ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆପଣ ମାନଙ୍କୁ ମିଳିବାକୁ ଯାଉଛି ଟଙ୍କା । ପୂର୍ବରୁ ଆପଣ ମାନେ ଜାଣିଥିବେ କାଳିଆ ଯୋଜନା ଅଧିନ ରେ 5000 ହଜାର ଟଙ୍କା ମିଳୁଥିଲା ଚାଷୀ ମାନଙ୍କୁ ଏହାକୁ ପର୍ଯ୍ୟାୟ କର୍ମେ ଚାଷୀ ଏବେ 2000 ଟଙ୍କା ଲେଖାଏ କରିଛନ୍ତି । ହେଲେ କାଳିଆ ଯୋଜନା ରେ ଆସୁଛି ଆଉ ଏକ ବଡ ଅପଡେଟ ଆପଣ ମାନଙ୍କୁ ମିଳିବାକୁ ଯାଉଛି 2000 ଟଙ୍କା ଏହା ପୂର୍ବରୁ କରେଇ ନିଅନ୍ତୁ ଏହି ସମସ୍ତ କାମ । ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ଜାଣିନେବା ତା ପୂର୍ବରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯଏ ପଢନ୍ତୁ ।
ତେବେ ଏହି କଥା ଆପଣ ମାନେ ଜାଣିଥିବେ କାଳିଆ ଯୋଜନା ରେ ବର୍ଷକୁ ଦୁଇଟି ପର୍ଯ୍ୟାୟରେ ମିଳୁଛି । ଗୋଟିଏ ଅକ୍ଷୟ ତୃତୀୟ ଥିବା ବେଳେ ଆଉ ଗୋଟେ ରହିଛି ନୂଆ ଖାଇ । ତେବେ ଜାଣି ରଖନ୍ତୁ ଆପଣ ମାନଙ୍କୁ ଏପ୍ରିଲ ମାସ 22 ତାରିଖ ରେ ପଡୁଛି ଅକ୍ଷୟ ତୃତୀୟା ତେବେ ଏହି ଅକ୍ଷୟ ତୃତୀୟା ଅବସର ରେ ସରକାର ଚାଷୀ ଙ୍କ ଏକାଉଣ୍ଟ କୁ ପଠେଇବାକୁ ଯାଉଛନ୍ତି ଚାଷୀ ଙ୍କ ଖାତା କୁ 2000 ଟଙ୍କା ।
ହେଲେ ଏହା ପୂର୍ବରୁ ଆପଣ ମାନଙ୍କୁ କରେଇବାକୁ ପଡିବ ଏହି ସମସ୍ତ କାମ । ପରବର୍ତି କାଳିଆ ରାଶି ଆଧାର ନମ୍ବର ସଂଯୋଗ ବ୍ୟାଙ୍କ୍ ଏକାଉଣ୍ଟ ରେ ପ୍ରଦାନ କରାଯିବ । ତେଣୁ ଆପଣ ମାନେ ନିଜର ବ୍ୟାଙ୍କ୍ ଏକାଉଣ୍ଟ ସହିତ ଆଧାର ସଂଯୋଗ କରନ୍ତୁ । ଜାହାକି ଏହି କଥାଟି ବର୍ତମାନ ସମୟ ରେ କାଳିଆ ଯୋଜନା ର ୱେବ ସାଇଟ ରେ ଅପଡେଟ କରି ଦିଆ ଜାଇଛି ।
ଯଦି ଆପଣ ମାନଙ୍କର ଲିଷ୍ଟରେ ନାମ ରହିଛି ଏମିତି କି ଆପଣ ମାନଙ୍କର ପୂର୍ବରୁ ଏହିଥିରେ ଟଙ୍କା ମିଳିଛି ତେବେ ଆପଣ ମାନଙ୍କୁ ଆଉ ଥରେ ଆମେ କହି ଦେବୁ କି ପରବର୍ତି କାଳିଆ ରାଶି ଆଧାର ନମ୍ବର ସଂଯୋଗ ବ୍ୟାଙ୍କ୍ ଏକାଉଣ୍ଟ ରେ ପ୍ରଦାନ କରାଯିବ । ତେଣୁ ଆପଣ ମାନେ ନିଜର ବ୍ୟାଙ୍କ୍ ଏକାଉଣ୍ଟ ସହିତ ଆଧାର ସଂଯୋଗ କରନ୍ତୁ । ତେବେ ଆପଣ ମାନଙ୍କ ଖାତା ରେ ଜମା ହୋଇଯିବ ଆଗାମୀ ଆସିବାକୁ ଥିବା 2 ହଜାର ଟଙ୍କା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।