ଆଜି ପେପର ପଢି ଚିତ୍କାର କଲା ଗୋପାଳ, ମୋ ପରିବାରର କିଛି ହେଲେ କାହାକୁ ଛାଡିବିନି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳୁ ସକାଳୁ ଖବର କାଗଜ ପଢିଥିଲା ଗୋପାଳ ଦାସ ଆଉ ତାର ପରିବାର କୁ ସୁରକ୍ଷା ପ୍ରଶଂଙ୍ଗ ଆଉ ଏହି ଖବର ପଢି ସାରିବା ପରେ ଗୋପାଳ କହିଲା କୁଆଡେ ମୋ ପରିବାର କୁ କିଛି ହେଲେ ମୁଁ କାହାକୁ ଛାଡିବିନି । ହଁ ବନ୍ଧୁଗଣ ଗୋପାଳ ଜିବନ ପ୍ରତି ବିପଦ ରହିଛି । ଗୋପାଳ ପରିବାର ର ସଦସ୍ୟ ମାନେ ଭୟବିତ ଅବସ୍ଥାରେ ରହିଛନ୍ତି । ଆଉ ଏହି ଭଳି ସ୍ଥିତି ରେ ଗୋପାଳ ର ସୁରକ୍ଷା ପ୍ରଶଂଙ୍ଗ ଚିନ୍ତାଜନକ ସ୍ଥିତିରେ ରହିଛି ।

ଗୋପାଳ କୁ ତୁରନ୍ତ କଡା ସୁରକ୍ଷା ବ୍ୟବସ୍ଥା ରେ ରଖାଯାଉ । ଜେଲ ରେ ଗୋପାଳ କୁ 24 ଘଣ୍ଟା ଜେଲ ର ସିସିଟିଭି ରେ ରଖିବା ଆବଶ୍ୟକ ଅଟେ । ଗୋପାଳ ଉପରେ ନଜର ରଖିବା ସହିତ ତାର ସୁରକ୍ଷା ସୁନିଶ୍ଚିତ କରାଯାଉ । ଏହା ସହିତ ଗୋପାଳ ର ପରିବାର ସବୁ ସଦସ୍ୟ ଙ୍କୁ ମଧ୍ୟ ସୁରକ୍ଷା ରେ ରଖିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଦରସାହୀ ରେ ଏକ ପିଟିସନ ହାଇକୋର୍ଟ ରେ ଫେବୃଆରୀ 20 ରେ ଦାୟର ହୋଇଥିଲା । ଆଉ ଜାହାର ସୁଣାଣି କରିଛନ୍ତି ହାଇକୋର୍ଟ ।

gopal 1

ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ହତ୍ୟା ମାମଲା ରେ ଅଭିଯୁକ୍ତ ASI ଗୋପାଳ ଦାସ ଏବଂ ତାଙ୍କର ପରିବାର ସୁରକ୍ଷିତ ବୋଲି ଦାୟର ମାମଲା ରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ହାଇକୋର୍ଟ । ଗୋପାଳ ଦାସ ଙ୍କ ପରିବାର ଲୋକେ ଅସୁରକ୍ଷିତ ଥିଲେ ମାନେ କୋର୍ଟ କୁ ଆବେଦନ କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି । ଆଉ ବିଚାର ପତି ସଞୀବ୍ କୁମାର ପାଣୀଗ୍ରାହୀ ଙ୍କ ପୀଠ ଆଇନ ଜିବି ସନ୍ତୋଷ କୁମାର ସ୍ୱାୟଁ ଙ୍କ ଦ୍ୱାରା ହୋଇଥିବା ଏହି ପରି ଆବେଦନ ରେ ପୂର୍ଣ୍ଣଛେଦ ପକେଇଛନ୍ତି ।

ଆବେଦନ କାରୀ ଦର୍ଶାଇ ଥିଲେ ଯେ ନବଦାସ ଜଣେ ଲୋକପ୍ରିୟ ନେତା ଥିଲେ । ତାଙ୍କର ହ-ତ୍ୟା ଏକ ଗୁରୁତ୍ୱର ଘଟଣା ହୋଇଥିବା ବେଳେ ଅଭିଯୁକ୍ତ ଗୋପାଳ ପୋଲିସ ବିଭାଗ ଦ୍ୱାରା ଅତୀତ ରେ ପୁରସ୍କୃତ ହୋଇଥିଲେ । ଗୋପାଳ ର କୈଣସି ଅପରାଧୀକ ରେକର୍ଡ ନାହିଁ ତାଙ୍କର କୈଣସି ରାଜନୈତିକ ସଂମ୍ପର୍କ ନଥିଲା ।

ହେଲେ ଏହି ଘଟଣା ହେବା ପରେ ଗୋପାଳ କୁ ଅପରାଧିକ ଏଜେନ୍ସି ଏବଂ ରାଜନୈତିକ ଦଳ ଅଭିଯୋଗ କରିଛନ୍ତି । ଆଉ ଜାହା ଉପରେ ହାଇକୋର୍ଟ ରାୟ ସୁଣେଇଛନ୍ତି । ଆଉ ଏହି ଭଳି କିଛି ଖବର ଆଜି ପେପର ରେ ପଢି ସାରିବା ପରେ ଗୋପଳ ଚିତ୍କାର କରି କହିଥିଲା ଯଦି ପରିବାର କିଛି ହୁଏ ତେବେ ମୁଁ କାହାକୁ ଛାଡିବିନି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *