ତୋ ଭାଉଜକୁ ଛାଡି ରହିପାରୁନି, ସାନ ପୁଅ କଥା ଭାରି ମାନେ ପଡୁଛି I ମରିବା ପୁର୍ବରୁ ପିଣ୍ଟୁ ନନ୍ଦଙ୍କ ଶେଷ ଇଚ୍ଛା କଣ ଥିଲା ଶୁଣନ୍ତୁ ।

Pintu Nanda a

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଭାଇରେ ଏଥର ଭଲ ହୋଇଗଲେ ତୋ ଭାଉଜ ପାଖରେ ରହିବି । ଆଉ ସାନ ପୁଅଟା ଭାରି ମନେ ପଡୁଛି ରେ । ହଁ ବନ୍ଧୁଗଣ ପିଣ୍ଟୁ ନନ୍ଦ ଙ୍କ ପରିବାର ଆଉ ପିଣ୍ଟୁ ନନ୍ଦ ଙ୍କ ପତ୍ନୀ ଆଉ ତାଙ୍କ ଦୁଇ ପୁଅ । ସୁଣିବାକୁ ମିଳୁଛି ପିଣ୍ଟୁ ନନ୍ଦ ଏବଂ ତାଙ୍କ ପତ୍ନୀ ଙ୍କ ମଧ୍ୟରେ ଅଦିିନିଆ ଝଡ ଉଠିଥିଲା । ଆଉ ତାଙ୍କ ସ୍ୱପ୍ନର ଘର ଭାଙ୍ଗି ରୁଜି ଚୁରମାର ହୋଇ ଜାଇଥିଲା । ପିଣ୍ଟୁ ନନ୍ଦ ଙ୍କ ପାଖରେ ତାଙ୍କ ବଡ ପୁଅ ରହୁଥିବା ବେଳେ ତାଙ୍କ ସ୍ତ୍ରୀ ଙ୍କ ପାଖରେ ରହୁଥିଲେ ପିଣ୍ଟୁ ନନ୍ଦ ଙ୍କ ସାନ ପୁଅ ।

ଆଉ ପିଣ୍ଟୁ ନନ୍ଦ ଙ୍କ ସାନ ପୁଅ ଦେଖିବାକୁ ଖୁବ ଡଉଲ ଡାଉଲ । ବାପା ଙ୍କ ଦେହ ଖରାପ ସାନ ପୁଅ ବି ବୁଝି ପାରୁଛି । ମାଆ ସହିତ ଜିଦି କରି ମାଆ କୁ ଆଣି କୁଆଡେ ହସ୍ପିଟାଲ କୁ ଆସିଥିଲା । ଆଉ ଦୁହେଁ ହସ୍ପିଟାଲ ରେ ବାପା ଏବଂ ସ୍ୱାମୀ କୁ ଭେଟିଥିଲେ ପିଣ୍ଟୁ ନନ୍ଦ ଙ୍କ ପତ୍ନୀ ଏବଂ ତାଙ୍କର ସାନ ପୁଅ । ଏଠାରେ କହି ରଖିବାକୁ ଚାହିଁବୁ ପାରିବାରିକ ବିବାଦ ରେ ଝଡ ଉଠିବା ପରେ ପିଣ୍ଟୁ ନନ୍ଦ ଏବଂ ତାଙ୍କ ପତ୍ନୀ ଅଲଗା ରହୁଥିଲେ ସତ । ହେଲେ ଉଭୟ ଙ୍କ ମଧ୍ୟରେ ଭଲପାଇବା ସେମିତି କୁଆଡେ ନିର୍ବିଡ ରହିଥିଲା ।

Pintu Nanda

ତେବେ ପିଣ୍ଟୁ ନନ୍ଦ କୁଆଡେ କହୁଥିଲେ ଯାହା ବିଶେଷ ସୂତ୍ର ରୁ ସୂଚନା ମିଳିଛି । କି ଏଥର ଭଲ ହେଲେ ତୋ ଭାଉଜ ପାଖରେ ରହିବି ସାନ ପୁଅଟା କଥା ଭାରି ମନେ ପଡୁଛି ଏମିତି କିଛି କହିଥିଲେ ଅଭିନେତା ପିଣ୍ଟୁ ନନ୍ଦ । ଆଉ ଏମିତି କି ହାତ ଯୋଡି ଠାକୁର ଙ୍କ କହିଥିଲେ ହେ ପ୍ରଭୁ ମତେ ଏହିଥିରୁ ଉଦ୍ଧାର କର ମୋ ଶେଷ ଜିବନ ତକ ମୋ ପିଲା ଏବଂ ମୋ ସ୍ତ୍ରୀ ସହିତ ବିତେଇବାକୁ ଚାହୁଁଛି । ଏମିତି କିଛି କଥା ଆଜି ଚର୍ଚ୍ଚା ହେଉଛି ।

ହଁ ବନ୍ଧୁଗଣ ବିଶେଷ ସୂତ୍ର ରୁ ମିଳିଥିବା ଏ ଖବର ଯେତେ ବେଳେ ଆମେ ସୁଣିଲୁ ସେତେ ବେଳେ ଆମ ଆଖିରେ ଲୁହ ପଳେଇ ଆସିଥିଲା । କାରଣ ଯେଉଁ ପରିବାର ଅଲଗା ହୋଇଜାଇଥିଲା ସେହି ପରିବାର କୁ ପୁଣି ଏକାଠି କରି ନୀଡ ଗଢିବାକୁ ଚାହୁଁଥିଲେ ଅଭିନେତା ପିଣ୍ଟୁ ନନ୍ଦ । ଆଉ ସୁଆ ସାରୀ ହୋଇ ସେ ନୀଡ ରେ ରହିବାକୁ ଚାହୁଁଥିଲେ ପିଣ୍ଟୁ ନନ୍ଦ । କିନ୍ତୁ ଏକ କଳାକାର ର ଆଶା ଆଶାରେ ରହିଗଲା ରାତି ପାହିବା ଆଗରୁ ସ୍ୱପ୍ନଟା ଭାଙ୍ଗିଗଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *