ସଂସାର ଗଢିବା ପୂର୍ବରୁ ଲିଭିଲା ନବବଧୂର ସିନ୍ଦୁର

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଚୈଉଠି ନ ସରୁଣୁ ଚାଲିଗଲା ଚାରି ଦିନ କୁ ସାଖି ରଖି ବିବାହ କରି ଥିବା ବର ଲଭିଗଲା ଦୀପ ଏବଂ ପୋଛି ହୋଇଗଲା ନୂଆ କରି ବିବାହ କରିଥିବା ନବ ବଧଉ ର ସିନ୍ଦୁର । ଗତ ଦୁଇ ଦିନ ତଳେ ସାତ ଜନ୍ମ ପାଇଁ ସାଥି ହୋଇଥିବା ବର ସାତ ଦିନ ନ ପୁରୁଣୁ ଛାଡି ଦେଇ ଆରପାରି କୁ ଚାଲିଗଲା ।

ସଂସାର ଗଢିବା ଆଗରୁ ଜୁଇ ରେ ଜଳିଗଲା ନବ ବଧୁ ର ସିନ୍ଦୁର । ଏହି ଭଳି ଦୁଖଃଦ ଘଟଣା ବାଲେଶ୍ୱର ଜିଲ୍ଲା ଖନ୍ଥାପଡା ଥାନା ଖଡୁପଇ ସାହୀ ରେ ଦେଖା ଚାହାଁରୁ ବାହାଘର ଠିକ୍ ହୋଇଥିଲା । ପୁଅ କୁ ଦେଖି ଝିଅ ଘର ଲୋକ ଏହି ବାହାଘର ରେ ରାଜି ହୋଇଥିଲେ । ବାହାଘର ଠିକ୍ ହେବା ପରେ ଫୋନ ରେ କଥା ଆଉ ତା ପରେ ହୋଇଥିଲା ବାହାଘର ।

bara

ମାର୍ଚ୍ଚ 1 ତାରିଖ ରେ ଝିଅ ଘରକୁ ରୋଷଣୀ ନେଇ ବୈଦ୍ଧିକ ରିତି ନିତିରେ ବାହା ହୋଇଥିଲେ ଉକ୍ତ ଗାଁ ର ଅଜୟ କୁମାର ଭଞୀ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ବାହାଘର ଦୁଇ ଦିନ ପରେ ହୋଇଗଲା ଅଜୟ ଙ୍କର ମୃ-ତ୍ୟୁ । ଯେଉଁଦିନ ରିସେପ୍ସନ ଭୋଜି ଥିଲା ସେହି ଦିନ ସେହି ଦିନ ସୈଚ ହେବାକୁ ଜାଇ ଥିବା ବେଳେ ପୋଖରୀ ରେ ବୁଡି ଚାଲି ଜାଇ ଥିଲା ଅଜୟ ଙ୍କର ଜିବନ ।

ସେପଟେ ଏହି ଘଟଣା ପରେ ସାରା ବାଲେଶ୍ୱର ସ୍ତବ୍ଧ ହୋଇଜାଇଛି । ଯେଉଁ ମଥାରେ ନବ ବୁଧୁ ର ସିନ୍ଦୁର ଲାଗିଥିଲା ସେହି ମଥାରୁ ଚତୁର୍ଥି ପୂର୍ବରୁ ସିନ୍ଦୁର ଲିଭି ଜାଇଛି । ଏବଂ ଏବେ ପରିବାର ବି ସ୍ତବ୍ଧ । କାରଣ ମେହେନ୍ଦି ର ରଙ୍ଗ ନ ଲିଭୁଣୁ ଦେହରେ ଧଳା ଲୁଗା ପିନ୍ଧିଛନ୍ତି ନବ ବଧୁ । ବାହାଘର କୁ ନେଇ ଦେଖି ଥିବା ସବୁ ସ୍ୱପ୍ନ ତାଙ୍କର ଭାଙ୍ଗି ଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *