ପାଣିପାଗ କୁ ନେଇ ବଡ଼ ସୂଚନା । ଆଜିଠାରୁ ଏହି 8ଟି ଜିଲ୍ଲାରେ ପ୍ରବଳ ବର୍ଷିବ ବର୍ଷା ।

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ରେ ହଠାତ ବଦଳିଗଲା ପାଣିପାଗ । ପଶ୍ଚିମା ଝଡ ପ୍ରଭାବ ରେ ଉପକୂଳ ସମେତ ଆଭ୍ୟନ୍ତରଣିୟ ଅଞ୍ଚଳ ରେ ଆଜି ମେଘୁଆ ପାଗ ରହିଛି । ଆସନ୍ତା 24 ଘଣ୍ଟା ମଧ୍ୟରେ 5 ଜିଲ୍ଲାରେ ବର୍ଷା ର ସମ୍ଭାବନା ରହିଛି । ସୁନ୍ଦରଗଡ , କେଉଁଝର , ଦେଓଗଡ , ମୟୁରଭଞୀ , ଏବଂ ବାଲେଶ୍ୱର କୁ ୟୋଲ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ଏହି 5 ଜିଲ୍ଲା ବିଭିନ୍ନ ସ୍ଥାନରେ ଘଡଘଡି ସହିତ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ତେବେ ଆଜି ଭୁବନେଶ୍ୱର ଆକାଶ ମଧ୍ୟ ମେଘାଛନ୍ନ ରହିଛି ହେଲେ ବର୍ଷା ବିଶେଷ କରି 24 ଘଣ୍ଟା ପାଇଁ ଏହି 5 ଜିଲ୍ଲା ଯେଉଁଥିେରେ ସୁନ୍ଦରଗଡ , କେଉଁଝର , ଦେଓଗଡ , ମୟୁରଭଞୀ , ଏବଂ ବାଲେଶ୍ୱର ରହିଛି । ଏହା ସହିତ ଅନ୍ୟାନ୍ନ ଜିଲ୍ଲା ଗୁଡିକ ରହିଛି ଯେଉଁଠାରେ ମଧ୍ୟ ଏହି ପଶ୍ଚିମା ଝଡ ପ୍ରଭାବ ରେ ବର୍ଷା ହେବ । ବିଶେଷ କରି ଆସନ୍ତା 3 ଦିନ ପର୍ଯ୍ୟନ୍ତ ତଥା 13 ତାରିଖ ସକାଳ 8.30 ପର୍ଯ୍ୟନ୍ତ ଏହି ପରି ଭାବେ ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି ।

rains

ସେହିପରି ଆସନ୍ତା ଘଣ୍ଟା ପାଇଁ ଝାଡସୁଗୁଡା , ସୁନ୍ଦରଗଡ , ସମ୍ବଲପୁର , ଦେଓଗଡ , ଅନୁଗୁଳ , କେଉଁଝର , ଦେଓଗଡ , ମୟୁରଭଞୀ , , ବାଲେଶ୍ୱର , ଭଦ୍ରକ , ଢେଙ୍କାନାଳ , ବୈଦ୍ଧ , କନ୍ଧମାଳ , କଳାହାଣ୍ଡି , ରାୟଗଡା , କଳାହାଣ୍ଡି ପରି ଜିଲ୍ଲା ଗୁଡିକରେ ବିଶେଷ କରି ବର୍ଷା ର ପ୍ରଭାବ ଦେଖିବାକୁ ମିଳିବ । କିଛି କିଛି ସ୍ଥାନରେ ଘଡଘଡି ସହିତ ବର୍ଷା ମଧ୍ୟ ଦେଖିବାକୁ ମିଳିବ ।

କିନ୍ତୁ 5 ଜିଲ୍ଲା କୁ ବିଶେଷ କରି ୟୋଲ ୱାର୍ଣ୍ଣିଂ ଜାରି ହୋଇଛି । ଯେଉଁ ଗୁଡିକ ସୁନ୍ଦରଗଡ , କେଉଁଝର , ଦେଓଗଡ , ମୟୁରଭଞୀ , ଏବଂ ବାଲେଶ୍ୱର ରହିଛି । ଉତ୍ତର ଓଡିଶା ଏବଂ ଆଭ୍ୟନ୍ତରଣିୟ ଓଡିଶା ରେ ଏହି ଭଳି ବର୍ଷା ଦେଖିବା କୁ ମିଳିବ ତଥା ଏହା ତିନି ଦିନ ଧରି ରହିବ । ଆଉ ତା ପରେ ଯେଉଁ ଦୁଇ ଦିନ ରହିଛି ତା ପରେ ପାଗ ସୁଖିଲା ରହିବ ।

ଏହାକୁ ନେଇ ତାପମାତ୍ରା ରେ ହ୍ରାସ ଘଟିଥିବା ବେଳେ ଗତ କାଲି ବୈଦ୍ଧରେ ସର୍ବାଧିକ 38.2 ଡୀଗ୍ରି ତାପମାତ୍ରା ଦେଖିବାକୁ ମିଳିଥିବା ବେଳେ ଭୁବନେଶ୍ୱର ରେ 36.7 ଡୀଗ୍ରି ରେକର୍ଡ ହୋଇଛି ଜାହାକି ସ୍ୱଭାବିକ ତାପମାତ୍ରା ଠାରୁ 1.7 ଡୀଗ୍ରି ଅଧିକ ଅଟେ । ହେଲେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ପାଗ ମେଘାଛନ୍ନ ରହିବା ସହିତ ତାପମାତ୍ରା ସ୍ୱଭାବିକ ରହିବ । ହେଲେ ତା ପର ଦୁଇ ଦିନ ପାଗ ସୁଖିଲା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *