ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଅ ଜାଇ ଥିଲା ସ୍କୁଲ କୁ ପାଠ ପଢିବା ପାଇଁ ପାଠ ପଢି ଘରକୁ ଫେରିଥାନ୍ତା ହେଲେ ସ୍କୁଲ ରୁ ପିଲା କୁ ଦିଦି ପଠେଇଲେ ହରିଡା ଆଣିବୁ ଯା ଏହା ପାଇଁ ପିଲା ଚଢିଥିଲା ଗଛ ଉପରେ ଆସିଗଲା ବିଦ୍ୟୁତ ସଂସ୍ପର୍ଶ ରେ ଘଟଣା ପରେ ସବୁ କିଛି ପରିପ୍ରକାଶ କରିଛନ୍ତି ଛାତ୍ର ଜଣଙ୍କର ଦୁଇ ସାଙ୍ଗ ଅତ୍ୟନ୍ତ ଡରି କାନ୍ଦି କାନ୍ଦି କହିଛନ୍ତି ଯାହା ଘଟୁିଗଲା ଛାତ୍ର ଙ୍କ ସହିତ । ଏମିତି କିଛି ଅଭିଯୋଗ ଆଣିଛନ୍ତି ଶିକ୍ଷକତ୍ରୀ ଙ୍କ ଉପରେ ।
ଏହା ପରେ ସ୍କୁଲ ରେ ଉତ୍ତେଜନା ଦେଖିବାକୁ ମିଳିଛି । ଗାଁ ଲୋକେ ଘେରି ଜାଇଛନ୍ତି ସ୍କୁଲ ଦିଦି ଙ୍କୁ । ଏହି ଘଟଣା ଘଟିଛି ରୟଗଡା ଜିଲ୍ଲା ଗୁଣପୁର ପୈର ପରିସଦ ଅନ୍ତର୍ଗତ ପୈରପଧାନୀ ପଡା ଉଚ୍ଛ ପ୍ରଥମିକ ବିଦ୍ୟାଳୟ ରେ ଏମିତି କିଛି ଘଟଣା ଘଟିଜାଇଛି ।
ଏଠାରେ ସମସ୍ତ ଶ୍ରେଣୀ ର ଛାତ୍ର ଚାନ୍ଦରାୟା ସବର ଖାଇବା ଛୁଟି ସମୟ ରେ ହରିଡା ଫଳ ତୋଳିବା ପାଇଁ ଏକ ଗଛ ଉପରେ ଚଢିଥିଲେ ଏହା ପରେ ଗଛ ଉପର ଦେଇ ଜାଇ ଥିଲା ଏଲେଭେନ କେବି ତାର ସଂସ୍ପର୍ଶ ରେ ଆସିଜାଇଥିଲେ ପିଲାଟି । ତେବେ ଚାନ୍ଦରାୟା ଙ୍କୁ ଦେଖି ସ୍ଥାନିୟ ଲୋକ ମାନେ ଗୁଣ ପୁର ଉପକଣ୍ଠ ମୂଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଛନ୍ତି ।
ଚାନ୍ଦ୍ରା ସବର ର ଗୋଡ ଗୁରୁତ୍ୱର ଭାବେ ପୋଡି ଜାଇଥିବା ବେଳେ ସଂଙ୍ଗେ ସଂଙ୍ଗେ ବ୍ରହ୍ମପୁର ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଜାଇଛି । ଏହା ପରେ ଛାତ୍ରର ପରିବାର ଲୋକେ ଏବଂ ଗାଁ ଲୋକ ମାନେ ସ୍କୁଲ କତୃପକ୍ଷ କୁ ଦାୟୀ କରିଛନ୍ତି । ଏବଂ ଏହା ସହିତ ସ୍କୁଲ ଘେରଉ କରିଥିବାର ଦେଖିବା ପାଇଁ ମିଳିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।