ସତ କୁହ ସୁନ୍ଦରୀ ପ୍ରେମିକା ଦାନ୍ତ ଡାକ୍ତରାଣୀ । ସେଦିନ ରାତିରେ କଣ ହୋଇଥିଲା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବହୁ ଚର୍ଚ୍ଚିତ ଡିଜେ ଆଜେକ୍ସ ଓରଫ୍ ଅକ୍ଷୟ କୁମାର ମହାରଣାଙ୍କ ଜୀବନ ହାରିବା ଘଟଣା ଦିନ ଯେତେ ଗଡୁଛି ସେତେ ନୂଆ କଥା ସାମ୍ନାକୁ ଆସୁଛି । ଆଉ କାଲି ସୁନ୍ଦରୀ ଦାନ୍ତ ଡାକ୍ତରାଣୀ ଯାହାକୁ ପ୍ରେମ କରୁଥୁଲା ଡିଜେ ଆଜେକ୍ସ ଆଉ ଯିଏବି କୁଆଡେ ପ୍ରେମ କରୁଥୁଲା ଡିଜେ ଆଜେକ୍ସକୁ ଆଉ ଉଭୟ କୁଆଡେ ବିବାହ କରି ସବୁଦିନ ପାଇଁ ସୁଖ ଶାନ୍ତି ରେ ରହିବାକୁ ସୋନେଲି ସ୍ୱପ୍ନ ଦେଖୁଥିଲେ ।

ସେହି ସୁନ୍ଦରୀ ଦାନ୍ତ ଡାକ୍ତରାଣୀ ପ୍ରେମିକାକୁ ନିଜ ଘରେ ପୋଲିସ ୨ଘଣ୍ଟା ଜେରା କରିଛି । ଆଉ ସତ କହିବାକୁ ପୋଲିସ କହିଛି । ୨ଘଣ୍ଟା ଧରି ଜେରା କରିଛି ପୋଲିସ । ଡିଜେ ଆଜେକ୍ସଙ୍କ ମୃ-ତ୍ୟୁକୁ ନେଇ ଯେତେବେଳେ ନୂଆ ନୂଆ କଥା ସାମ୍ନାକୁ ଆସୁଛି ପୋଲିସ ତାର ତଦନ୍ତକୁ ଆଉ ପାଦେ ଆଗେଇ ନେଇ ପ୍ରମିକାର ଘରକୁ ଯାଇଛି । ସେହି ପ୍ରେମିକା ସୁନ୍ଦରୀ ଦାନ୍ତ ଡାକ୍ତରାଣୀ ତାଙ୍କ ଘରକୁ ତାଙ୍କୁ ଜେରା କରିଛି ।

dj

ଉଭୟଙ୍କ ପ୍ରେମ ଇତିହାସ ଉଣ୍ଡାଳିଛି । ରହସ୍ୟ ଭେଦିବାକୁ ଚେ଼ଷ୍ଟା କରିଛି ପୋଲିସ । ପ୍ରେମିକାଙ୍କ ମୋବାଇଲ ଫୋନ୍ ଜା଼ଞ୍ଚ କରିଛି । ତନ ତନ କରି ଦେଖିଛି । ଆଉ କଥା ଉଠୁଛି ପ୍ରେମିକା କୁଆଡେ କିଛି ଡିଲେକ୍ଟ କରିଦେଇଥିବା ସୂଚନା ମିଳୁଛି । ଅନ୍ୟପଟେ ସୁନ୍ଦରୀ ଦାନ୍ତ ଡାକ୍ତରାଣୀ ପ୍ରେମିକାର ପୁରୁଷ ବନ୍ଧୁ ରଶ୍ମିରଞ୍ଜନ ଯିଏ ଡିଜେ ଆଜେକ୍ସକୁ ଧମକ ଦଉଥିଲା ଯିଏ ଡିଜେ ଆଜେକ୍ସଙ୍କ କ୍ୟାରିୟର କୁ ବରବାଦ କରିଦେବ ବୋଲି ସୋସିଆଲ ମିଡିଆରେ ଡିଜେ ଆଜେକ୍ସ ତାଙ୍କୁ ନେହୁରା ହେଉଥିଲେ ।

ସେହି ଡାକ୍ତର ପାଠ ପଢୁଥିବା ରଶ୍ମିରଞ୍ଜନକୁ ଥାନାକୁ ଡାକି ଜେରା କରିବ ପୋଲିସ । ଆଉ ଏହା ପୂର୍ବରୁ କିନ୍ତୁ ପ୍ରମିକା ଘରକୁ ଯାଇଛି ପୋଲିସ । ପ୍ରେମିକାକୁ ବସାଇ ୨ଘଣ୍ଟା ଜେରା କରିଛି । ଉଭୟଙ୍କ ପ୍ରେମ ଇତିହାସ ଉଣ୍ଡାଳି ରହସ୍ୟ ଭେଟିବାକୁ ଚେଷ୍ଟା କରିଛି ପୋଲିସ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *