ଭାଇରାଲ ହେଲା ବବି ମିଶ୍ର-ପିଣ୍ଟୁ ନନ୍ଦଙ୍କ ଅଡିଓ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ପୁଣି ଆସିଲା ବହୁତ ବଡ ଦୁଖଃ ଦାୟକ ଖବର ହାଇଦ୍ରାବଦ ରେ ଯୋଶଦା ହସ୍ପିଟାଲ ରେ ପିଣ୍ଟୁ ନନ୍ଦ ଙ୍କ ଚିକିତ୍ସା ହେଉଥିବା ବେଳେ ପିଣ୍ଟୁ ନନ୍ଦ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏମିତି ରେ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତରିତ କରାଜାଇଥିଲା । ଗତ କାଲି ପିଣ୍ଟୁ ନନ୍ଦ ଙ୍କୁ ହାଇଦ୍ରାବାଦ ଯୋଶଦା ହସ୍ପିଟାଲ ହାଇଦ୍ରାବାଦ ଲିଭର ର ଟ୍ରାନ୍ସପ୍ଲାଣ୍ଟ ପାଇଁ ନିଆଜାଇ ଥିବା ବେଳେ ଏବଂ ବର୍ତମାନ ସମୟ ର ଯାହା ବଡ ଦୁଃଖ ଦାୟକ ଖବର ଲିଭର ଟ୍ରାନ୍ସପ୍ଲଣ୍ଟ ପୂର୍ବରୁ ଯାହା ସୂଚନା ରହିଛି ପିଣ୍ଟୁ ନନ୍ଦ ଆଉ ଏହି ଦୁନିଆଁ ରେ ନାହାଁନ୍ତି । ରାତି ପ୍ରାୟ 11.25 ରୁ 11.30 ମଧ୍ୟରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ ହୋଇଛି ।

ହଠାତ ମାତ୍ରେ ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ବସ୍ଥା ବହୁତ ଗୁରୁତ୍ୱର ହୋଇ ପଡିଥିବା ବେଳେ ତାଙ୍କୁ ଭେଣ୍ଟିଲେଟର ରେ ରଖାଜାଇ ଥିଲା । ତେବେ ପିଣ୍ଟୁ ନନ୍ଦ ଙ୍କ ଅବସ୍ଥା ସୁଧୁରିବାରେ ଲାଗିଥିଲା ଯେତେ ବେଳେ ଦିଲ୍ଲୀରେ ଚିକିତ୍ସା ଚାଲିଥିଲା । ହେଲେ ଅଚାନକ ତାଙ୍କର ଲିଭର ରୁ ରକ୍ତ ଶ୍ରାବ ହେବା ଫଳରେ ତାଙ୍କୁ ଗୁରୁତ୍ୱର ଅବସ୍ତାରେ ହାଇଦ୍ରାବାଦ କୁ ନିଆଜାଇ ଥିଲା ।

babi

ତେବେ ହାଇଦ୍ରାବଦ ରେ ତାଙ୍କର ଲିଭର ଅପରେସନ ହେବାର ଥିଲା ଲିଭର ରୋଗ ରେ ସେ ପୀଡିତ ଥିଲେ । ହେଲେ ରାତିରେ ହଠାତ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ହୋଇ ପଡିଲା ପାଖା ପାଖି 11.25 ରୁ 11.30 ମଧ୍ୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃ-ତ୍ୟୁ ବେଳକୁ ତାଙ୍କୁ ଭେଣ୍ଟିଲେଟର ରେ ଭର୍ତ୍ତି କରାଜାଇ ଥିଲା 45 ବୟସ ରେ ପିଣ୍ଟୁ ନନ୍ଦ ଏହ ଦୁନିଆଁ କୁ ଅଲବିଦା କହି ଚାଲିଜାଇ ଥିଲେ ।

ତେବେ ଏମିତି ବେଳେ ବର୍ତମାନ ସମୟ ରେ ଏକ କଲ ରେକଡିଂ ସୋସିଆଲ ମିଡିଆ ରେ ଭାଇରଲ ହେଉଛି ଯେଉଁ ଥିରେ ପିଣ୍ଟୁ ନନ୍ଦ ଏବଂ ବବି ମିଶ୍ର ଙ୍କ ଏକ ରେକଡିଂ ଭାଇରଲ ହେଉଛି । ତେବେ ସେହିଥିରେ ଦିଲ୍ଲୀ ମେଡିକାଲ ରୁ କେମିତି ଭାବେ ଯୋଶଦା ମେଡିକାଲ କୁ ପିଣ୍ଟୁ ନନ୍ଦ ଙ୍କୁ ଅଣାଯିବ ଏବଂ କିପରି ଭାବେ ଚିକିତ୍ସା ଦିଆଜାଇ ପାରିବ । ସେହି ବିଷୟ ରେ କୁହୁ ଥିବାର ଦେଖୁବାକୁ ମିଳିଛି । ତେବେ ଏହାକୁ ନେଇ ଲୋକ ମାନେ ବିଭିନ୍ନ ପ୍ରକାରର ମନ୍ତବ୍ୟ ମଧ୍ୟ ଦେଉଥିବାର ଜଣା ପଡିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *