ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରିଲାୟନ୍ସ ଜିଓ ରେ ଆସିଲା ଜବର୍ଦୋସ୍ତ ପ୍ଲାନ । ଏଣିକି ଗୋଟିଏ ରିଚ୍ଚାର୍ଜ ରେ ଚାଲିବ ଦୁଇଟି ଲୋକଙ୍କର ମୋବାଇଲ । ଜିଓ ସବୁ ବେଳେ ଉପଭୋକ୍ତା ମାନଙ୍କୁ ଅନେକ ସୁବିଧା ଦେଇ ଆସୁଛି । ତେବେ ଜିଓ ର ପୋଷ୍ଟ ପେଡ୍ ରେ ଅନେକ ସୁବିଧା ମଧ୍ୟ ମିଳୁଛି । ଏବଂ ଆପଣ ମାନଙ୍କୁ ପ୍ଲାନ ମଧ୍ୟ ମିଳୁଛି ।
ତେବେ କମ୍ପାନୀ ଏହିଥିରେ ଅନେକ ଖାସ ପ୍ଲାନ ମଧ୍ୟ ଲଞ୍ଚ କରିଛି । ତେବେ ରିଚାର୍ଜ ଫ୍ୟାମିଲି ପ୍ୟାକ୍ ମଧ୍ୟ ରହିଛି । ଯେଉଁଥିରେ 1 ରୁ ଅଧିକ କଞ୍ୟୁମାର ସହିତ କନେକ୍ସନ ଲାଇଭ୍ ରହିବ । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଡିଟେଲ ରେ ଜାଣିବା ତା ପୂର୍ବରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।
ସୂଚନା ଅନୁସାରେ ଜିଏ ଫ୍ୟାମିଲି ପ୍ଲାନ୍ ରେ କମ୍ପାନୀ ପୋଷ୍ଟ ପେଡ୍ ପୋଷ୍ଟ ପଲିଓ ର ଅଂଶ ଅଟେ । ଯଦି ଆପଣ ମାନେ ଦୁଇଟି ଇୟୁଜର ଙ୍କ ପାଇଁ ଗୋଟିଏ ପ୍ଲାନ ଖୋଜୁଛନ୍ତି । ତେବେ ଏହା ଜିଓ ପୋଷ୍ଟ ପେଡ୍ ଗୋଟିଏ ଫ୍ୟାମିଲି ପ୍ଲାନ 599 ଟଙ୍କାରେ ଆସୁଛି । ଏହି ପ୍ଲାନ ରେ ମେନ ଇୟୁର ଙ୍କ ବ୍ୟତିତ ଜଣେ ଆଡିସନାଲ ମଧ୍ୟ ଯୋଡି ହୋଇ ପାରିବ । ଏହିଥିରେ ଡାଟା କଲିଂ ଏମିତି କି SMS ର ତିନୋଟି ବେନିଫିଟ ମଧ୍ୟ ମିଳିବ ।
ଏହି ରିଚାର୍ଜ ପ୍ଲାନ ରେ 100 GB ଡାଟା ମିଳୁଛି । ଡାଟା ଭେଲିଡିଟି ସରିବା ପରେ ଇୟୁଜର ଙ୍କୁ 10 ଟଙ୍କା ପ୍ରତି GB ଡାଟା ଦରରେ ମିଳିଥାଏ । ରିଚ୍ଚାର୍ଜ ପ୍ଲାନ ରେ 200 GB ଡାଟା ରୋଲର ର ମଧ୍ୟ ସୁବିଧା ରହିଛି । ଅର୍ଥାତ ଇୟୁଜର ଙ୍କ ବଞ୍ଚିଥିବା ଡାଟା କୁ ପରେ ମଧ୍ୟ ଇୟୁଜ୍ କରି ପାରିବେ । ଏହା ପରେ ଅନଲିମିଟେଡ କଲ ଏବଂ ଡେଲି 100 ଟି SMS ବେନିଫିଟ ମଧ୍ୟ ଆପଣ ମାନେ ପାଇ ପାରିବେ । ଏହା ସହିତ ବ୍ୟବହାର କାରୀଙ୍କୁ ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ୍ , ଜିଓ ଟିଭି ଆଦିର ପ୍ଲାଟଫର୍ମ ର ଆକ୍ସେସ୍ ମଧ୍ୟ ମିଳିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।