ନିଜ ଆଧାର କାର୍ଡରେ କେଉଂ ବ୍ୟାଙ୍କ ଲିଙ୍କ ଅଛି ଏମିତି ଦେଖନ୍ତୁ ।

Aadhaar

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କ ପାଖରେ ଆଧାର କାର୍ଡ ରହିଥିବ ତେବେ ସେହି ଆଧାର କାର୍ଡ ରେ କେଉଁ ବ୍ୟାଙ୍କ୍ ଏକାଉଣ୍ଟ ଲିଙ୍କ୍ ରହିଛି । ଆପଣ ମାନେ କେମିତି ଜାଣିବେ ଆଉ ଏହି କଥା ଆପଣ ମାନେ ଜାଣିଥିବେ ସରକାର ଙ୍କ ପକ୍ଷରୁ ଆପଣ ମାନଙ୍କୁ ଯେତେ ବେଳେ ବି ପଇସା ଆସିଥାଏ ତେବେ ତାହା ଆଧାର କାର୍ଡ ମାଧ୍ୟମ ରେ ସେମାନେ ଡାଇରେକ୍ଟ ଏକାଉଣ୍ଟ କୁ ପଠେଇ ନଥାନ୍ତି ।

ତେବେ ଯଦି ଆମେ କହିବା କିଶାନ କାର୍ଡ ଯୋଜନା ରେ ସେହି ଆଧାର କାର୍ଡ ମାଧ୍ୟମ ରେ ପଠାଜାଇଥାଏ । କାଳିଆ ଯୋଜନା ପଇସା , ଲେବର କାର୍ଡ ପଇସା , ଏମିତି କି ଏବେ ପିଏମ ଆୱାସ ଯୋଜନା ଆସିବ ମୋଟ ଉପରେ କହିବାକୁ ଗଲେ ସରକାର ଙ୍କ ପକ୍ଷରୁ ଯେତେ ଗୁଡା ସ୍କିମ୍ ରେ ପଇସା ଆସୁଥାଏ । ସେମାନେ ଆଧାର କାର୍ଡ ମାଧ୍ୟମ ରେ ପଠେଇ ଦେଇ ଥାନ୍ତି ।

bank

ତେବେ ଆଧାର ରେ ବ୍ୟାଙ୍କ ଏକାଉଣ୍ଟ ଲିଙ୍କ୍ ନଥିବ ତେବେ ଆପଣଙ୍କୁ ପଇସା ଆସିବ ନାହିଁ । ତେବେ ବନ୍ଧୁଗଣ ଆପଣ ମାନେ କେମିତି ଜାଣିବେ ଯେ ଆପଣଙ୍କ ଆଧାର କାର୍ଡ ରେ କେଉଁ ବ୍ୟାଙ୍କ ଏକାଉଣ୍ଟ ଲିଙ୍କ୍ ରହିଛି କି ନାହିଁ । ତେବେ ଏହା ପାଇଁ ଆପଣଙ୍କୁ resident.uidai.gov.in ରେ ଜାଇ ଆପଣ ମାନଙ୍କୁ ଆଧାର ସର୍ଭିସ୍ ରହିଛି ସେହି ସିଧାରେ ଆପଣ ମାନଙ୍କୁ ଜାଇ ବ୍ୟାଙ୍କ୍ ସିଡିଂ ଷ୍ଟାଟସ ଦେଖିବାକୁ ମିଳିବ । ଏବଂ ପରେ ଆପଣ ମାନଙ୍କ ସାମ୍ନାକୁ ପଳେଇ ଆସିବ ନିଜର ଆଧାର ନମ୍ବର ଏବଂ ପରେ ସେଠାରେ ଥିବା କେପ୍ଚା କୋର୍ଡ ଦେଇ ଦେବେ ।

ତେବେ ଆପଣ ମାନେ ପରେ ସେଠାରେ ଦେଖିବା ପାଇଁ ପାଇବେ କି କେଉଁ ଏକାଉଣ୍ଟ ଆପଣ ମାନଙ୍କର ଆଧାର କାର୍ଡ ସହିତ ସଂଯୋଗ ରହିଛି ବୋଲି । ତେବେ ବନ୍ଧୁଗଣ ଆପଣ ମାନେ ଏହି ପରି ଭାବେ ନିଜର ଏକାଉଣ୍ଟ ଲିଙ୍କ୍ ଷ୍ଟାଟସ୍ କୁ ଚେକ୍ କରି ପାରିବେ । ଏବଂ ଯଦି ଆପଣ ମାନଙ୍କ ଆଧାର ସହିତ କୈଣସି ବି ବ୍ୟାଙ୍କ୍ ଏକାଉଣ୍ଟ ଲିଙ୍କ୍ ନାହିଁ । ତେବେ ଆପଣ ମାନେ ସଂଯୋଗ ବି କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *