ବଡ ଖବର – ଏହି ତାରିଖରେ ବାହାରିବ ମାଟ୍ରିକ ରେଜଲ୍ଟ |

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଶେଷ ହୋଇଛି ମାଟ୍ରିକ ପରିକ୍ଷା । ଏବେ ବାକି ରହିଛି ରେଜଲ୍ଟ କୁ ନେଇ ଆରମ୍ଭ ହେବ ଖାତା ଦେଖା ପ୍ରକାଶ ପାଇବ ରେଜଲ୍ଟ । ତେବେ ଆସନ୍ତୁ ଜାଣିନେବା ମାଟ୍ରିକ ଛାତ୍ରଛାତ୍ରୀ ଙ୍କ ଲାଗି ଆସୁଛି ଆଉ କିଛି ବଡ ଅପଡେଟ । ତା ପୂର୍ବରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ଶେଷ ହୋଇଛି ମାଟ୍ରିକ ପରିକ୍ଷା ଏବେ ମୂଲ୍ୟାଙ୍କନ ର ବେଳ ଆସନ୍ତା ମାସ ଏପ୍ରିଲ 3 ତାରିଖ ରୁ ମେଟ୍ରିକ ଖାତା ଦେଖା ଆରମ୍ଭ ହେବ । ଏହି ନେଇ ବୋର୍ଡ ଅଦକ୍ଷ ରମାସିସ ହାଜିରା ସୂଚନା ଦେଇଛନ୍ତି । ତେବେ ପରିକ୍ଷା ସମୟ ରେ କିଛି ତୃଟି ଦେଖା ଦେଇ ଥିଲା । କିନ୍ତୁ ପରିକ୍ଷା ସମୟ ରେ କିଛି ତୃଟି ଦେଖା ଦେଇଥିଲା । ହେଲେ ପରିକ୍ଷା ସୁରୁଖୁର ରେ ଶେଷ ହୋଇଥବା ସେ ମଧ୍ୟ କହିଛନ୍ତି ।

Results

ତେବେ ଚଳିତ ଥର ମୋଟ 5 ଲକ୍ଷ 41 ହଜାର 267 ଜଣ ଛାତ୍ରଛାତ୍ରୀ ପରିକ୍ଷା ଦେବା ପାଇଁ ଫର୍ମ ଫିଲପ ଭରିଥିଲେ । ଏହିଥି ପାଇଁ 3 ହଜାର 218 ପରିକ୍ଷା କେନ୍ଦ୍ର ସ୍ଥାପନ ହୋଇଥିଲା । ମୋଟ 3,218 ପରିକ୍ଷା କେନ୍ଦ୍ର ହୋଇଥିବା ବେଳେ 316 ଟି ନୋଡାଲ ସେଣ୍ଟର ବୋର୍ଡ ପକ୍ଷରୁ କରାଜାଇ ଥିଲା । ତେବେ ନକ୍ସଲ ପ୍ରବଣ ଅଞ୍ଚଳ ରେ 22 ଟି ଥାନା ରେ ନୋଡଲ ସେଣ୍ଟର ହୋଇଥିଲା । ପରିକ୍ଷା ରେ କପି ରୋକିବାକୁ ବୋର୍ଡ ପକ୍ଷରୁ ସବୁ ପ୍ରକାରର ବ୍ୟବସ୍ଥା ହୋଇଥିଲା ।

ତେବେ ପରିକ୍ଷା ସମୟ ରେ ଦେଖିବାକୁ ମିଳିଲା ଯେ କିଛି ସ୍ଥାନରେ ପରିକ୍ଷାର୍ଥି ଅନୁପସ୍ତିତ ରହିଥିଲେ । ସେହି ପରି ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ସ୍ୱତେ ପରିକ୍ଷା ସମୟ ରେ ବିଭିନ୍ନ ତୃଟି ପରିଲକ୍ଷିତ ହୋଇଥିଲା । ତେବେ ପ୍ରଶ୍ନ ପତ୍ର ଭାଇରଲ ହେବା ସହିତ ପ୍ରଶ୍ନ ପତ୍ର ତୃଟି ମଧ୍ୟ ପରିଲିକ୍ଷିତ ହୋଇଥିଲା । ତେବେ ଏହାକୁ ନେଇ ବୋର୍ଡ ସୂଚନା ଦେଇଛି ଯେ ଏହିଥି ପାଇଁ କୈଣସି ଚିନ୍ତା କରିବାର ନାହିଁ । ମୂଲ୍ୟାଙ୍କନ ସମୟ ରେ ଠିକ୍ ହିସାବରେ ଛାତ୍ରଛାତ୍ରୀ ଙ୍କ ମାର୍କ ମଧ୍ୟ ଦିଆଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *