ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ହ-ତ୍ୟା କରି ଗୋପାଳ ଏବେ ଜେଲ ରେ ରହିଛି । ହେଲେ ଦିନେ ବାପା ସଫଳତା କୁ ଦେଖି ପୁଅ ମୋନଜ ବହୁତ ଗର୍ବ ଅନୁଭବ କରୁଥିଲା । ଯାହାକି ବାପାଙ୍କୁ ନିଜର ପ୍ରେରଣା ମାନୁଥିଲା । ତେବେ ମନ୍ତ୍ରୀ ନବଦାସ ଙ୍କ ହ-ତ୍ୟା ମାମଲା ରେ ଗୋପାଳ ର ଗୋଟେ ନୂଆ ଚେହେରା ସାମ୍ନାକୁ ଆସିଛି । ଯାହାକୁ ସହଜ ରେ ପରିବାର ଲୋକେ ଗ୍ରହଣ କରି ପାରୁ ନାହାଁନ୍ତି । ଏମିତି କି ଗୋପାଳ ର ପୁଅ ବାପା ଙ୍କ ଏମିତି କାର୍ଯ୍ୟ ଦେଖି ଚକିତ ହୋଇଜାଇଥିଲେ ।
ଆଉ ଯେତେ ବେଳେ ପଚାରା ଜାଇଥିଲା ବାପାଙ୍କର ଆଗରୁ କେମିତି ମାନଶୀକ ସ୍ଥିତି ଥିଲା ଯେ ସେ ମନ୍ତ୍ରୀ ଙ୍କୁ ବି ମାରିଦେଲେ । ପୁଅ କହିିଥିଲା ବାପା ଙ୍କ ମାନଶୀକ ସ୍ଥିତି ଠିକ୍ ନଥିଲା ସେ ଚିକିତ୍ସିତ ହେଉଥିଲେ ଆଉ ମେଡିସିନ ବି ଖାଉଥିଲେ । ଆଉ ଗୋପାଳ ଛୁଟି ମାଗି ଘରକୁ ଯିବାକୁ ଚାହୁଁଥିଲା ଆଉ ଚିକିତ୍ସିତ ହେବାକୁ ଚାହୁଁଥିଲା । ହେଲେ 5 ମାସ ଧରି ତାଙ୍କୁ ଛୁଟି ମିଳି ନଥିଲା । ଆଉ ତା ପରେ ଏହି ପରି ମନ୍ତ୍ରୀ ଙ୍କୁ ଗୁଳି କରିଥିବା ଘଟଣା ସୁଣିବାକୁ ମିଳିଥିଲା । ଯାହାକୁ ଦେଖି ପୁଅ ମଧ୍ୟ ଆଶ୍ଚର୍ଯ୍ୟ ହୋଇଜାଇଥିଲେ ।
ତେବେ ସେ ବି ଜାଣି ପାରୁ ନାହାଁନ୍ତି କାହିଁକି ବାପା ଏତେ ବଡ ପଦକ୍ଷେପ ନେଇ ମନ୍ତ୍ରୀ ଙ୍କୁ ମାରିଦେଲେ । ତେବେ ଯେତେ ବେଳେ ବାପା ପୋଲିସ ବିଭାଗ ରେ ଚାକିରୀ ଆରମ୍ଭ କରିଥିଲେ ସେହି ଦିନ ଠାରୁ ବାପା ଙ୍କ କାର୍ଯ୍ୟଶୈଳି ଏବଂ ବାପା ଙ୍କ କାର୍ଯ୍ୟ ଦକ୍ଷତା କୁ ଦେଖି ପୁଅ ତାଙ୍କ ଠାରୁ ପ୍ରେରଣା ପାଉଥିଲା । ଆଉ ସେ ବି ଜଣେ ପୋଲିସ କର୍ମି ହୋଇ ଦେଶ ସେବା କରିବା ପାଇଁ ମନରେ ଜିଦ୍ ଆଣିଥିଲା । ହେଲେ ଏବେ ହଠାତ ଏବେ ବାପାଙ୍କ ଏମିତି ଏକ ପରିବର୍ତନ ଚେହେରା ସାମ୍ନାକୁ ଆସିଗଲା ଜାହାକୁ ଦେଖି ପୁଅ ମୋନଜ ବି ଆଶ୍ଚର୍ଯ୍ୟ ହୋଇଜାଇଛି ।
ତେବେ ମୋନଜ ଙ୍କ କହିବା କଥା ସେ ବାପା ଙ୍କ ପରି ପୋଲିସ ହୋଇ ଦେଶ ସେବା କରିବାକୁ ଚାହଁ ଥିବା ବେଳେ ବର୍ତମାନ ସମୟ ରେ ତାଙ୍କର ମନ ବଳ ସଂମ୍ପର୍ଣ୍ଣ ଭାବେ ଭାଙ୍ଗିଜାଇଛି । ମୋନଜ ଙ୍କ ବାପା 13 ବର୍ଷର କାର୍ଯ୍ୟରତ ରହିଥିବା ବେଳେ ଏହି 13 ବର୍ଷ ମଧ୍ୟରେ 18 ଥର ଜିଏସ୍ ମାର୍କ ପାଇଥିବା ବେଳେ 9 ଥର ଅର୍ଥ ପୁରସ୍କାର ଏବଂ 18 ଥର ପ୍ରଶଂସା ପତ୍ର ପାଇଛନ୍ତି । ତେବେ ଏହି ସବୁ ଦେଖି ମୋନଜ ବି ଚାହୁଁଥିଲେ ପୋଲିସ ହେବାକୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।