ମାଗଣା ସାଇକେଲ ଯୋଜନା । ପାଇବାକୁ ଚାହୁଁଥିଲେ କରିଦିଅନ୍ତୁ ଏହି କାମ ।

news

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ତେବେ ପ୍ରଥମ ବଡ ଖବର ଟି ହେଲା ଆସିଲା ଜରୁରୀ ସୂଚନା ବଦଳିଯିବ ବ୍ୟଙ୍କ୍ ଖୋଲିବା ସମୟ ଲାଗୁ ହେବ ନୂଆ ନିୟମ ଯଦି ଆପଣ ମାନେ ଜଣ ବ୍ୟାଙ୍କ୍ କର୍ମଚାରୀ ଏବଂ ଆପଣ ମାନଙ୍କ ପରିବାର ରେ ବ୍ୟାଙ୍କ୍ କର୍ମଚାରୀ ରହିଛନ୍ତି । ତେବେ ଏହି ଖବର ଆପଣ ମାନଙ୍କୁ ଖୁସୀ କରିଦେବ । କାରଣ ଖୁବ ଶୀଘ୍ର ବ୍ୟାଙ୍କ୍ କର୍ମଚାରୀ ଙ୍କ ଦିର୍ଘ ଦିନର ଦାବୀ ପୂରଣ ହେବାକୁ ଯାଉଛି । ଏହି ଅନୁସାରେ ଖୁବ ଶୀଘ୍ର ବ୍ୟାଙ୍କ୍ କର୍ମଚାରୀ ଙ୍କ ପାଇଁ 5 ଦିନିଆ ସୁବିଧା କାର୍ଯ୍ୟକାରୀ ହୋଇପାରେ ।

sbi bank

ଏହି ବାବଦ ରେ ଇଣ୍ଡିଆନ ବ୍ୟାଙ୍କ୍ ଆସୋସେସନ ବା IBA ମଧ୍ୟରେ ଏକ ଚୁକ୍ତି ନାମା ହୋଇଛି । ତେବେ ଏହି ନିୟମ ଅନୁସାରେ ବ୍ୟାଙ୍କ୍ କର୍ମି ମାନେ ଗୋଟିଏ ମାସରେ ଅଧିକ 2 ଦିନ ଛୁଟି ପାଇବେ । ଏହି ଦୁଇ ଦିନ ଛୁଟି ପାଇଁ କର୍ମି ମାନଙ୍କ ସମୟ ରେ ବି ବୃଦ୍ଧି ପାଇବ । ନୂତନ ଚୁକ୍ତି ନାମା ଅନୁସାରେ ବ୍ୟଙ୍କ୍ କର୍ମି ମାନଙ୍କୁ ପ୍ରତି ଦିନ 40 ମିନିଟ ଅଧିକ କାମ କରିବାକୁ ପଡିବ ।

ପରବର୍ତି ଖବର ଟି ହେଲା ଅଫେରା ରାଇଜ ଚାଲିଗଲେ ଅଭିନେତା ପିଣ୍ଟୁ ନନ୍ଦ । ସେହି ହସ ହସ ଚେହେରା ଆଉ ରାଜକିୟ ଠାଣୀ , ଲାଇଭ ଏକ୍ସନ ସହିତ ଅଙ୍ଗେ ଅଙ୍ଗେ ଯୋଡିତ । ହେଲେ ଏବେ ଆଉ ପଛକୁ ଫେରିବନି ଫେରିବନି ସମୟ । ସବୁ ମୋହ ମାୟା ତୁଟେଇ ଆପେଣଲେ ଗୋଟିଏ ରାସ୍ତା । ସେହି ଶେଷ ସମୟ ରେ କେହି ସାଥୀ ହେଲା ନାଁ ଶେଷ ଇଚ୍ଛା ପୂରଣ ହେଲା । ତେବେ ନିଜର ଶେଷ ସମୟ ରେ ନିଜର ପତ୍ନୀ ଏବଂ ଦୁଇ ପୁଅ କୁ ଝୁରିଥିଲେ । କହିଥିଲେ ସୁସ୍ଥ ହୋଇଗଲେ ସେ ନିଜର ପତ୍ନୀ ଏବଂ ଦୁଇ ପୁଅ ଙ୍କ ପାଖକୁ ଫେରିଯିବେ । କିନ୍ତୁ ସ୍ୱପ୍ନ ହୋଇ ରହିଗଲା ପିଣ୍ଟୁ ନନ୍ଦ ଙ୍କ ଇଚ୍ଛା ।

Pintu

ଅନେକ ଇଚ୍ଛା କରିଥିଲେ ଶେଷ ସମୟ ରେ ନିଜର ପତ୍ନୀ ଏବଂ ଦୁଇପୁଅ ଙ୍କୁ ଦେଖିବେ । କୁଳେଇ ନେଇ ଅନେକ କଥା କହିବେ ଆଉ ମୁଣ୍ଡରେ ହାତ ବୁଲେଇ ବହୁତ ସାରା ଆଶ୍ରୀବାଦ କରିବେ । ଦୈବ ର ଇଚ୍ଛା ଆଗରେ ମଣିଷ ବା କଣ କରି ପାରେ । ତେବେ ଏଠାରେ କହି ରଖିବୁ ପିଣ୍ଟୁ ନନ୍ଦ ଏବଂ ତାଙ୍କର ପତ୍ନୀ ଙ୍କ ମଧ୍ୟରେ ଛାଡପତ୍ର ହୋଇଥିବା ବେଳେ ପତ୍ନୀ ଙ୍କ ପାଖରେ ସାନ ପୁଅ ରହୁଥିଲା ଏବଂ ପିଣ୍ଟୁ ଙ୍କ ପାଖରେ ବଡ ପୁଅ ରହୁଥିଲା । ହେଲେ ତାଙ୍କର ଏହି ଇଚ୍ଛା ଇଚ୍ଛା ରେ ହିଁ ରହିଜାଇଛି । ମାତ୍ର 47 ବର୍ଷ ବୟସ ରେ ଏହି ଦୁନିଆ କୁ ଅଲବିଦା କହି ଆରପାରି କୁ ଚାଲିଜାଇଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *