କାଲିଠୁ ପ୍ରବଳ ବର୍ଷା । ଏହି ସବୁ ଜିଲ୍ଲାରେ ତାଣ୍ଡବ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସୁଛି ପଶ୍ଚିମା ଝଡ , ଭିଜିବ , ଉପକୂଳ ଉପାନ୍ତର ଏହାର ପ୍ରଭାବ ରେ କାଲିଠୁ ରାଜ୍ୟରେ ବିଜୁଳୀ ଘଡଘଡି ସହିତ ବର୍ଷା ହେବ । ତାତି ରୁ ବଦଳିବ ପାଗ । ତାତି ରୁ ମିଳିବ ତ୍ରାହି । ମଲକାନା ଗିରି , କୋରାପୁଟ , ରାୟଗଡା , ଜଗପତି , ଗଞାମ୍ , କନ୍ଧମାଳ , ନୟାଗଡ , ଖୋର୍ଦ୍ଧା , କଟକ , ଜାଜପୁର , କଟକ , ମୟୁରଭଞୀ , ଏବଂ ବାଲେଶ୍ୱର ଜିଲ୍ଲା ଏହି ସବୁ ଜିଲ୍ଲାରେ ବିଜୁଳୀ ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ 16 ତାରିଖ ବେଳକୁ ପବନ ର ବେଗ ମଧ୍ୟ ବଢିବ । ଘଣ୍ଟା ପ୍ରତି ପ୍ରାୟ 40 ରୁ 50 କିଲୋମିଟର ବେଗ ରେ ବହି ପାରେ ପବନ । ସାରା ରାଜ୍ୟରେ 16 ଏବଂ 17 ତାରିଖ ରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ଦିଆଜାଇଛି । 16 ତାରିଖ ରେ 13 ଜିଲ୍ଲା ଏବଂ 17 ତାରିଖ ରେ 12 ଜିଲ୍ଲା କୁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି ।

rains

ପଶ୍ଚିମା ଝଡ ସହିତ ବାୟୁ ମଣ୍ଡଳ ରେ ଯୋଡିତ ବାୟୁ ମଣ୍ଡଳ ରେ ଥିବା ଟ୍ରପ ଲାଇନ । ବାୟୁ ମଣ୍ଡଳ ର ନିମ୍ନ ଭାଗରେ ଥିବା ଜଳିୟ ବାସ୍ପ ପୂର୍ବ ଦିଗରୁ ଆସିଥିବା ବାୟୁ ସଂସ୍ପର୍ଶ ରେ ଆସିଥିବା ଯୋଗୁଁ ପାରସ୍ପରାରିକ କ୍ରିୟା ଯୋଗୁଁ ରାଜ୍ୟରେ ବର୍ଷା ହେବ । ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ରେ ବିଶେଷ ପରିବର୍ତନ ହେବ ନାହିଁ ।

ତେବେ ଏମିତି ବେଳେ କିଛି ସ୍ଥାନ ରେ କୁଆ ପଥର ବର୍ଷା ମଧ୍ୟ ହେବାର ସମ୍ଭାବନା ରହୁଛି । ଏହା ସହିତ ଦକ୍ଷିଣ ଭାରତ ର ରାଜ୍ୟ ମାନେ ବି ଏହିଥିରୁ ଉପକୃତ ହେବେ । ଯେମିତି କର୍ଣ୍ଣାଟକ କେରଳ, ଆନ୍ଧ୍ର ପ୍ରଦେଶ , ଛତିସଗଡ , ପଟିକୁଲାର ଆମ ଓଡିଶା ର ଦକ୍ଷିଣ ଜିଲ୍ଲା ମାନେ ଉପକୃତ ହେବେ । ସେହି ପରି ଦକ୍ଷିଣ ରାଜ୍ୟ ଆନ୍ଧ୍ର ପ୍ରଦେଶ , ଛତିସଗଡ , ତେଲେଙ୍ଗାନା , ସେହି ସବୁ ରାଜ୍ୟ ରେ ବି ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କ୍ଷେତ୍ର ସୂଚନା ଦିଆଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *