ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗତ 27 ତାରିଖ ସଂନ୍ଧ୍ୟାରେ ସୁନ୍ଦରୀ ଦାନ୍ତ ଡାକ୍ତରାଣୀ ପର ଜନ୍ମ ଦିନ ପାଳନ ହୋଇଥିଲା । ସାଙ୍ଗର ଘରେ ଜନ୍ମ ଦିନ ପାଇଁ କେକ୍ କଟା ହୋଇଥିଲା । ବାସ ତା ପରେ ଆଜେକ୍ସ ତାଙ୍କ ପ୍ରେମିକା ସୁନ୍ଦରୀ ଡାକ୍ତରାଣୀ କୁ ନେଇ ପଳେଇ ଜାଇଥିଲେ OYO ହୋଟେଲ କୁ । ଆଉ ଆପଣ ଦେଖୁଥିବା ରସିଦ ଟି ହେଉଛି ସେହି OYO ହୋଟେଲ ର ଆଉ ଯେଉଁଠାରେ ନିଜେ ଆଜେକ୍ସ ଏବଂ ଡାକ୍ତରାଣୀ ପ୍ରେମିକା ରହୁଥିଲେ ।
ହଁ ବନ୍ଧୁଗଣ 800 ଶହ ଟଙ୍କା ଦେଇ ଆଜେକ୍ସ ନିଜ ନାମରେ ବୁକିଂ କରିଥିଲେ ଏହି ଏହି OYO ହୋଟେଲ ର ଟିକେଟ । ଆଉ ଏହାପରେ OYO ରୁମ୍ କୁ ଜାଇଥିଲେ ଆଜେକ୍ସ ଏବଂ ଡାକ୍ତରାଣୀ ପ୍ରେମିକା ବନ୍ଧୁଗଣ ତା ପର ଦିନ ଠାରୁ ଆଜେକ୍ସ ଙ୍କ ମନ ଭଲ ରହୁ ନଥିଲା । ଜାହା ରାହୁଲ କୁହନ୍ତି ଆଜେକ୍ସ ଙ୍କ ସାଙ୍ଗ । ତାଙ୍କ ପ୍ରେମିକା ସହିତ କୁଆଡେ ଝଗଡା ହେଲା ସେହି OYO ରୁମ୍ ଭିତରେ ହେଲେ ବାରମ୍ବାର ପଚାରିବା ସ୍ୱତେ ବି ଡିଜେ ଆଜେକ୍ସ ଏହାର କାରଣ କହୁ ନଥିଲେ ।
ଆଉ ଯେତେ ବେଳେ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ ହୋଇଛି ତାଙ୍କର ହ୍ୱାଟସପ ଚାଟ ସାମ୍ନାକୁ ଆସିଛି । ସେତେ ବେଳେ ଜଣା ପଡିଛି ଯେ OYO ରୁମ୍ ଭିତରେ ଗୁମର ଲୁଚି ରହିଛି । OYO ରୁମ୍ ଭିତରେ ଜାହା ହୋଇଛି କୁଆରେ ସୁନ୍ଦରୀ ପ୍ରେମିକା ଦାନ୍ତ ଡାକ୍ତରାଣୀ ସବୁ ରେକର୍ଡ କରିଛି ଆଉ ତାର ଏକ୍ସ ବୟଫ୍ରେଣ୍ଡ ରଶ୍ମି ରଂଞୀନ କୁ ଦେଇଦେଇଛି ।
ଯାହା ରଶ୍ମିରଂଞୀନ କୁ ପ୍ରଥମେ ଭଲ ପାଇ ବସିଥିଲା ସୁନ୍ଦରୀ ଡାକ୍ତରାଣୀ ପରେ ଡିଜେ ଆଜେକ୍ସ ହେଲେ ଆଜେକ୍ସ ଙ୍କ ଠାରୁ ମନ ବଳିଗଲା ପରେ ପୁଣି ମନ ବଳେଇ ଥିଲା ରଶ୍ମି ପାଖକୁ । ଆଉ ଏମିତି ବେଳେ ସବୁ ବେଳେ ରଶ୍ମି ଏବଂ ଜିଜ୍ଞାସା ଦୁହେଁ ଧମକ ଦେଉଥିଲେ ଆଜେକ୍ସ ଙ୍କୁ ଆଉ ଏହାରି ମଧ୍ୟରେ କଣ ଘଟିଲା OYO ରୁମ୍ ଭିତରେ ତାହା ଜାଣିବାକୁ ସମସ୍ତ ଙ୍କ ମନ ବଳିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।