ଫ୍ରିଜ୍‌ ପାଣି ପିଉଛନ୍ତି କି ତେବେ ସାବଧାନ୍‌, ନଚେତ୍‌ ଶୀଘ୍ର ହୋଇପାରନ୍ତି ଏହି ରୋଗର ଶିକାର ।

water

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଖରା ଦିନ ଆସିଜାଇଛି ଏହି ସମୟ ରେ ପ୍ରାୟ ସମସ୍ତେ ଥଣ୍ଡା ପାଣି ପିଇବା ପାଇଁ ଭଲ ପାଆନ୍ତି । ତେବେ ଆପଣ ମାନଙ୍କ ଶୋଶ ମେଣ୍ଟେଇବା ପାଇଁ ଆପଣ ମାନେ ଫ୍ରୀଜ୍ ରୁ ପାଣି ବାହାର କରି ପିଉଛନ୍ତି । ତେବେ ଆପଣ ମାନେ ଜାଣି ରଖନ୍ତୁ ଏହା ଆପଣ ମାନଙ୍କ ଶରୀର କୁ କେଉଁ ପ୍ରକାରର କ୍ଷେତି ପହଁଚେଇ ପାରେ । ପ୍ରଥମେ ତ ସଂଙ୍କ୍ରମଣ କାରଣ ରୁ ଏବେ ଡାକ୍ତର ମାନେ ଥଣ୍ଡା ପାଣିର ସେବନ କରିବାକୁ ସଂମ୍ପର୍ଣ୍ଣ ଭାବେ ମନା କରିଛନ୍ତି । ଏହା ସହିତ ଥଣ୍ଡା ପାଣି ଶରୀର କୁ ଅନ୍ୟାନ କ୍ଷେତି ମଧ୍ୟ ପହଁଚେଇ ଥାଏ । ତେବେ ଆସନ୍ତୁ ଜାଣିବା ସେହି ସବୁ ବିଷୟ ରେ ।

ଫ୍ରୀଜ୍ ପାଣି ଶରୀର ପାଇଁ ଅତ୍ୟନ୍ତ କ୍ଷେତି କାରକ ହୋଇଥାଏ । କାରଣ ଫ୍ରୀଜ୍ ରେ ପାଣି ସାଧାରତଃ କୁତୃିମ ଉପାୟ ରେ ଥଣ୍ଡା ହୋଇଥାଏ । ଏହି ଥଣ୍ଡା ହୋଇଥିବା ପାଣିକୁ ଶରୀର ସହଜ ରେ ଗ୍ରହଣ କରି ପାରେ ନାହିଁ । ଯାହାକି ଶରୀର କୁ ଗଲା ପରେ କ୍ଷେତି ପହଁଚେଇ ଥାଏ । ଥଣ୍ଡା ପାଣିର ସେବନ କରିବା ପରେ ଆମ ଅନ୍ତନଳୀ ସଂମ୍ପର୍ଣ୍ଣ ଭାବେ ଥଣ୍ଡା ହୋଇଥାଏ । ଯାହା ଦ୍ୱାରା ସେ ନିଜର କାମ ଠିକ୍ ଭାବେ କରି ପାରେ ନାହିଁ ।

Frozen water

ପରିଣାମ ସ୍ୱରୂପ ଆମର ପେଟ ଠିକ୍ ଭାବେ ସଫା ହୁଏ ନାହିଁ । ଥଣ୍ଡା ପାଣିର ସେବନ କରିବା ଦ୍ୱାରା ଆମ ଶରୀର ରେ କୋଷ୍ଟ କାଠିନ୍ୟ ଦେଖା ଦେଇଥାଏ । ଯାହା ଦ୍ୱାରା ଆପଣ ମାନଙ୍କ ଶରୀର ର ସଂମ୍ପର୍ଣ୍ଣ ସିଷ୍ଟମ୍ ବିଗିଡି ଯାଏ । ଆୟୁରବେଦ ରେ କୋଷ୍ଟ କାଠିନ୍ୟ କୁ ସମସ୍ତ ରୋଗର ମୂଳ କାରଣ ବୋଲି କୁହାଯାଏ ।

ଥଣ୍ଡା ପାଣି ପିଇବା ଦ୍ୱାରା ଆପଣ ମାନଙ୍କ କୋଷୀକା ଠିକ୍ ଭାବେ କାମ କରେ ନାହିଁ । ଯାହାର ପ୍ରଭାବ ମେଟାବୋଲିଜିମ୍ ଉପରେ ପଡେ । ଏବଂ ଏହା ଆପଣ ମାନଙ୍କ ହାର୍ଟବିଟ୍ ମଧ୍ୟ କମ୍ କରି ଦେଇ ପାରେ । ଫ୍ରୀ ପାଣି ପିଇବା ଦ୍ୱାରା ଗଳା ଖରାପ ହେବାର ଅନେକ ସମ୍ଭାବନା ରହିଥାଏ । ଯଦି ପ୍ରତି ଦିନ ଆପଣ ମାନେ ଥଣ୍ଡା ପାଣି ସେବନ କରୁଛନ୍ତି । ତେବେ ଆପଣ ମାନଙ୍କ ଟନସିଲ ଏବଂ ଫୁସଫୁସ ଜନିତ ରୋଗ ମଧ୍ୟ ଆପଣ ମାନଙ୍କୁ ହୋଇ ପାରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *