ମତେ ଭାରି ଡରଲାଗୁଛି ,ମୋର କଣ କଣ କାଟିଦେବ ,କେଉଁଠି କେଉଁଠି ପୁରେଇ ଦେବ I

NISHA

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନିଶା କହୁଛି ମୋର କଣ କଣ ସବୁ କାଟି ଦେବ । ନିଶା କହୁଛି ମୋର କଣ କଣ ସବୁ ପୁରେଇ ଦେବ । ମତେ ବହୁ ଡର ଲାଗୁଛି ମୁଁ ଆଇନ ର ଆଶ୍ରୟ ନେବି ହଁ ବନ୍ଧୁଗଣ ଯେତେ ବେଳେ ଯାତ୍ରା କମେଡିଆନ ବଳିଆ ଅ-ଶ୍ଲୀ-ଳ ନୃତ୍ୟ କୁ ବିରୋଧ କରିବାରୁ ରାଜଧାନୀ ଅପେରା ର ମଞ୍ଚ ଉପର କୁ ନିଶା ମହାରଣା କୁ ବାରଣ କରାଗଲା ।

ଠିକ୍ ସେତିକି ବେଳେ ସାମ୍ନାକୁ ଆସିଲେ ନିଶା ମହାରଣା । ଆଉ କହିଲେ ଯାହା ତାହାକୁ ନେଇ ପ୍ରିତିକ୍ରୟା ରଖିଛନ୍ତି ଯାତ୍ରା କମେଡିଆନ ଦୟା । ତେବେ ଆସନ୍ତୁ ଦୟା କାହାକୁ ଭୟ କରୁଛନ୍ତି ଜାଣିବା । ବନ୍ଧୁଗଣ ଯାତ୍ରା ଉପରେ କଟକଣା ଲଗେଇଲେ ରାଜ୍ୟ ସରକାର । ଆଉ ନିୟମ ର ଆଢୁଆଳ ରେ କେଉଁଠି କେମିତି ଅଶ୍ଲୀଳ ନୃତ୍ୟ ହେଉଥିଲା । ଆଉ ଯାହାକୁ ବାରଣ କଲେ ଯାତ୍ରା କଳାକାର କାରଣ ଏହି ଅଶ୍ଲୀଳ ନୃତ୍ୟ କୁ ନେଇ ସବୁ ବେଳେ ଯାତ୍ରା କଳାକାର ଙ୍କ ଉପରେ ସମସ୍ତ ଙ୍କ ନଜର ।

riya

ଯଦି ଏହି ଅଶ୍ଲୀଳ ନୃତ୍ୟ ପାଇଁ ପାର୍ଟି ସିଜ୍ ହୋଇଯାଏ ବା ପାର୍ଟି ବନ୍ଦ ହୋଇଯାଏ ତେବେ 200 ପରିବାର କଣ କରିବେ । ଏହି ପରି କିିଛି ଗହତ ଚିନ୍ତା ଧାରା କୁ ରଖି ଅଶ୍ଲୀଳ ନୃତ୍ୟୁ କୁ ବାରଣ କରିଥିଲେ । ଆଉ ମଞ୍ଚ ଉପର କ ନିଶା ମହାରଣା କୁ ବାରଣ କରିଥିଲେ । ଆଉ ବିବାଦ ଉପୁଜିବା ପରେ ନିଶା ମହାରଣା ଜାହା କହିଲେ ତାହାକୁ ନେଇ ଭୟବିତ ପୂରା ଯାତ୍ରା କମେଡିଆନ ଦୟାନିଧି ।

ଦୟା କହିବା କଥା କଣ କଣ ସବୁ କାଟି ପକେଇବେ କଣ କଣ ସବୁ ପୁରେଇ ଦେବେ ମତେ ବହୁତ ଡର ଲାଗୁଛି । ମତେ କୁଆଡେ ଜିବନ ରୁ ମାରିଦେବେ ମୁଁ ଆଇନ ର ଆଶ୍ରୟ ନେବି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *