ପ୍ରେମିକା ଡାକ୍ତରାଣୀଙ୍କ ପାଇଁ ଚାଲିଗଲା DJ ଆଜେକ୍ସଙ୍କ ଜୀବନ, ଏମିତି କହି କାନ୍ଦି ପଡିଲେ ସାଙ୍ଗ

lover

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ସମସ୍ତ ଙ୍କର ପ୍ରିୟ ଚର୍ଚ୍ଚିତ ଓଡିଆ କଳାକାର ଙ୍କ ମୃ-ତ୍ୟୁ । ଆଜି ସକାଳୁ ସକାଳୁ ଲୋକ ପ୍ରିୟ କଳାକାର DJ ଆଜେକ୍ସ ଙ୍କ ଜିବନ ହାରିବା ଘଟଣା ସମସ୍ତ ଙ୍କୁ ଚକିତ କରି ଦେଇଛି । ଏହି ସନ୍ଧେହ ଜନକ ମୃ-ତ୍ୟୁ ପଛରେ କିଏ ପରିବାର ଲୋକ ଯେତେ ବେଳେ ହ-ତ୍ୟା ଅଭିଯୋଗ ଆଣିଛନ୍ତି ସେତେ ବେଳେ ଜଣେ ଡାକ୍ତରାଣୀ ଙ୍କ ନାମ ଚର୍ଚ୍ଚା ହେଉଛି । ହଁ ବନ୍ଧୁଗଣ ସୁନ୍ଦରୀ ପ୍ରେମିକା ଯାହା ପ୍ରେମ ରେ ପଡିିଥିଲେ DJ ଆଜେକ୍ସ ।

ହଁ ବନ୍ଧୁଗଣ DJ ଆଜେକ୍ସ ଜାହାଙ୍କ ନାମ ଅକ୍ଷୟ କୁମାର । ନିଜର ନିଆରା ଶୈଳି ଯୋଗୁଁ କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରେ ବହୁତ ଲୋକ ପ୍ରିୟତା ସାଉଣ୍ଟି ଥିଲେ ଅକ୍ଷୟ ହେଲେ ଏହାରି ମଧ୍ୟରେ ତାଙ୍କର ମୃ-ତ୍ୟୁ ହୋଇ ସାରିଛି । ଆଉ ମୃ-ତ୍ୟୁ ପଛରେ ଜଣେ ସୁନ୍ଦରୀ ଯୁବତୀ ଙ୍କ ନାମ ଆସୁଛି । ସେ କୁଆଡେ ଜଣେ ଡାକ୍ତରାଣୀ । ଯାହାକୁ ପ୍ରେମ କରୁଥିଲେ DJ ଆଜେକ୍ସ । ଆଉ ସବୁ ବେଳେ ସେହି ଡାକ୍ତରାଣୀ କୁଆଡେ ମାନଶୀକ ଚାପ ପକାଉଥିଲା DJ ଆଜେକ୍ସ ଙ୍କ ଉପରେ । ଆଉ ଜାହାଙ୍କୁ ପ୍ରେମ କରି ବହୁତ ବଡ ଭୁଲ କଲେ ବୋଲି ଅନୁତାପ କରୁଥିଲେ ଆମର ପ୍ରିୟ କଳାକାର DJ ଆଜେକ୍ସ ।

Azex

ଆଉ ଯେତେ ବେଳେ ଅତିଷ୍ଟ ହୋଇଥିଲେ ସେତେ ବେଳେ ନିଜର ଦୁଃଖ କଥା ସେ ନିଜ ସାଙ୍ଗ ଆଗରେ କହିଥିଲେ । ସାଙ୍ଗ ତାର ଷ୍ଟାଟସ ଅଧିକ ତାର ଖର୍ଚ୍ଚ ମୁଁ କରି ପାରୁ ନାହିଁ । ତାର ଯେତିକି ଆବଶ୍ୟକତା ମୁଁ ଦେଇ ପାରୁ ନାହିଁ । ସେ ଆଉ ଗୋଟେ ପିଲା ସହିତ କଲେଜ ଯାଉଛି। ମତେ ଗୋଟେ ସେକେଣ୍ଡ ହେଣ୍ଡ ସ୍କୁଟି ବୁଝି ଦେ ରେ ମୁଁ ତାକୁ ଦେଇ ଦେବି । ଓଡିଆ କଳାକାର ଟା ମୁଁ ମୋ ପାଖରେ ଏତେ ଟଙ୍କା ନାହିଁ । ତଥାପି ସୁନ୍ଦରୀ ଦେଖି ଭଲ ପାଇଛି । କଣ କରିବି ତାକୁ ଛାଡି ମୁଁ ରହି ପାରିିବି ନାହିଁ ।

ବନ୍ଧୁଗଣ ଏହି ବଡ ବଡିଆ ଜିବନ ବଞ୍ଚିବା ପାଇଁ ଆଜି ଜଣେ ସାଧାରଣ ସମସ୍ତ ଙ୍କ ପ୍ରିୟ କଳାକାର ଆଜି ଜିବନ ହାରି ଦେଇଛି । ଏମିତି କିଛି ଚର୍ଚ୍ଚା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ବନ୍ଧୁଗଣ DJ ଆଜେକ୍ସ ଙ୍କ ମୃ-ତ୍ୟୁ ହୋଇଛି ଗତ କାଲି ସଂନ୍ଧ୍ୟାରେ DJ ଆଜେକ୍ସ ନିଜର ଜିବନ ହାରି ଦେଇଥିବା ସନ୍ଧେହ ହେଉଛି । ଏବଂ ପରେ ପରିବାର ଲୋକଙ୍କ ପକ୍ଷରୁ ଘୋରଇ ହସ୍ପିଟାଲ ନିଆଜାଇ ଥିଲା ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଛନ୍ତି ।

lover

ଶେଷ ଥର ପାଇଁ 6.30 DJ ଆଜେକ୍ସ ଘର ଙ୍କ ସହିତ କଥା ହୋଇଥିଲେ ସତ ହେଲେ ପରିବାର ଲୋକ ଏହି ବିଷୟ ରେ କିଛି ବି ସୋର ଶବ୍ଦ ପାଇ ନଥିଲେ । ଆଉ ଆଜି ଯେତେ ବେଳେ ତାଙ୍କ ମୃ-ତ୍ୟୁ ହୋଇସାରଛି ସେହି ଯୁବତୀ ଙ୍କ ନାମ ଉଠୁଛି । ଆଉ DJ ଆଜେକ୍ସ ଙ୍କ ସାଙ୍ଗ କହୁଛନ୍ତି ଏହି ଯୁବତୀ ଙ୍କ ପାଇଁ DJ ଆଜେକ୍ସ ଙ୍କ ଜିବନ ଜାଇଛି ତେବେ ପୋଲିସ ର ତଦନ୍ତ କେଉଁ ଦିଗକୁ ଯାଉଛି ତାହା ଦେଖିବାକୁ ବାକି ରହିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *