ବାହାଘର ପରେ ଗୁଞ୍ଜନଙ୍କ ଶାସୁ ଘର ଭିଡିଓ ଭାଇରାଲ ।

Gunjan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଶାଶୁ ଘରେ ପ୍ରଥମ ଥର ପାଇଁ ରୋଷେଇ କରୁଥିବାର ନଜର ଆସିଛନ୍ତି ଓଡିଆ ଅଭିନେତ୍ରୀ ଗୁଞ୍ଜନ ତାହାଲେ ବନ୍ଧୁଗଣ ଆପଣ ମାନେ ଗୁଞ୍ଜନ ଙ୍କୁ ବହୁତ ସାରା ସିନେମା ରେ ଅଭିନୟ କରୁଥିବାର ଦେଖିବା ପାଇଁ ପାଇଥିବେ । ପ୍ରାୟ 15 ବର୍ଷର ଅଭିନୟ କେରିୟର ମଧ୍ୟରେ ବହୁତ ସାରା ସିରିଏଲ , ସିନେମା ଏବଂ ଆଲବମ୍ ରେ ଅଭିନୟ କରିଛନ୍ତି ।

ତେବେ ଗତ ଦିନ ମାନଙ୍କରେ ଗୁଞ୍ଜନ ଙ୍କ ବାହାଘର ହୋଇଜାଇଛି । ଆଉ ବାହାଘର ପରେ ସେ ଶାଶୁ ଘରେ ରହୁଥିବାର ନଜର ଆସିଛନ୍ତି । ଓଡିଆ ଘରର ବୋହୁ ପରି ନିଜର ଶାଶୁ ଘରେ ଚଳୁଥିବାର ନଜର ଆସିଛନ୍ତି । ତେବେ ଗତ ଦିନ ମାନଙ୍କରେ ଗୁଞ୍ଜନ ଙ୍କ ବାହାଘର ହୋଇଥିଲା ଏବଂ ପରେ କିଛି ଦିନ ପାଇଁ ଓଡିଆ ସିନେମା ଏବଂ ସିରିଏଲ ମାନଙ୍କରେ ଅଭିନୟ କରୁ ନଥିଲେ । କିଛି ଦିନ ହେଲା ସେ ଓଲିଉଡ ଇଣ୍ଡଷ୍ଟ୍ରୀ ରୁ ଦୂରରେ ରହିଥିଲେ ।

Gunjan

ଆଉ ଏବେ ତାଙ୍କର ବାହାଘର ସରିଛି ଆଉ ସେ ଏବେ ଶାଶୁ ଘରକୁ ଚାଲିଜାଇଛନ୍ତି । ଆଉ ଶାଶୁ ଘରକୁ ଯିବା ପରେ ସେ ଆଉ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଫେରିବେ ନାହିଁ ବୋଲି କହିଛନ୍ତି । ଏବେ ସେ ନିଜର ପାରିବାରିକ ଏବଂ ସାଂସାରିକ ଜିବନ କୁ ଉପଭୋଗ କରିବାକୁ ଚାହୁଁଛନ୍ତି । ତା ପରେ ସେ ପୁଣି ଥରେ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଫେରିବେ ବୋଲି ଚିନ୍ତା କରିବେ ବୋଲି କହିଛନ୍ତି ।

ତେବେ ଗୁଞ୍ଜନ ପ୍ରାୟ 15 ବର୍ଷ ହେବ ଓଡିଆ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରିଥିଲେ । ତେବେ 15 ବର୍ଷ ବୟସ ରୁ ସେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରିଥିବାର ନଜର ଆସିଛନ୍ତି । ବହୁତ ସାରା ସିରିଏଲ ଏବଂ ସିନେମା ରେ ଅଭିନୟ କରିଛନ୍ତି ଗୁଞ୍ଜନ । ତେବେ ଏବେ ଗୁଞ୍ଜନ ଙ୍କ ବାହାଘର ହୋଇଜାଇଛି । ଆଉ ଏବେ ସେ ନିଜର ସ୍ୱାମୀ ଙ୍କ ସହିତ ଶାଶୁ ଘରେ ରହୁଥିବାର ନଜର ଆସିଛନ୍ତି ।

ଆଉ ଶାଶୁ ଘରେ ଗୋଟେ ଓଡିଆ ଘରର ବୋହୁ ପରି ଚଳୁଥିବାର ନଜର ଆସିଛନ୍ତି ଗୁଞ୍ଜନ । ତେବେ ଆପଣ ମାନେ ଗୁଞ୍ଜନ ଙ୍କୁ କେତେ ପରିମାଣ ରେ ଭଲ ପାଆନ୍ତି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *