ବଡ଼ ଖୁସୀ ଖବର । ମାଆ ହେବା ପାଇଁ ଯାଉଛନ୍ତି ଓଡିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ।

Archita

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଆସିଛି ଖୁସୀର ଖବର ମାଆ ହେବା ପାଇଁ ଯାଉଛନ୍ତି ଓଡିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ତେବେ ଏହି ପରି ଖବର ବର୍ତମାନ ସମୟ ରେ ବହୁତ ମାତ୍ରା ରେ ଭାଇରଲ ହେବାରେ ଲାଗିଛି । ତେବେ ଏହି ଖବର ପଛରେ କଣ ରହିଛି ସତ୍ୟତା ଜାଣିବାକୁ ହେଲେ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ତେବେ ବନ୍ଧୁଗଣ ଆପଣ ମାନେ ଓଲିଉଡ ର ଜବର୍ଦୋସ୍ତ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ବହୁତ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରି ଆସୁଛନ୍ତି ଅର୍ଚ୍ଚିତା ମାତ୍ର 17 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରିବା ଆରମ୍ଭ କରିଛନ୍ତି । 2005 ମସିହା ରୁ ସେ ଓଡିଆ ସିନେମା ରେ ଅଭିନୟ ଆରମ୍ଭ କରିଛନ୍ତି । ତେବେ ବର୍ତମାନ ସମୟ ରେ ଅର୍ଚ୍ଚିତା ଙ୍କୁ 35 ବର୍ଷ ବୟସ ହୋଇଗଲାଣି । ଆଉ ଏହାରି ମଧ୍ୟରେ ଅର୍ଚ୍ଚିତା ଙ୍କ ବାହାଘର ହୋଇଜାଇଛି ।

Archita

ଗତ ଦୁଇ ବର୍ଷ ପୂର୍ବେ ଅର୍ଚ୍ଚିତା ସବ୍ୟସାଚୀ ଙ୍କୁ ବିବାହ କରିଛନ୍ତି । ସୁଟିଂ ସେଟ୍ ରୁ ଭଲ ପାଇ ଅର୍ଚ୍ଚିତା ସବ୍ୟସାଚୀ ଙ୍କୁ ବିବାହ କରିଛନ୍ତି । ବାହାଘର ଟି ରାଜସ୍ତାନ ରେ ହୋଇଥିଲା ଆଉ ସେଠାରେ ବହୁତ ଧୁମ ଧାମ୍ ରେ ସେମାନଙ୍କ ବାହାଘର ହୋଇଥିବାର ଦେଖିବାକୁ ମିଳିଥିଲା । ତେବେ ବାହାଘର ପରେ ଏବେ ମାଆ ହେବାକୁ ଯାଉଛନ୍ତି ଅର୍ଚ୍ଚିତା ସାହୁ ତେବେ ଏହି ପରି ଖବର ଏବେ ସୋସିଆଲ ମିଡିଆ ରେ ବହୁତ ମାତ୍ରା ରେ ଭାଇରଲ ହେବାରେ ଲାଗିଛି ।

ହେଲେ ଏହି ଖବର ପଛରେ ସତ୍ୟତା କଣ ରହିଛି ତାହା ବର୍ତମାନ ସମୟ ରେ ଜଣା ପଡି ନାହିଁ । ଅର୍ଚ୍ଚିତା ସାହୁ ଏବଂ ସବ୍ୟସାଚୀ ଏହାକୁ ନେଇ କିଛିବି କହି ନାହାଁନ୍ତି । ତାହେଲେ ଅର୍ଚ୍ଚିତା ସାହୁ ଏବଂ ସବ୍ୟସାଚୀ ଙ୍କ ବାହାଘର ଏବେ 2 ବର୍ଷ ହୋଇଗଲାଣି । ଏବେ ଦୁହେଁ ନିଜର ଜିବନ କୁ ବହୁତ ସୁନ୍ଦର ଭାବେ ଅତିବାହିତ କରୁଥିବାର ନଜର ଆସିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଅର୍ଚ୍ଚିତା ସାହୁ ଏବଂ ସବ୍ୟସାଚୀ ମିଶ୍ର ଙ୍କ ଯୋଡି କେମିତି ଲାଗେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *