ଖୋଲିଲା ଗୁମର । ପିଣ୍ଟୁଙ୍କୁ ମୃ-ତ୍ୟୁ ପାଇଁ ଦାୟୀ କିଏ ?

pintu

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ସେହି ଦିନ କଣ ପାଇଁ ମରିଥିଲେ ଏହି ନେଇ କଣ କହୁଛନ୍ତି ପିଣ୍ଟୁ ନନ୍ଦ ଙ୍କ ଭାଇ । ଏବେ ବର୍ତମାନ ସମୟ ରେ ଏକ ଦୁଃଖ ଖବର ସାମ୍ନାକୁ ଆସିଛି । ପିଣ୍ଟୁ ନନ୍ଦ ସାରା ଓଡିଶା ର ବଡ କଳାକାର ଥିଲେ । ସେ ନିଜର ସୁନ୍ଦର ଅଭିନୟ ମାଧ୍ୟମ ରେ ସାରା ଓଡିଶା ବାସୀ ଙ୍କର ମନ କିଣି ପାରିଥିଲେ ।

ପିଣ୍ଟୁ ନନ୍ଦ ଙ୍କ ପରି କଳାକାର ଏବଂ ସୁନ୍ଦର ବ୍ୟକ୍ତିତ୍ୱ ମଣିଷ ଏହି ଦୁନିଆଁ ରେ ବହୁତ କମ୍ ମିଳିବେ । ତାହାଲେ ପିଣ୍ଟୁ ନନ୍ଦ ଙ୍କ ମୃ-ତ୍ୟୁ ପାଇଁ ଆଜି ସାରା ଓଡିଶା ଭାଙ୍ଗି ପଡିଛି । ପିଣ୍ଟୁ ନନ୍ଦ ପ୍ରଥମେ ଆଲବମ୍ ରୁ ନିଜର କେରିୟର ଆରମ୍ଭ କରିଥିଲେ । ପରେ ସେ 50 ରୁ ଅଧିକ ସିନେମା ରେ ସୁଯୋଗ ପାଇଥିଲେ । ସେ ଅନ୍ୟ କୁ ସାହାଯ୍ୟ କରି ବହୁତ ଖୁସୀ ପାଉଥିଲେ ।

Pintu Nanda

କେବେ କାହାର ଦୁଃଖ ସେ ସହି ପାରୁ ନଥିଲେ । ପିଣ୍ଟୁ ନନ୍ଦ ଯେତେ ବେଳେ ଲିଭର ସିରୋସିସ ରୋଗରେ ପୀଡିତ ଥିଲେ । ସେତେ ବେଳେ ତାଙ୍କୁ ଭଲ ଚିକିତ୍ସା ପାଇଁ ଦିଲ୍ଲୀ ପଠାଜାଇ ଥିଲା । ତାଙ୍କର ଚିକିତ୍ସା ପାଇଁ ବହୁତ ପଇସା ଖର୍ଚ୍ଚ ହେବ ବୋଲି ଓଡିଶା ବାସୀ ଙ୍କ ସହିତ ସିନେମା ଜଗତର କଳାକାର ଏବଂ ଯାତ୍ରା ଜଗତ ର କଳାକାର ମାନେ । ବହୁତ ସାହାଯ୍ୟ କରିଛନ୍ତି ।

ପିଣ୍ଟୁ ନନ୍ଦ ଙ୍କ ବଡ ଭାଇ ଅଭିରାମ ନନ୍ଦ କହିବା ଅନୁଯାୟୀ ପିଣ୍ଟୁ ନନ୍ଦ ଭଲ ହୋଇଯାଆନ୍ତୁ ବୋଲି ସାରା ଓଡିଶା ବାସୀ ଚାହୁଁଥିଲେ । ମାତ୍ର ଆମ ସରକାର ଚାହୁଁ ନଥିଲେ । ସେ ଜଣେ ଭଲ କଳାକାର ହୋଇ ମଧ୍ୟ ଆମ ସରକାର ତାଙ୍କ ପାଇଁ କୈଣସି ସାହାଯ୍ୟ ପ୍ରଦାନ କରି ନଥିଲେ । ଯଦି ସରକାର ସାହାଯ୍ୟ ମିଳିଥାନ୍ତା ତେବେ ପିଣ୍ଟୁ ନନ୍ଦ ଚିକିତ୍ସା ଶୀଘ୍ର ହେବା ସମ୍ଭବ ହୋଇଥାନ୍ତା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *