କ୍ରାଇମ ବ୍ରାଞ୍ଚକୁ ବଡ଼ ଝଟକା କୋର୍ଟରୁ ମିଳିଲା ନାହିଁ ଅନୁମତି ,ଗୋପାଳ ପାଗଳ ନୁହେଁ କହିଲା ମେଡିକାଲ ଟିମ୍

gopal

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କ୍ରାଇମ ବ୍ରାଞ୍ଚକୁ ବଡ଼ ଝଟକା ଗୋପାଳ ପାଗଳ ନୁହେଁ । ସଂମ୍ପର୍ଣ୍ଣ ସୁସ୍ଥ ମଣିଷ ଗୋପାଳ । ସବୁ ଦିଗରୁ ସୁସ୍ଥ ରହିଛି ବୋଲି କହିଲେ ମେଡିକାଲ ଟିମ୍ । ନିଜ ଜାଲ ରେ ନିଜେ ଫସିଗଲା କ୍ରାଇମ୍ ବ୍ରାଞ୍ଚ । ତିନି ସପ୍ତାହ ଟ୍ରିଟମେଣ୍ଟ ମହଲତ କୁ ଖାରଜ କଲେ ତଳ କୋର୍ଟ । ଉପର କୋର୍ଟ ରେ ଶୁଣାଣି ଶେଷ ରାୟ ସଂରକ୍ଷିତ । ସେପଟେ ମେଡିକାଲ ବୋର୍ଡ କହିଲା ଗୋପାଳ ସବୁ ଦିଗରୁ ଫିଟ୍ । ଗୋପାଳ ସଂମ୍ପର୍ଣ୍ଣ ସୁସ୍ଥ୍ୟ ମଣିଷ । କୈଣସି ପ୍ରକାରର ଆବନର୍ମାଲିଟି ନାହିଁ ।

ମନ୍ତ୍ରୀ ନବ ଦାସ ଙ୍କ ହ-ତ୍ୟା ମାମଲା ର କାରଣ ବର୍ତମାନ ସମୟ ଯାଏ ଜାଣି ପାରିଲା ନାହିଁ କ୍ରାଇମ୍ ବ୍ରାଞ୍ଚ । ହେଲେ ଗୋପାଳ କୁ ପାଗଳ ବୋଲି ଦର୍ଶାଇବା ପାଇଁ ଜୋର ଲଗେଇ ଦେଇଛି ତଦନ୍ତ କାରୀ ଟିମ୍ । ବାରମ୍ବାର ମେଡିକାଲ ଟେଷ୍ଟ କରି ତାର ମେଣ୍ଟାଲ ହେଲ୍ଥ ଠିକ୍ ନାହିଁ ବୋଲି ଦର୍ଶାବା ପାଇଁ ପ୍ରୟାସ କରୁଛି କ୍ରାଇମ୍ ବ୍ରାଞ୍ଚ । ଜାହାର ନମୁନା ଆଜି ପୁଣି ଝାଡସୁୁଗୁଡା କୋର୍ଟ ରେ ଦେଖିବା ପାଇଁ ମିଳିଛି ।

gopal 1

ତିିନି ତିନି ଥର ମେଣ୍ଟାଲ ଟେଷ୍ଟ କରିବା ପରେ ପୁଣି ଥରେ ଟେଷ୍ଟା କରିବା ପାଇଁ ଚାହୁଁଛି କ୍ରାଇମ୍ ବ୍ରାଞ୍ଚ ଟିମ୍ । ଏହିଥି ପାଇଁ କ୍ରାଇମ୍ ବ୍ରାଞ୍ଚ ଝାଡସୁଗୁଡା ର ତଳ କୋର୍ଟ ରେ ଆବେଦନ କରିଥିଲେ । ଆଉ ଯୁକ୍ତି ଦର୍ଶାଇଥିଲେ ତାର ମାନଶୀକ ସ୍ଥିତି ପୂନହ ଯାଞ୍ଚ ପାଇଁ ଗୋପାଳ ବେଙ୍ଗାଲୋର ଯିବ ଏହିଥି ପାଇଁ ତିନି ସପ୍ତାହ ସମୟ ଲାଗିବ । ଆମକୁ ଅନୁମତି ଦିଅନ୍ତୁ ହେଲେ ତଳ କୋର୍ଟ ଏହାକୁ ରିଜେକ୍ଚ କରି ଦେଇଥିଲେ । ଏହା ବିରୋଧ ରେ ଟିମ୍ ବୋଥ୍ରା ଜିଲ୍ଲା ଦୈରା କୋର୍ଟ ରେ ପୁଣି ଥରେ ଆବେଦନ କରିଥିଲେ । ଜାହାର ସୁଣାଣି ଆ଼ଡିସନାଲ ଶେସନ କୋର୍ଟ ରେ ଆଜି ହେଲା ।

କ୍ରାଇମ୍ ବ୍ରାଞ୍ଚ କହିଥିଲା ଏହା ପୋଲିସ ରିମାଣ୍ଡ ନୁହେଁ ଏକ୍ସପୋର୍ଟ ଟିମ୍ ଆହୁରୀ ଏଲାବ୍ରଟ ଯାଞ୍ଚ କରିବେ । ଏହିଥି ପାଇଁ ସମୟ ଦିଆଯାଉ ହେଲେ ଏହା ବିରୋଧ ରେ ଗୋପାଳ ର ଓକିଲୋ ଯୁକ୍ତି ବାଡିଥିଲେ ଯେ ପୋଲିସ ଜିମା ଦେବା ମାନେ ଏହା ପୋଲିସ ରିମାଣ୍ଡ । ପ୍ରଥମ 15 ଦିନ ପୋଲିସ କୁ ଜିମା ଦେବା ପରେ ତାଙ୍କ ଅନୁସାରେ ଆଉ ରିମାଣ୍ଡ ମିଳିବ ନାହିଁ । ତେବେ ଉଭୟ ପକ୍ଷ ରୁ ଯୁକ୍ତି ପରେ କୋର୍ଟ ଅର୍ଡର ରିଜର୍ଭ କରିଛନ୍ତ । ତେବେ ଦେଖିବାକୁ ବାକି ରହିଲା ଗୋପାଳ ସଂମ୍ପର୍ଣ୍ଣ ସୁସ୍ଥ ଥିବା ବେଳେ କେମିତି ଭାବେ କ୍ରାଇମ୍ ବ୍ରାଞ୍ଚ ଗୋପାଳ କୁ ପାଗଳ ଦର୍ଶାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *