ପାଣିପାଗ କୁ ନେଇ ବଡ଼ ସୂଚନା । ଏହି 9ଟି ଜିଲ୍ଲାରେ ପ୍ରବଳ ବର୍ଷିବ ବର୍ଷା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଦେଖିବାକୁ ମିଳିବ ପଶ୍ଚିମା ଝଡ ର ପ୍ରଭାବ ସର୍ବାଧିକ 9 ଟି ଜିଲ୍ଲା ପାଇଁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । ବିଜୁଳୀ ଘଡଘଡି ସହିତ କୁଆ ପଥର ବର୍ଷା ଲାଗି 9 ଟି ଜିଲ୍ଲା ପାଇଁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । କେଉଁଝର , ଅନୁଗୁଳ , ଢେଙ୍କାନାଳ , ଜାଜପୁର , କଟକ , ଖୋର୍ଦ୍ଧା , ନୟାଗଡ , ଜଗତସିହଂ ପୁରୀ , ଏବଂ ପୁରୀ ଜିଲ୍ଲା ପାଇଁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । ଏହି ସବୁ ଜିଲ୍ଲାରେ 40 ରୁ 50 କିଲୋମିଟପ ବେଗରେ ପବନ ବହି ପାରେ ।

ଏହା ସହିତ କଟକ , ଜାଜପୁର , ଏବଂ ଢେଙ୍କାନାଳ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି କିଛି ଜିଲ୍ଲାରେ 7 ରୁ 11 ସେମି ବର୍ଷା ହୋଇ ପାରେ । ତେବେ ଆଗାମୀ ସମୟ ରେ ଯେଉଁ ଦୁଇ ଦିନ ଆସୁଛି ସେହି ଥିରେ ଆଜି ଓ କାଲି ପ୍ରବଳ ମାତ୍ରାରେ ବର୍ଷା ହେବ ବୋଲି ପାଣିପାଗ ବିଭଗ ପକ୍ଷରୁ ସୂଚନା ମିଳିଛି । ଓଡିଶା ର ଉପକୂଳ ବର୍ତ୍ତି ଜିଲ୍ଲା ମାନଙ୍କରେ ଏବଂ ଦକ୍ଷିଣ ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି ।

rains

କେଉଁଝର , ଅନୁଗୁଳ , ଢେଙ୍କାନାଳ , ଜାଜପୁର , କଟକ , ଖୋର୍ଦ୍ଧା , ନୟାଗଡ , ଜଗତସିହଂ ପୁରୀ ଜିଲ୍ଲାରେ ମଧ୍ୟମ ଧରଣ ର ବର୍ଷା ହୋଇପାରେ । ଏବଂ କିଛି କିଛି ସ୍ଥାନରେ କୁଆ ପଥର ପଡିବା ଭଳି ସମସ୍ୟା ବି ଦେଖିବାକୁ ମିଳିବ । ତେବେ ପରେ ଯେଉଁ 48 ଘଣ୍ଟା ଆସୁଛି ଉପକୂଳ ବର୍ତ୍ତି ଜିଲ୍ଲା ଏବଂ ତାଙ୍କର ପାର୍ଶ୍ୱବର୍ତି ଜିଲ୍ଲା ଏବଂ ଦକ୍ଷିଣ ଓଡିଶା ର ଜିଲ୍ଲା ମାନେ ଏହି ମାନେ ବେଶୀ ପରିମାଣ ରେ ପ୍ରଭାବିତ ହୋଇ ପାରନ୍ତି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ ହୋଇଛି ।

ତେବେ ସେହି ପରି ବେଳେ 40 ରୁ 50 କିଲୋମିଟର ପବନ ର ବେଗ ରହିବା ସହିତ ଗୋଟେ ଗୋଟେ ସ୍ଥାନରେ 7 ରୁ 11 ସେଣ୍ଟି ମିଟର ଗୋଟେ ଦୁଇଟି ସ୍ଥାନରେ ହୋଇ ପାରେ । ହେଲେ ମେଜୋରିଟି ସ୍ଥାନରେ ସ୍ୱଳ୍ପ ପରିମାଣ ରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *