ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ବଜାର ଦର ଠାରୁ କମ୍ ଦାମରେ ସୁନା ବିକୁଛି ଏସବିଆଇ । ଟ୍ୱିଟ କରି ସୂଚନା ଦେଲା ଏସବିଆଇ । ଗ୍ରାହକଙ୍କ ପାଇଁ ଏସବିଆଇ ର ସ୍ୱତନ୍ତ୍ର ଅଫର । କୋଟି କୋଟି ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର ଆଣିଛି ଦେଶର ସର୍ବ ବୃହତ ସରକାରୀ ବ୍ୟାଙ୍କ ଏସବିଆଇ । ଯେଉଁଥିରେ ଆପଣ ସଂସ୍ଥା ସୁନା କିଣି ପାରିବେ । ଆପଣ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଏକ ସ୍ୱତନ୍ତ୍ର ଅଫର ପାଇଛନ୍ତି । ମାର୍ଚ୍ଚ ୬ ଠାରୁ ସସ୍ଥା ସୁନା କିଣିବା ଆରମ୍ଭ ହୋଇଛି । ଏନେଇ ଟ୍ୱିଟ କରି ଏସବିଆଇ ଏ ବିଷୟରେ ସୂଚନା ଦେଇଛି ।
ଷ୍ଟେଟ ବ୍ୟାଙ୍କ ଏହାର ଅଫିସିଆଲ ଟ୍ୱିଟର ରେ ଲେଖିଛି ଯେ ସାର୍ବଭୌମ୍ୟ ଗୋଲ୍ଡ ବଣ୍ଡ ସହିତ ଆପଣଙ୍କ ନିବେଶ ଉପରେ ନିଶ୍ଚିତ ରିଟର୍ନ ଓ ସୁରକ୍ଷା ପ୍ରାପ୍ତ କରନ୍ତୁ । ଏହା ସହିତ ଏସବିଆଇ ୬ଟି କାରଣ ଦେଇଛି ଯେ ଆପଣ ସାର୍ବଭୌମ୍ୟ ଗୋଲ୍ଡ ବଣ୍ଡରେ ବିନିଯୋଗ କରିବା ଉଚିତ୍ । ଆପଣ ଏଥିରେ ନିଶ୍ଚିତ ରିଟର୍ନର ସୁବିଧା ପାଇବେ । ସାର୍ବଭୌମ୍ୟ ଗୋଲ୍ଡ ବଣ୍ଡ ନିବେସକମାନେ ପ୍ରତି ବର୍ଷ ୨.୫ ପ୍ରତିଶତ ହାରରେ ସୁଧ ପାଇଁବେ । ଏହି ସୁଧ ବାର୍ଷିକ ଭିତ୍ତିରେ ପାଇଁବେ ।
ପୁଞ୍ଜି ଲାଭ ଟାକ୍ସରୁ ଆରାମ ମିଳିବ । ଏହି ପ୍ରକାର ସୁନାକୁ ସୁରକ୍ଷିତ ରଖିବାରେ କୌଣସି ଅସୁବିଧା ନାହିଁ । ଏହା ସହିତ କୌଣସି ଜିଏସଟି ଚାର୍ଜ ଦେବାକୁ ପଡିବନି । ଏସବିଆଇ ସିଧାସଳଖ ତୁମର ଡିମାଣ୍ଡ ଆକାଉଣ୍ଟକୁ ଆସିବ । ଋଣ ସୁବିଧା ପାଇଁ ମଧ୍ୟ ବ୍ୟବହାର କରିପାରିବେ । ଏହି ଯୋଜନା ଅଧିନରେ ୬ ରୁ ୧୦ ମାସ ସସ୍ଥା ସୁନା ଉପଲବ୍ଧ ହେବ । ଏଥିପାଇଁ ଇସୁ ମୂଲ୍ୟ ଗ୍ରାମ ପିଛା ୫୬୧୧ ଟଙ୍କା ରଖାଯାଇଛି ।
କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ ଏବଂ ପ୍ୟାମେଣ୍ଟ ବ୍ୟାଙ୍କ ଷ୍ଟକ ଖୋଲଣ୍ଡିଂ କରପୁରେସନ ଅଫ୍ ଇଣ୍ଡିଆ, ନିର୍ଧିଷ୍ଟ ଡାକ ଘର, ସିକ୍ରୁତି ପ୍ରାପ୍ତ ଷ୍ଟକ୍, ଏକ୍ଲଚ୍ୟାଞ୍ଜ ନେସନାଲ ଷ୍ଟକ, ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ ବ୍ୟାଙ୍କ ଦଳା ସାର୍ବଭୌମ୍ୟ ଗୋଲ୍ଡ ବଣ୍ଡ ପ୍ରଦାନ କରାଯାଇଥାଏ । ଏକ୍ସଚେଞ୍ଜ ଲିମିଟେଡ ବିଏସରୁ ଏହା କିଣାଯାଇ ପାରିବ । ସାର୍ବଭୌମ୍ୟ ଗୋଲ୍ଡ ବଣ୍ଡର ପରିପକ୍ବତା ୮ବର୍ଷ ।
କିନ୍ତୁ ୫ବର୍ଷ ପରେ ପରବର୍ତ୍ତୀ ସୁଧ ଦେୟ ତାରିଖରେ ଆପଣ ଏହି ଯୋଜନାରୁ ବାହାରି ପାରିବେ । ସାର୍ବଭୌମ୍ୟ ଗୋଲ୍ଡ ବଣ୍ଡରେ ନିବେଶକ ଅତି କମ୍ ରେ ୧ଗ୍ରାମର ସୁନା ବିନିଯୋଗ କରିବା ଆବଶ୍ୟକ । ଯଦି ଆବଶ୍ୟକ ହୁଏ ନିବେଶକ ମଧ୍ୟ ସାର୍ବଭୌମ୍ୟ ଗୋଲ୍ଡ ବଣ୍ଡ ଉପରେ ଋଣ ନେଇ ପାରିବେ କିନ୍ତୁ ସୁନା ବଣ୍ଡକୁ ପ୍ରତିଶ୍ରୁତି ଦେବାକୁ ପଡିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।