ବଡ ଖବର – ଏହି ମାନେ ଦେଇ ପାରିବେ ନାହିଁ +2 ପରୀକ୍ଷା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ହେଉଛି ମାର୍ଚ୍ଚ 1 ତାରିଖ ଅର୍ଥାତ ଆଜି ଠାରୁ ଯୁକ୍ତ ଦୁଇ ପରିକ୍ଷା ହେବାକୁ ଯାଉଛି । ଯେଉଁଥି ପାଇଁ +2 ପରିକ୍ଷା ରେ ଆସିଛି ଆଉ କିଛି ବଡ ଅପଡେଟ ଆପଣ ମାନେ ସମସ୍ତେ ଜାଣି ରଖିବା ଦରକାର ଏହି ଛାତ୍ରଛାତ୍ରୀ ମାନେ ଦେଇ ପାରିବେ ନାହିଁ ପରିକ୍ଷା । କାହିଁକି ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଅପଡେଟ ଜାଣିନେବା ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଶଦ ଏବଂ CHSE ଦ୍ୱାରା ପରିଚାଳିତ +2 ପରିକ୍ଷା ଆଜିଠାରୁ ଆରମ୍ଭ ହେବ। ତେବେ ଦୁଇଟି ପର୍ଯ୍ୟାୟ ରେ ଏପ୍ରିଲ 5 ତାରିଖ ପର୍ଯ୍ୟନ୍ତ ପରିକ୍ଷା ଚାଲିବ । 30 ମିନିଟ ପୂର୍ବରୁ ଛାତ୍ରଛାତ୍ରୀ ମାନେ ହଲରେ ବସିବେ ପୂର୍ବାହ୍ନ 10.00 ଟା ରେ ପ୍ରଶ୍ନ ପତ୍ର ବଣ୍ଟାଯିବ । ତେବେ 15 ମନିଟ ମଧ୍ୟରେ ବଳକା ପ୍ରଶ୍ନ ପତ୍ର ସିଲ କରାଯିବ ।

school

ତେବେ 10.30 ପରେ କୈଣସି ପରିକ୍ଷାର୍ଥି କୁ ହଲ ମଧ୍ୟକୁ ଯିବା ପାଇଁ ଅନୁମତି ଦିଆଯିବ ନାହିଁ । ସୂଚନା ଯୋଗ୍ୟ ଯେ ଏହିଥର 1 ହଜାର 145 ଟି ପରିକ୍ଷା କେନ୍ଦ୍ର ହୋଇଥିବା ବେଳେ ମୋଟ 1 ହଜାର 590 ଟି ଉଚ୍ଚ ମାଧ୍ୟମିକ ସ୍କୁଲ ର ଛାତ୍ରଛାତ୍ରୀ +2 ପରୁକ୍ଷା ଦେବେ । ତେବେ ଚଳିତ ବର୍ଷ କଳା , ବିଜ୍ଞାନ , ବାଣିଜ୍ୟ , ଏବଂ ଧନ୍ଧା ମୂଳକ ଶିକ୍ଷାରେ ମୋଟ 3 ଲକ୍ଷ 57 ହଜାର 942 ଛାତ୍ରଛାତ୍ରୀ +2 ପରିକ୍ଷା ଦେବେ ବୋଲି ପରିଶଦ ପକ୍ଷ ରୁ ସୂଚନା ଦିଆଜାଇଛି ।

ଚଳିତ ବର୍ଷ +2 ପରିକ୍ଷା କୁ ସୁପରିଚାଳନା କରିବା ପାଇଁ । ପରିଶଦ ପକ୍ଷ ରୁ ବ୍ୟାପକ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ପରିକ୍ଷା କେନ୍ଦ୍ର ଗୁଡିକ ରେ ସିସି କ୍ୟାମେରା ବାଧ୍ୟତା ମୂଳକ କରାଜାଇଛି । ପରିକ୍ଷା କେନ୍ଦ୍ର ମଧ୍ୟକୁ ମୋବାଇଲ ଏବଂ ବୈଦ୍ଧିକ ଉପକରଣ କୁ ସଂମ୍ପର୍ଣ୍ଣ ନିଷେଧ ହୋଇଛି ।

ପରିକ୍ଷା ଦାୟୁତ୍ୱ ରେ ଥିବା ଅଧ୍ୟପକ ମାନେ ମଧ୍ୟ ମୋବାଇଲ ବ୍ୟବହାର କରି ପାରିବେ ନାହିଁ । ପରିକ୍ଷା କେନ୍ଦ୍ର କୁ ପ୍ରବେଶ ପୂର୍ବରୁ ସମସ୍ତ ଅଧିକାରୀ ସ୍କୁଆର୍ଡ ମେମ୍ବର ଜିଲ୍ଲା ପ୍ରଶାସନ ଅଧିକାରୀ ମାନେ ସେଣ୍ଟର ସୁପର ଟେଣ୍ଡ ନିକଟ ରେ ମୋବାଇଲ ଫୋନ ଦାଖଲ କରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *