ଡ୍ରାଇଭର ଦାବି ପୂରଣ ନେଇ ସରକାରଙ୍କ ଘୋଷଣା |

Driver

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦୁଇ ଦିନ ପାଇଁ ଜାରି ରହିିଥିଲା ଷ୍ଟେରିଂ ଛାଡ ଆନ୍ଦୋଳନ ଏହି ନେଇ ସରକାର ଙ୍କ ତରଫ ରୁ ଜାରି ହେଲା ବଡ ଘୋଷଣା । ଦାବୀ ହେବ ପୂରଣ ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ଜାଣିବା ଜାହାକି କଣ ହେଲା ସରକାର ଙ୍କ ତରଫ ରୁ ଅପଡେଟ ଏହି ଷ୍ଟେରିଂ ଆନ୍ଦୋଳନ ପାଇଁ ତା ଆଗରୁ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ଷ୍ଟେରିଂ ଛାଡ ଆନ୍ଦୋଳନ ସାମହିକ ଭାବେ ସ୍ତଗିତ କରିଛନ୍ତି ଡ୍ରାଇଭର ମହାସଂଙ୍ଘ । ତେବେ ଆଗାମୀ ତିନି ମାସ ମଧ୍ୟରେ ଡ୍ରାଇଭର ମହାସଂଙ୍ଘ ର ଦାବୀ ସମାଧାନ ହେବ ବୋଲି ସରକାର ଙ୍କ ପକ୍ଷ ରୁ ପ୍ରତିଶୃତି ଦିଆଜାଇଛି । ଏହି ନେଇ ସରକାର ଙ୍କ ପକ୍ଷରୁ ଲିଖିତ ପ୍ରତିଶୃତି ପ୍ରକାଶ ପାଇଛି । ଡ୍ରାଇଭର ମହାସଂଙ୍ଘ ର ଦୁଇ ଦିନ ଧରି ଧାରଣା ସହିତ ରାଜନୈତିକ ଚାପରେ ଚେପା ହୋଇଛନ୍ତି ସରକାର । ଶେଷରେ ମହାସଂଙ୍ଘ ସହିତ ଆଲୋଚନା କରିଛନ୍ତି ରାଜ୍ୟ ସରକାର ।

nabine p

ତେବେ ସରକାର ଙ୍କ ତରଫ ରୁ ମୂଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଡ୍ରାଇଭର ର ଏକଦା ମହାମଞ୍ଚ ର ସଦସ୍ୟ ଙ୍କ ସହିତ ଆଲୋଚନା କରିଛନ୍ତି । ତେବେ ବିଜେଡି ର ସାଂଙ୍ଗଠନିକ ପ୍ରକାଶ ଦାସ ଙ୍କ ଉପସ୍ଥିତର ମୂଖ୍ୟ ଶାସନ ସଚିବ ଙ୍କ ମହାସଂଙ୍ଗ ସହିତ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରିଛନ୍ତି । ତେବେ ବୈଠକ ରେ ହୋଇଥିବା ଆଲୋଚନା ଅନୁଯାୟୀ । ଆସନ୍ତା 3 ମାସ ମଧ୍ୟରେ ଡ୍ରାଇଭର ର ଏକତା ମହାସଂଙ୍ଘ ର ଦାବି ଗୁଡିକ ସମାଧାନ କରାଯିବ ବୋଲି ନିସ୍ପତି ନିଆଜାଇଛି ।

ଏହା ପରେ ଡ୍ରାଇଭର ମହାସଂଙ୍ଘ ର କର୍ମ କର୍ତ୍ତା ଦୁଇ ଦିନ ଧରି ଜାରି ରଖିଥିବା ଆନ୍ଦୋଳନ କୁ ସାମୁହିକ ଭାବେ ସ୍ଥଗିତ ରଖିଛନ୍ତି । ତେବେ ଓଡିଶା ର ମହାସଂଙ୍ଗ ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ବାବୁଲ ତ୍ରୀପାଠି କହିଛନ୍ତି ଯେ ଡ୍ରାଇଭର ମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନ କୁ ଉହ୍ଲେଇ ଥିଲେ ତେବେ 10 ଦଫା ଦାବି ସମ୍ଭାଳିତ ଦାବି ପତ୍ର 30 ଜିଲ୍ଲାଙ୍କ ଜିଲ୍ଲା ପାଳଙ୍କ ଜରିଆରେ ମୂଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ ହୋଇଛି ।

Driver

ଏହା ସହିତ ସଂଙ୍ଘ କର୍ମକର୍ତ୍ତା ସମ୍ବଲପୁର ରୁ ଭୁବନେଶ୍ୱର ପଦ ଯାତ୍ରାରେ ଆସିଥିଲେ । ତେବେ ମୂଖ୍ୟ ମନ୍ତ୍ରୀ ଙ୍କ ସହିତ ଆଲୋଚନା ହୋଇଥିଲା । ତେବେ ଡିସେମ୍ବର ସୁଧା ଦାବି ପୂରଣ ହେବ ବୋଲି ପ୍ରତିଶୃତି ମିଳିଥିଲା । ପୂର୍ବରୁ ମୈଖିକ ବର୍ତମାନ ଲିଖିତ ପ୍ରତିଶୃତି ମିଳିଛି । ତେବେ ଆଗାମୀ ଦିନରେ ଡ୍ରାଇଭର ଙ୍କ ଦାବି ପୂରଣ ହେବ ବୋଲି ସେ ମଧ୍ୟ ଆଶା ବାଦି ରହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *