ବଡ ଖବର – ଏହି ମାନଙ୍କୁ ମିଳିବ ଘର । ଆପଣ ପାଇବାକୁ ଚାହୁଁଥିଲେ ଏବେ ହିଁ ଜାଣନ୍ତୁ

home

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଦିର୍ଘ ଦୁଇ ବର୍ଷ ପରେ ରାଜ୍ୟ ଏବଂ କେନ୍ଦ୍ର ର ତୁ ତୁ ମେ ମେ ପରେ ମିଳିଥିଲା ଜାନୁଆରୀ ମାସରେ ଘରର ଲିଷ୍ଟ । ପଞ୍ଚୟତ ରେ ଏହି ଲିଷ୍ଟ ବେନର ମାଧ୍ୟମ ରେ ଝୁଲା ଜାଇ ଥିଲା । ଏବଂ ଫେବୃଆରୀ ମାସରେ ଯେଉଁ ମାନଙ୍କର ଲିଷ୍ଟ ରହିଲା ଯେଉଁ ମାନେ ପ୍ରକୃତ ରେ ହୀତାଧିକାରୀ ସେମାନଙ୍କୁ ମିଳିବ ୱାର୍କଡର । ହେଲେ କୈଣସି ଲିଷ୍ଟ ଧାରୀ ଙ୍କୁ କୈଣସି ୱାର୍କଅର୍ଡର ମିଳିନାହିଁ ।

ତେବେ ଆମେ ଆପଣ ମାନଙ୍କୁ ଏଠାରେ ଏହି ବିଷୟ ଉପରେ ସଂମ୍ପର୍ଣ୍ଣ ବିବରଣି ଜଣେଇବୁ । ବନ୍ଧୁଗଣ ଯେମିତି କି ଆପଣ ମାନେ ଜାଣିଥିବେ ଏବେ ପଞ୍ଚାୟତ ରେ ଜାନୁଆରୀ ମାସରେ ଅପଡେଟ ଆସିଥିଲା । ପଞ୍ଚୟତ ରେ ଏହି ଲିଷ୍ଟ ବେନର ମାଧ୍ୟମ ରେ ଝୁଲା ଜାଇ ଥିଲା । ହେଲେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଠାରେ ଜଣେଇଦେବୁ କି ଏହି ୱାର୍କଅର୍ଡର ନମିଳିବାର କାରଣ ଏହା ରହିଛି କି ଯେଉଁ ମାନେ ବେନିଫିସାରି ରେ ଲିଷ୍ଟ ରହିଛି ସେମାନଙ୍କର ବି ଏହି ଲିଷ୍ଟରେ ନାମ ଆସି ଜାଇଛି ।

pm

ତେବେ ଏହିଥି ପାଇଁ ବର୍ତମାନ ସମୟ ରେ ଏହି ସବୁ ଲିଷ୍ଟ କୁ ଯାଞ୍ଚ ହେଉଛି କେଉଁ ମାନେ ପ୍ରକୃତ ରେ ହୀତାଧିକାରୀ ଅଟନ୍ତି । ଏବଂ କେଉଁ ମାନେ ନୁହଁନ୍ତି । ତେବେ ଯେଉଁ ମାନେ ଅଯୋଗ୍ୟ ହୀତାଧିକାରୀ ମାନେ ସେମାନଙ୍କୁ ଏହି ଲିଷ୍ଟ ରୁ ନାମ କଟାଯିବା ସହିତ କେବଳ ଯୋଗ୍ୟ ହୀତାଧିକାରୀ ଙ୍କୁ ଏହି ଘର ମିଳିବ । ସେହିଥି ପାଇଁ ଏହାର ବିଳମ୍ବ ହେଉଛି ।

ତେବେ କେନ୍ଦ୍ର ସରକାର ଙ୍କ ଯୋଜନା ଅନୁସାରେ ମାର୍ଚ୍ଚ ମାସର ଶେଷ ସପ୍ତାହ ସୁଧା ସମସ୍ତ ଙ୍କୁ ମିଳିଯିବ ଏହି ୱାର୍କଅର୍ଡର । ଏହା ସହିତ ଆପଣ ମାନେ ଘର ନିର୍ମାଣ କରିବା ସହିତ ଉପକୃତ ହୋଇ ପାରିବେ । ତେବେ କିସ୍ତି କିସ୍ତି ଅନୁସାରେ ଆପଣ ମାନଙ୍କୁ 1 ଲକ୍ଷ 20 ହଜାର ଟଙ୍କା ମିଳିବାକୁ ଥିବାବେଳେ ଆପଣ ମାନେ ଯଦି 3 ମାସ ମଧ୍ୟରେ ଘର ନିର୍ମାଣ ଶେଷ କରୁଛନ୍ତି । ତେବେ ଆପଣ ମାନଙ୍କୁ ଏହିଥିରେ 20 ହଜାର ଟଙ୍କା ବୋନସ ଭାବେ ବି ପ୍ରଦାନ କରାଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *