ଲିପ୍ସା ମିଶ୍ରଙ୍କ ଜୀବନୀ ଓ ସମ୍ପୂର୍ଣ୍ଣ ପରିବାର ଦେଖନ୍ତୁ…

Lipsa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଶାଶୁ ଙ୍କ ସହିତ ଫୋଟ ସେୟାର କଲେ ଓଡିଆ ଅଭିନେତ୍ରୀ ଲିପ୍ସା ମିଶ୍ର । ତାହାଲେ ଏବେ ଶାଶୁ ଘରେ ଗୋଟେ ଓଡିଆ ଘରର ବୋହୁ ଭଳି ଚଳୁଥିବାର ଦେଖା ଦେଇଛନ୍ତି ଲିପ୍ସା । ତାହାଲେ ଗତ ଦିନ ମାନଙ୍କରେ ଲିପ୍ସା ମିଶ୍ର ଙ୍କ ବାହାଘର ହୋଇଜାଇଛି । ବିବାହ ଟି ବହୁତ ଧୁମ୍ ଧାମ୍ ହୋଇଥିଲା ଓଲିଉଡ ର ବହୁତ ସାରା ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ସମସ୍ତେ ବିବାହ କୁ ଏନଜୟ କରିଥିବାର ଦେଖିବା ପାଇଁ ମିଳିଥିଲେ ।

ତାହାଲେ ଏବେ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି ଲିପ୍ସା ମିଶ୍ର । ଆଉ ବାହା ହୋଇ ନିଜର ଶାଶୁ ଘରକୁ ଚାଲିଜାଇଛନ୍ତି । ଆଉ ଶାଶୁ ଘରେ ଗୋଟେ ଓଡିଆ ଘରର ବୋହୁ ପରି ଚଳୁଥିବାର ନଜର ଆସିଛନ୍ତି । ତାହାଲେ ଆପଣ ମାନେ ଲିପ୍ସା ମିଶ୍ର ଙ୍କ ବହୁତ ସାରା ସିନେମା ନିଶ୍ଚିତ ଭାବେ ଦେଖିଥିବେ । 2013 ମସିହା ରୁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ କରୁଛନ୍ତି ।

Lipsa

ଆଉ ଏହାପରେ ସେ ତୁଳସୀ ସିରିଏଲ ରେ ଡେଭ୍ୟୁ କରିଥିଲେ । ଆଉ ସିରିଏଲରେ ଅଭିନୟ କରି ବହୁତ ସାରା ଲୋକ ମାନଙ୍କ ମନକୁ ଜିତିବାରେ ସଫଳ ହୋଇଥିଲେ । ତାହାଲେ ଏବେ ଲିପ୍ସା ମିଶ୍ର ବିବାହ କରି ସାରିଥିବା ବେଳେ ଆକାଶ ଙ୍କୁ ବିବାହ କରିଛନ୍ତି ଲିପ୍ସା । ଆକାଶ ଲିପ୍ସା ଙ୍କୁ ଟିଭି ସିିରିଏଲ ରୁ ଭଲ ପାଇଥିଲେ । ଆଉ ଭଲ ପାଇ ଦୁହେଁ ପରସ୍ପର ଙ୍କୁ ବାହା ହୋଇଥିଲେ ।

ଗୋଟେ ଇଭେଣ୍ଟ ସୋ ରେ ଦୁହିଁଙ୍କ ଦେଖା ହୋଇଥିଲା ଏବଂ ତା ପର ଠାରୁ ଦୁହେଁ ଭଲ ପାଇ ବସିଥିଲେ । ଆକାଶ ହେଲେ ଜଣେ ସିଭିଲ ଇଂଞୀନିୟ ର ଏବଂ ଆକାଶ ଙ୍କ ସହିତ ବାହାଘର ପରେ ଏବେ ବହୁତ ଖୁସୀରେ ରହିଛନ୍ତି ଲିପ୍ସା ମିଶ୍ର । ଆଉ ନିଜ ଶାଶୁ ଙ୍କ ସହିତ ପ୍ରଥମ ଥର ପାଇଁ ଫୋଟ ସେୟାର କରିଛନ୍ତି ଲିପ୍ସା ମିଶ୍ର । ତେବେ ଆପଣ ମାନଙ୍କୁ ଲିପ୍ସା ମିଶ୍ର କେମିତି ଲାଗନ୍ତି ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *