର୍କ କାଟି ଦେଇଛନ୍ତି ।

mal

ଏହି ନେଇ ସୋମାଲିକା ସ୍ଥାନିୟ ଥାନା ରେ ଏତଲା ଦେଇଥିଲେ ବି ତାହା ଗ୍ରହଣ କଲେ ନାହିଁ ପୋଲିସ । ତାହା ବିରୋଧ ରେ ସୋମାଲିକା ହାଇକୋର୍ଟ ମଧ୍ୟ ଜାଇଥିଲେ । ହାଇକୋର୍ଟ ନିର୍ଦ୍ଧେଶ ଦେବା ପରେ ଥାନା ରେ ଏଫାୟାର ହେଲା କଡା ଦଫା ବି ଲାଗିଲା ଥାନା ରେ ଏଫାୟାର ହେଲା । ଦଫା ଅନୁସାରେ ଏହା ଜାମିନ ବିହିନ ଗିରୋଫ ପରୱାନ ଥିଲା । କିନ୍ତୁ ପୋଲିସ ବିଧାୟକ ଙ୍କୁ ଗିରୋଫ କରୁ ନାହିଁ ।

ବିଧାୟକ ବିଧାନ ସଭା ଯାଉଛନ୍ତି । ନିଜ ଅଞ୍ଚଳ ରେ ବୁଲୁଛନ୍ତି ସାଧାରଣ ସଭାରେ ପୋଲିସ ଉପସ୍ଥିତ ରହୁଛି । ହେଲେ ପୋଲିସ ତାଙ୍କୁ ଗିରୋଫ କରୁନି । ଏହି ପରି ସ୍ଥଳେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ସୋମାଲିକା । ତେଣୁ ସେ ବାଧ୍ୟ ହୋଇ ମୂଖ୍ୟ ମନ୍ତ୍ରୀ ନୁହେଁ ସିଏମ ଓ ଓଡିଶା , ମୋ ସରକାର , ଓ ଜଗତସିହଂ ପୁର ପୋଲିସ କୁ ବି ଟେଗ୍ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *