ଶଶୁରଙ୍କୁ ବଞ୍ଚେଇବା ପାଇଁ ଘରକୁ ଆସିଲେ ବର୍ଷା

anubhav

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ଷା ଙ୍କୁ ହାତ ଯୋଡିଛନ୍ତି ଅନୁଭବ ମହାନ୍ତି । ତାବା ତାଙ୍କର ବାପା ଏବେ ICU ରେ ଗୁରୁତ୍ୱର ଭାବେ ଆ଼ଡମିଟ ହୋଇଥିବାର ଦେଖିବା ପାଇଁ ମିଳିଛି । ତେବେ ଦିଲ୍ଲୀରେ ଖବର ପାଇ ଘରକୁ ଫେରିଛନ୍ତି ଅନୁଭବ । ତେବେ ସୋସିଆଲ ମିଡିଆ ରେ ବର୍ଷା ଙ୍କୁ ହାତ ଯୋଡିଛନ୍ତି ଅଲଗା ହୋଇଯିବା ପାଇଁ । ଆଉ ବାରମ୍ଭାର ମୋତେ କୋର୍ଟ ଦୈଡେଇ ଆଉ ହାରାସ କର ନାହିଁ ମତେ ବର୍ଷା ବୋଲି ଅନୁଭବ ମହାନ୍ତି ବର୍ଷା ଙ୍କୁ ଅନୁରୋଧ କରିଛନ୍ତି ।

ଆଉ ବାପା ଙ୍କ ଶେଷ ସମୟ ରେ ମୁଁ ତାଙ୍କୁ ଖୁସୀ ଦେବା ପାଇଁ ଚାହେଁ । ଦୟାକରି ଆମେ ଅଲଗା ହୋଇଯିବା ଭଲରେ ଭଲରେ ଆମେ ଏକ ମାସ ମଧ୍ୟରେ ଅଲଗା ହୋଇଯିବା ବୋଲି ଅନୁଭବ ମହାନ୍ତି ଅନୁରୋଧ କରିଛନ୍ତି । ପଣ ମାନେ ଜାଣିଥିବେ ଅନୁଭବ ମହାନ୍ତି ଙ୍କୁ 2014 ମସିହା ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ବର୍ଷା ପ୍ରିୟଦର୍ଶନୀ ।

anubhav 2

ହେଲେ ଦୂର୍ଭାଗ୍ୟ ବଶଃତ ସେମାନଙ୍କ ଯୋଡି ବେଶୀ ଦିନ ପର୍ଯ୍ୟନ୍ତ ରହିନଥିଲା । 2020 ମସିହା ରେ ଅନୁଭବ ମହାନ୍ତି ବର୍ଷା ଙ୍କ ଠାରୁ ଅଲଗା ହେବା ପାଇଁ କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ । ଆଉ ଏବେ ଅନୁଭବ ଙ୍କ ଘର ଛାଡି ନିଜ ମାଆ ଙ୍କ ପାଖରେ ରହୁଛନ୍ତି ବର୍ଷା ପ୍ରିୟଦର୍ଶନୀ । ତାହାଲେ ଆପଣ ମାନେ ଅନୁଭବ ଏବଂ ବର୍ଷା ପ୍ରିୟଦର୍ଶନୀ ଙ୍କ ଯୋଡି ଙ୍କ ବହୁତ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଏହି ଯୋଡି ବହୁତ ସାରା ସିନେମା ରେ ଏକାଠୀ ଅଭିନୟ କରି ଥିବାର ଦେଖା ଦେଇଛନ୍ତି ।

ତାହାଲେ ସୁଟିଂ ସେଟ୍ ରୁ ବର୍ଷା ଙ୍କୁ ଭଲ ପାଇ ବାହା ହୋଇଥିଲେ ଅନୁଭବ ମହାନ୍ତି । ଦୁହିଁଙ୍କ ଯୋଡି କୁ ସାରା ଓଡିଶା ର ଲୋକ ମାନେ ବହୁତ ପରିମାଣ ରେ ପସନ୍ଦ କରୁଥିଲେ । ହେଲେ ଏବେ ଦୁହିଁଙ୍କ ମଧ୍ୟରେ ସବୁ କିଛି ହୋଇଜାଇଛି ଓଲଟ ପାଲଟ । ଆଉ ଏବେ ସବୁ କିଛି ଶେଷ ହେବା ପୂ୍ର୍ବରୁ ମୋ ବାପା ମାଆ ଙ୍କୁ ଶାନ୍ତି ରେ ନିଶ୍ୱାସ ମାରିବାକୁ ଦିଅ ତେବେ ଶେଷରେ ବର୍ଷା ପ୍ରିୟଦର୍ଶନୀ ଙ୍କୁ ହାତ ଯୋଡିଛନ୍ତି ଅନୁଭବ ମହାନ୍ତି । ଡେରି ନକରି ଦୂରେଇ ଯାଅ ଅନୁରୋଧ କରିଲେ ଓଲିଉଡ ର ସୁପର ଷ୍ଟାର ଅନୁଭବ ମହାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *