ବାପା ଛଡ଼ାଇ ନେଲେ iPhone iPad… ରାଗରେ ପୁଅ ୧୭ ମହଲାରୁ କଲା ଏମିତି !!

iPhone

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବାପା ଛଡେଇ ନେଲେ ଫୋନ 17 ମହଲା ରୁ ଡେଇଁ ପଡିଲା ପୁଅ ସୋସିଆଲ ମିଡିଆ ରେ ଭାଇରଲ ହେଉଛି ଏହି ଭିଡ଼ିଓ । ତେବେ ବନ୍ଧୁଗଣ ଆଜିର ସମୟ ରେ ସ୍ମାର୍ଟଫୋନ ଲୋକ ମାନଙ୍କ ଜିବନ ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଜାଇଛି । ତେବେ ବିଶେଷତ୍ୱ ଏହା ପିଲା ମାନଙ୍କ ପାଇଁ ଜିବନ ପାଲଟିଜାଇଛି । ଆଜିର ସମୟ ରେ ପିଲା ମାନେ ଏତେ ଜିଦିଆ ହୋଇଜାଇଛନ୍ତି ଯେ ନିଜର ଇଚ୍ଛା ପୂରଣ କରିବା ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ହୋଇଜାଉଛନ୍ତି ।

ହଁ ବନ୍ଧୁଗଣ ସୋସିଆଲ ମିଡିଆ ରୁ ଆସୁଥିବା ଏହି ଭିଡ଼ିଓ ଦେଖିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ସୋସିଆଲ ମିଡିଆ ରେ ଏହି ଖବର ଟି ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଯେତେ ବେଳେ ବାପା ଫୋନ ଏବଂ ଆଇ ପେଡ୍ ଛଡେଇ ନେଇଥିଲେ ପିଲାଟି ଏତେ ପରିମାଣ ରେ ରାଗିଗଲା ଯେ ସେ ଶେଷରେ 17 ମହଲା ରୁ ଡେଇଁ ପଡିବା କୁ ପ୍ରସ୍ତୁତ ହୋଇଗଲା ।

iPhone

ଏହି ଭିଡ଼ିଓ ରୁ ଜଣା ପଡିଛି ଏହା ସିଙ୍ଘାପୁର ର ଘଟଣା କିଛି ଦିନ ପୂର୍ବରୁ ଘଟିଥିବା ବେଳେ ହେଲେ ଏହି ଭିଡ଼ିଓ ବର୍ତମାନ ସମୟ ରେ ଭାଇରଲ ହେବାରେ ଲାଗିଛି । ଏହିଥିରେ ଆପଣ ମାନେ ଦେଖି ପାରିବେ ଯେ ଗୋଟେ ଛୋଟ ପିଲା ଝରଖା ବାହାରେ ବସିଛି । ଏହିଥିରୁ ଜଣା ପଡୁଛି ଯେ ସେ ଛାତ ରୁ ବର୍ତମାନ ସମୟ ରେ ଡେଇଁବାକୁ ଲାଗୁଛି । ଏବଂ ସେ ତା ବାପା ମାଆ ଙ୍କୁ ମଧ୍ୟ ଧମକ୍ ଦେଉଛି । ଯଦି ଆଇଫୋନ ଏବଂ ଆଇ ପେଡ୍ ତା ପାଖକୁ ନଆସେ ତେବେ ସେ ଡେଇଁ ପଡିବ ।

ତେବେ ଏହି କଥା ପାଇଁ ବାପା ଏହି ନେଇ ସତର୍କ ହୋଇ ପଡିଥିଲେ ସେ ତୁରନ୍ତ ଏହି ବିଷୟ ରେ ଅଗ୍ନୀ ସମ ସେବା କୁ ସୂଚନା ଦେଇଥିଲେ । ଏବଂ ତାଙ୍କୁ ବଞ୍ଚେଇବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା ମଧ୍ୟ କରାଜାଇ ଥିଲା ତେବେ ଆପଣ ମାନେ ଏହି ଭିଡ଼ିଓ ରେ ସଂମ୍ପର୍ଣ୍ଣ ଭାବେ ଦେଖି ପାରିବେ । ତେବେ ଅସାବଧାନତା ଯୋଗୁଁ ପିଲା ଟି 17 ମହଲା ରୁ ତଳକୁ ଡେଇଁ ପଡୁଛି । ଭାଗ୍ୟ ଭଲ ଏହା ପୂର୍ବରୁ ଅଗ୍ନୀସମ ବିଭାଗ ତଳେ କୁଶନ ବିଛେଇ ଦେଇଥିଲେ । ଏବଂ ଅଗ୍ନୀସମ ବିଭାଗ ସତର୍କ ଥିବାରୁ ସେ ରକ୍ଷା ପାଇ ଜାଇଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *