ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପିଣ୍ଟୁ ନନ୍ଦ ଙ୍କ ମୃ-ତ୍ୟୁ ଏବେ ସମସ୍ତ ଙ୍କୁ ଡରେଇ ଦେଇଛି । ଜଣା ସୁଣା ଅଭିନେତା ହୋଇ ମଧ୍ୟ ସେମାନଙ୍କ ଜିବନ ସେମାନେ ବଞ୍ଚେଇ ପାରିଲେ ନାହିଁ । ଲକ୍ଷ ଲକ୍ଷ ଟଙ୍କା ଜୋଗାଡ ହୋଇଥିଲେ ମଧ୍ୟ ଲିଭର ମିଳି ନଥିଲା । ଯଦି ବି ଲିଭର ମିଳୁଥିଲା ରକ୍ତ ଗୃପ୍ ସହିତ ମିଶୁ ନଥିଲା । ଆଉ ସେପଟେ ପିଣ୍ଟୁ ନନ୍ଦ ଲିଭର ସଂମ୍ପର୍ଣ୍ଣ ଫେଲ ହୋଇଗଲା । ଯେଉଁଥି ପାଇଁ ତାଙ୍କର ଜିବନ ଚାଲିଗଲା ।
ପିଣ୍ଟୁ ନନ୍ଦ ଙ୍କ ପାଖ ଲୋକ ମାନେ ଜାହା କୁହନ୍ତି ପିଣ୍ଟୁ ନନ୍ଦ କୁଆଡେ ଆଗରୁ ଅଧିକ ମଦ୍ୟ ପାନ କରୁଥିଲେ । ଆଉ ସେ ଜାଣି ପାରୁ ନଥିଲେ କି ତାଙ୍କର ଲିଭର ଏମିତି ଦିନ କୁ ଦିନ ଭିତରୁ ଖରାପ ହୋଇଜାଉଛି । ଆଉ ଶେଷରେ ଲିଭର ଫେଲ ହୋଇଜାଇ ଥିଲା । ଯେଉଁଥି ପାଇଁ ତାଙ୍କର ଜିବନ ଚାଲିଗଲା । କିଛି ଏକ୍ସପୋର୍ଟ ଏବଂ କିଛି ଡାକ୍ତର ମାନେ କୁହନ୍ତି ଅତ୍ୟଧିକ ମଦ୍ୟପାନ କରିଲେ ଲିଭର ଖରାପ ହୋଇଯାଏ ।
ତେବେ ପିଣ୍ଟୁ ନନ୍ଦ ଙ୍କ ମୃ-ତ୍ୟୁ ପରେ ଏବେ ସମସ୍ତେ ଆଶ୍ଚର୍ଯ୍ୟ ଏବଂ ଚକିତ । ଯେ କେତେ ମଦ ପିଇଲେ ଲିଭର ସଂମ୍ପର୍ଣ୍ଣ ଖରାପ ହୋଇଜାଉଛି । ତେବେ ଆପଣ ମାନେ ବି ବେଳେ ବେଳେ ସୁଣିଥିବେ କି ଠିକ୍ ପରିମାଣ ରେ ଆଲକୋହଲ ନେଲେ ଶରୀର ପାଇଁ ଭଲ ବୋଲି କୁହାଯାଏ । ହେଲେ ଅତ୍ୟାଧିକ ସେବନ କରିଲେ ମୃ-ତ୍ୟୁ ବି ହୋଇ ପାରେ । ତେବେ କେତେ ଆଲକୋହଲ ଦିନକୁ ଜଣେ ବ୍ୟକ୍ତି ସେବନ କରି ପାରିବ । ଯେଉଁଥିରେ ତା ଲିଭର ରେ ସମସ୍ୟା ଦେଖା ଯିବନାହିଁ । ବା ଲିଭର ଫେଲ ହେବା ପରି ପରିସ୍ଥିତି ଯେମିତି ନଆସେ ।
କିଛି ଡାକ୍ତର କହିବା ଅନୁସାରେ ଯେଉଁ ମଦ ବୋତଲ ରେ ଲେଖାଜାଇଥାଏ । 40 ପ୍ରତିଶତ ଆଲକୋହଲ ରହିଛି ସେହି ପରି ଆଲକୋହଲ କୁ ବହୁତ କମ୍ ନେବା ଦରକାର । କାରଣ ଏତିକି ପ୍ରତିଶତ ଆଲକୋହଲ ଯଦି ଦେହକୁ ଯାଏ ତେବେ ଲିଭର କୁ ଖରାପ କରିଦେବାର ଚାନ୍ସ ବହୁତ ଅଧିକ ରହିଥାଏ । ଯାହାକୁ ଷ୍ଟୋକ୍ ମଧ୍ୟ କୁହାଯାଏ ।
କିନ୍ତୁ ବୟର ଏବଂ ଅନ୍ୟାନ ମଦ ରହିଛି ଜାହାକୁ ଅଧିକ ମାତ୍ରା ରେ ଥିବା ଆଲକୋହଲ କମ୍ ମାତ୍ରାରେ ନେଇ ହେବ । ନହେଲେ ଅଧିକ ମାତ୍ରାରେ ମଦର ସେବନ ଯୋଗୁ ଲିଭର ଦିନ କୁ ଦିନ ଡେମେଜ୍ ହୋଇଯାଏ । ଜାହାକୁ ଫେଟି ଲିଭର ବୋଲି କୁହାଯାଏ ଏହି ଫେଟି ଲିଭର ହେଲେ ପେଟ ବି ବଢିଯାଏ । ଏହି ପରି ଧିରେ ଧିରେ ଜାଇ ଲିଭର କାମ କରିବା ବନ୍ଦ କରିଦିଏ ।
ତେବେ ଏକ୍ସପୋର୍ଟ ମାନେ କୁହନ୍ତି ଯଦି କେହି ମଣିଷ କମ୍ ମାତ୍ରା ରେ ଆଲକୋହଲ ର ସେବନ କରେ ତେବେ ତାହାର କୈଣସି କ୍ଷେତି ହୁଏ ନାହିଁ । କିନ୍ତୁ ଦେହ ଉପରେ ଏହାର ପ୍ରଭାବ ନିଶ୍ଚିତ ପଡେ । ଯାହାକି କମ୍ ସମୟ ଦେଖା ନ ଗଲେ ବି ବହୁତ ଲମ୍ବା ସମୟ ପରେ ତାହା ଦେଖା ଦେଇଥାଏ । ହେଲେ ଯେଉଁ ମାନେ ଅଧିକ ଆଲକୋହଲ ନିଅନ୍ତି ସେମାନଙ୍କ ଠାରେ ଲିଭର ସମସ୍ୟା ସହଜ ରେ ଦେଖିବାକୁ ମିଳେ ବୋଲି ଏକ୍ସପୋର୍ଟ ମାନେ କହିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।