ଶନିବାର ଦିନ କରନ୍ତୁନି ଏହି ଭୁଲ୍ | ନହେଲେ ହେବ ଆପଣଙ୍କର ସର୍ବନାସ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶନିବାର ଦିନ ଭୁଲ୍ ରେ ବି କରନ୍ତୁ ନାହିଁ ଏହି ସବୁ କାମ । ଏହି ସବୁ କାମ କରିବା ଦ୍ୱାରା ଶନିଦେବ କ୍ରୋଧ କରିଥାନ୍ତି । ଶନିବାର ଦିନ ରୁଦ୍ର ଅବତାର ଭୈରବ ଓ ଶନିଦେବଙ୍କ ପୂଜାଧୀନ ଅଟେ । ଶନିଦେବ ଭଲ କାର୍ଯ୍ୟକୁ ପୁରସ୍କାର ଆଉ ଖରାପ କାର୍ଯ୍ୟକୁ ଦଣ୍ଡ ଦେଇଥାନ୍ତି । ମାନ୍ୟତା ରହିଛି ଯେ ଏହିଦିନ ବ୍ରତ ଓ ପୂଜାପାଠ ଦ୍ୱାରା ସବୁ ଅସୁବିଧା ରୁ ଦୂର ହୋଇଥାଏ । ଯଦି ଆପଣ ଶନିବାର ଦିନ ଏହି କାମ କରିବେ ତେବେ ଶନିଦେବ କ୍ରୋଧିତ କରିବେ । ଫଳରେ ଆପଣଙ୍କୁ ପସ୍ତାଇବାକୁ ପଡିପାରେ ।

ଶନିବାର ଦିନ ମଦ ପିଅନ୍ତୁ ନାହିଁ । ଏହାଦ୍ୱାରା ଆପଣଙ୍କ ଜୀବନକୁ ବହୁତ ପ୍ରକାର ଅସୁବିଧା ଆସିପାରେ । ପୂର୍ବ , ଉତ୍ତର ଓ ଏୈଶାନ୍ୟ କୋଣକୁ ଯାତ୍ରା କରିବା ମନା । ବିଶେଷ କରି ପୂର୍ବ ଦିଗକୁ ଯାତ୍ରା ନକରିବା ଭଲ । ଯଦି ଆପଣଙ୍କୁ ନିହାତି ଯିବା ପାଇଁ ପଡେ ତାହାଲେ ଅଦା ଖାଇ ଯାତ୍ରା କରନ୍ତୁ । ପ୍ରଥମେ ପାଦ ଓଲଟା ଚାଲନ୍ତୁ । ବାପ ଘରୁ ଶନିବାର ଦିନ ଝିଅ ଆସିବା ଠିକ୍ ହୋଇନଥାଏ ।

shani

ଶନିବାର ଦିନ ଲୁହା, କାଠ, ତେଲ , କୋଇଲା, ଚମଡା , କଳାଖସା, ତୀଳ, କଳାଯୋତା , ଲୁଣ କିଣନ୍ତୁ ନାହିଁ । ବିନା କାରଣରେ ଜୀବନରେ ବାଧା ଆସିବ । ଏହି ଦିନ ବାଳ ଓ ନଖ କାଟିବା ମନା । ଶନିବାର ଦିନ ଦୁଗ୍ଧ, ଦହି ଖାଇବାରୁ ଦୂରତା ହେବା ଦରକାର । କୁହାଯାଏ ଯେ ଏହି ଦିନ ଏହି ସବୁ ଖାଇବାର ଅଛି ତ ହଳଦୀ ମିଶାଇ ଖାଆନ୍ତୁ । ଏହିଦିନ ବାଇଗଣ, ଆମ୍ବ ଆଚାର, ଲାଲ୍ ଲଙ୍କା ମଧ୍ୟ ଖାଇବା କଥା ନୁହେଁ ।

ଶନିବାର ଦିନ କେବେବି ମିଛ କୁହନ୍ତୁ ନାହିଁ । ଏମିତି କଲେ ଶନିଦେବ କ୍ରୋଧିତ ହୋଇଥାନ୍ତି । ଶନିବାର ଦିନ ମହିଳା, ଗରିବ, ସଫେଇକର୍ମୀ ମାନଙ୍କୁ ଅପମାନ କରିବା କଥା ନୁହେଁ । ଶନିବାର ଦିନ ହଳଦି ରଙ୍ଗର ଜିନିଷ ଦାନ କରନ୍ତି ନଚେତ୍ ଶନିଦେବ ଅପ୍ରତ୍ସନ୍ନ ହୋଇଥାନ୍ତି । କେବେହେଲେ ଶନିବାର ଦିନ ଏହି ସବୁ ଭୁଲ୍ କରନ୍ତୁ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *