ମୁଁ କିଛି କହିପାରିବି ନାହିଁ, ମୋତେ କହିବାକୁ ମନା କରାଯାଇଛି I ସେ ପାରିବାରିକ ହେଉ କିମ୍ବା ଅନ୍ୟ କିଛି…

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ପିଣ୍ଟୁ ନନ୍ଦ ଙ୍କ ଦେହ ଖାରପ ଠାରୁ ଭୁବନେଶ୍ୱର ରୁ ଦିଲ୍ଲୀ ଏହି ସବୁ ଭିତେର ସବୁଠୁ ଅଧିକ ଚର୍ଚ୍ଚାରେ ଥିଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । କେବେ ଅନୁଭବ ମହାନ୍ତି କ୍ୟାମେରା ସାମ୍ନାରେ ବାଇଟ ଦେଇ ନାହାଁନ୍ତି କେବେ ଅନୁଭବ ମହାନ୍ତି ଙ୍କ ପ୍ରତିକ୍ରିୟା ଲୋକ ମାନେ ସୁଣିବାକୁ ପାଇ ନାହାଁନ୍ତି ତଥାପି ଚର୍ଚ୍ଚା ହେଉଥିଲା ଅନୁଭବ ମହାନ୍ତି ଦିଲ୍ଲୀରେ ଅଛନ୍ତି । ପିଣ୍ଟୁ ନନ୍ଦ ପାଖରେ ଅଛନ୍ତି । କୁଆଡେ ଡାକ୍ତର ଙ୍କ ସହିତ କଥା ବାର୍ତ୍ତା ହେଉଛନ୍ତି । କିଛି ଦାୟୁତ୍ୱ ନିଭାଉଛନ୍ତି ।

ହେଲେ ବନ୍ଧୁଗଣ ଚର୍ଚ୍ଚା ହେଉଥିବା କଥା କେତେ ସତ କେତେ ମିଛ ଏବେ ଯାଏ ଜଣା ପଡି ନାହିଁ । ହେଲେ ଯେତେ ବେଳେ ପିଣ୍ଟୁ ନନ୍ଦ ଙ୍କ ଦେହାନ୍ତ ହେଲା । ପିଣ୍ଟୁ ନନ୍ଦ ଙ୍କ ସହିତ ଅନେକ ଚଳଚିତ୍ର କରିଛନ୍ତି ଅନୁଭବ ମହାନ୍ତି । କିନ୍ତୁ ଅନୁଭବ ମହାନ୍ତି ଙ୍କୁ ଦେଖିବାକୁ ମିଳି ନଥିଲା । ଅଭିମନ୍ୟୁ ଚଳଚିତ୍ର ରେ ଅନୁଭବ ଏବଂ ପିଣ୍ଟୁ ନନ୍ଦ ଙ୍କ ନିକ୍ଷୁଣ ଅଭିନୟ ଲୋକ ମାନଙ୍କୁ ମତୁଆଲା କରିଥିଲା । ଆଉ ଏହି ସିନେମା ଦେଖିବା ପରେ ସମସ୍ତେ ଭାବୁଥିଲେ ଅନୁଭବ ଏବଂ ପିଣ୍ଟୁ ନନ୍ଦ ରିଲରେ ନୁହେଁ ବରଂ ରିୟଲ ରେ ବି ଭାଇ ଭାଇ ।

Pintu

ହେଲେ ପିଣ୍ଟୁ ନନ୍ଦ ଙ୍କୁ ଶେଷ ଥର ପାଇଁ ଦେଖା କରିବାକୁ ଆସିଲେ ନାହିଁ ଅନୁଭବ । ଏହା ପରେ ଆମେ ଅନୁଭବ ଙ୍କୁ ଏହି ବିଷୟ ପାଇଁ ଦେଖା କରିଥିଲୁ । ହେଲେ ଅନୁଭବ କହିବାକୁ ମନା କରିଥିଲେ । ଗୋଟିଏ କଥା କହିଥିଲେ ସେ ପାରିବାରିକ ବିବାଦ ହେଉ କି ଅନ୍ୟ କୈଣସି ଘଟଣା ମତେ କହିବାକୁ ମନା । ବନ୍ଧୁଗଣ ଯେଉଁ ଭଳି ଭାବେ ଚର୍ଚ୍ଚା ହେଉଥିଲା ପିଣ୍ଟୁ ନନ୍ଦ ଦିଲ୍ଲୀ ଗଲା ପରେ କିଛି ଦାୟୁତ୍ୱ ଅନୁଭବ ବୁଝା ବୁଝି କରୁଥିଲେ । ଆଉ ଏମିତି ର ସବୁ କଳାକାର ମାନେ ବି ଦୈଡି ଆସିଥିଲେ ପିଣ୍ଟୁ ନନ୍ଦ ଙ୍କ ପାଇଁ ।

ହେଲେ ସର୍ବ ପ୍ରଥମେ ଯେଉଁ ଲିଭର ଜରୁରୀ ଥିଲା ତାହା ମିଳି ପାରିଲା ନାହିଁ । ଆଉ ଏବେ ଚର୍ଚ୍ଚା ହେଉଛି ଜାହା ଯଥା ଶୀଘ୍ର କରିବାର ଥିଲା ତାହା ବିଳମ୍ଭ ହେଉଥିଲା । ପିଣ୍ଟୁ ନନ୍ଦ ସୁସ୍ଥ ହୋଇ ପାରିଥାନ୍ତେ ହେଲେ ତାଙ୍କର ବିୟୋଗ ହୋଇଗଲା । ବହୁତ ଲୋକ ମାନଙ୍କର ଲିଭର ଅସୁବିଧା ବେଳେ ଅନେକ ଲୋକ ମାନଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ହୋଇଛି । ହେଲେ ପିଣ୍ଟୁ ନନ୍ଦ ଙ୍କ କ୍ଷେତ୍ର ରେ କେହି ରିସ୍କ୍ ନେବାକୁ ରାଜି ନଥିଲେ । ସେହିଥି ପାଇଁ ବୋଧେ ଆମର ପ୍ରିୟ କଳାକାର ପିଣ୍ଟୁ ନନ୍ଦ ଙ୍କ ବିୟୋଗ ହୋଇଗଲା । ଯାହାକୁ ସହଜ ରେ ଗ୍ରହଣ କରିପାରୁ ନାହିଁ ଓଡିଶା ବାସୀ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *