ବଡ଼ ଖବର – ଦାବି ପୁରଣ ପାଇଁ ଆନ୍ଦୁଳନ କଲେ ଅଙ୍ଗନୱାଡି ଦିଦି ।

Anganwadi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଙ୍ଗନୱାଡି କର୍ମି ଙ୍କ ଦାବୀ ପତ୍ର କୁ ନେଇ ଆସିଲା ଆଉ କିଛି ବଡ ଘୋଷଣା । ତେବେ ସେମାନଙ୍କ ଦାବୀ ପତ୍ରରେ କଣ କଣ ରହିଛି ଘୋଷଣା ନାମା ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ଜାଣିନେବା ଯାହାକି ମୂଖ୍ୟ ମନ୍ତ୍ରୀ ଙ୍କୁ ଦେଲେ ଦାବି ପତ୍ର । ଅଲ ଓଡିଶା ଅଙ୍ଗନୱାଡୀ ଲେଡିଜ ୱାର୍କର ଆସୋସେସନ ତରଫ ରୁ । ଅଙ୍ଗନୱାଡି କର୍ମି ଙ୍କ ବିଭିନ୍ନ ଦାବି ପୂରଣ ସକାଶେ ମୂଖ୍ୟ ମନ୍ତ୍ରୀ ଙ୍କ ଦାବି ପତ୍ର ପ୍ରଦାନ ହୋଇଛି ।

ତେବେ ସମ୍ବଲପୁର ଜିଲ୍ଲା ପାଳ ଙ୍କ ଜରିଆରେ ପ୍ରଦପ୍ତ ଦାବି ପତ୍ର ଅନୁଯାୟୀ 2018 ମସିହା ଆନ୍ଦୁଳନ ସମୟ ରେ ଅୟସୃତ ଅଙ୍ଗନୱାଡୀ କର୍ମି ଙ୍କୁ ପୁନର ନିଯୁକ୍ତି ସରକାରୀ କର୍ମଚାରୀ ମାନ୍ୟତା ମାସିକ 18 ହାଜାର ଟଙ୍କା ।

Anganwadi

ସହାୟକା ମାନଙ୍କୁ 2000 ସମେତ EPF , ESIC ଏବଂ ଗ୍ରାଜୁଇଟି ପ୍ରଦାନ ମିନି ଅଙ୍ଗନୱାଡି କର୍ମି ଙ୍କୁ ଅଙ୍ଗନୱାଡି କର୍ମି ମାନ୍ୟତା କାର୍ଯ୍ୟରତ ସମୟ ରେ ମୃ-ତ୍ୟୁ କାଳିନ ସହାୟତା ଯେଉଁଥି ପାଇଁ 5 ଲକ୍ଷ ଟଙ୍କା ଏବଂ ମାସିକ 5 ହଜାର ପେନସନ । ସ୍ମତକ ଏବଂ ତଦୃର୍ଥ ଅଙ୍ଗନୱାଡି କର୍ମି ଙ୍କୁ ସୁପର ଭାଇଜର ପଦବୀରେ ପଦନ୍ନିତ ସମେତ ଅନ୍ୟାନ ଦାବୀ କରାଜାଇଛି ।

ତେବେ ଶୁକ୍ରାବର ଦିନ ସଙ୍ଘ ତରଫ ରୁ ଝୁନିପା ସତପଥି ପୁସ୍ପାଞଳୀ ଦାସ ଙ୍କ ସମେତ ଅନ୍ୟ ଅଙ୍ଗନୱାଡୀ କର୍ମି ମାନେ ଜିଲ୍ଲାପାଳ ମାନଙ୍କୁ ଏହି ଦାବି ପତ୍ର ପ୍ରଦାନ କରିଛନ୍ତି । ତେବେ ଏହି ଦାବି ପତ୍ର ସରକାର ଙ୍କ ପ୍ରଦାନ ହୋଇଛି । ତେବେ ମିଳୁଥିବା ସୂଚନା ଅନୁସାରେ ଖୁବ ଶୀଘ୍ର ଏମାନଙ୍କ ଦାବି ପୂରଣ ହେବ ବୋଲି ସୂଚନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *