ପୋଲିସ ହେବ ଗୋପାଳ ର ପୁଅ | କହିଦେଲା ଏହି ବଡ କଥା

gopal

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଲୋକ ଝୁରୁଛନ୍ତି ଗୋପାଳ କୁ କହୁଛନ୍ତି ଗୋପାଳ ପରି ପୋଲିସ ଟିଏ ଆମର ଦରକାର । ଅନେକ ନେତା ମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରୀ ଙ୍କୁ ବାଟକୁ ଆଣିବାକୁ ହେଲେ ଗୋପାଳ ପରି ପୋଲିସ ର ଆବଶ୍ୟକତା ରହିଛି ଯିଏ ଶାସନ ବ୍ୟବସ୍ଥା ରେ ସୁଧାର ଆଣି ପାରିବ । ମନ୍ତ୍ରୀ ନବ ଦାସ ଙ୍କୁ ହ-ତ୍ୟା କରି ଜେଲ ରେ ଥିବା ASI ଗୋପାଳ ପ୍ରତି ଲୋକ ମାନଙ୍କର ଆସ୍ତା ବଢିଛି ।

ଲୋକ ଖଜୁଛନ୍ତି ଗୋପାଳ କୁ କହୁଛନ୍ତି ଯଦି ସବୁ ପୋଲିସ ଗୋପାଳ ପରି ହୁଅନ୍ତେ । ତେବେ ଦେଶରୁ ଅନ୍ୟାୟ ଅନିତି ଏବଂ ଦୂର୍ନିତି ଲୋପ ହୋଇଜାଆନ୍ତା । ନେତା ହୁଅନ୍ତୁ କି ମନ୍ତ୍ରୀ IPS ହୁଅନ୍ତୁ କି IAS ସମସ୍ତେ କିଛିିବି ଭୁଲ କରିବା ଆଗରୁ 10 ଥର ଚିନ୍ତା କରିବାକୁ ବାଧ୍ୟ ହେବେ । ସାଧାରଣ ଲୋକ ଟିଏ ସହଜ ରେ ନ୍ୟାୟ ପାଇ ପାରିବ । ଦେଶରେ ନ୍ୟାୟିକ ବ୍ୟବସ୍ତା ପ୍ରତି ଲୋକ ମାନଙ୍କ ଆଶା ଏବଂ ବିଶ୍ୱାସ ବଢିବ ।

gopal 1

ଥରେ ଚିନ୍ତା କରନ୍ତୁ ନବ ଦାସ ଙ୍କ ପରି ଜଣେ ପ୍ରଭାବ ଶାଳୀ ତିକ୍ତଶାଳୀ ଏବଂ ପ୍ରତିପତି ସଂମ୍ପର୍ଣ୍ଣ ବ୍ୟକ୍ତି ଙ୍କୁ ସଂମ୍ପର୍ଣ୍ଣ ପ୍ରଷ୍ଟ ଦିବାଲୋକ ରେ ସମସ୍ତ ଙ୍କ ସାମ୍ନାରେ ମାରି ପାରୁଛି ତାର ଆଉ କାହାକୁ ବା ଡର ଏହି ଗଣ ତନ୍ତ୍ର ରାଷ୍ଟରେ ଯିଏ ଜାହାର ଅଧିକାର ସାବ୍ୟସ୍ତ କରିବାକୁ ବ୍ୟସ୍ତ । ଏଠି ଲଢେଇ ହୁଏ କ୍ଷେମତା ର ଯାହାର ଅଧିକ ଧନ ବଳ ଏବଂ ବାହୁ ବଳ ସମାଜ ରେ ତାର ପଟିଆଲା ସେତିକି ଅଧିକ ଅଟେ ।

ଆଜି ଯିଏ ଦୂର୍ନିତି କୁ ବିରୋଧ କରୁଛି କାଲି ସେ କ୍ଷେମତା କୁ ଗଲେ ପାଞ୍ଚ ଆଙ୍ଗୁଳି ପାଟିରେ ପୁରେଇ ଦେଉଛି । ଏଠି ଅପରାଧୀ ଟେ ଖସି ଯାଉଛି ଆଉ ନିରିହ ଲୋକ ଟେ ଦଣ୍ଡ ପାଉଛି । ଅପରାଧୀ କୁ ଜେଲ ରେ VIP ପରି ଆତିଥ୍ୟ ମିଳୁଛି । ଇଏ କୁଆଡେ ଆମ ଶାସନ ବ୍ୟବସ୍ଥା ସେହିଥି ପାଇଁ ରାଜ୍ୟ ସାରା ଗୋପାଳ ର ଚର୍ଚ୍ଚା । ଲୋକ କହୁଛନ୍ତି ଗୋପାଳ ପରି ପୋଲିସ ଟିଏ ଆମକୁ ଦରକାର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *