ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କେନ୍ଦ୍ର ସରକାର ଙ୍କ ପକ୍ଷରୁ ଆସିଲା ଖୁସୀ ଖବର । ମଧ୍ୟବିତ ପରିବାର ପାଇଁ ବଡ ଉପହାର ମୋଦି ସରକାର କରୁଛନ୍ତି ବଡ ପ୍ଲାନିଂ । ଆପଣ ମାନେ ତ ସମସ୍ତେ ଆୟୁସମାନ ଭାରତ ର ନାମ ସୁଣିଥିବେ । ତେବେ ଏହି ଆୟୁସମାନ ଭାରତ ଯୋଜନା ରେ ଆସିବାକୁ ଯାଉଛି 2.0 ତେବେ ଆସନ୍ତୁ ଜାଣିନେବା ସଂମ୍ପର୍ଣ୍ଣ ଅପଡେଟ ତା ପୂର୍ବରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।
ଗରିବ ଏବଂ ସାଧାରଣ ବର୍ଗର ଲୋକ ମାନଙ୍କ ପାଇଁ ପ୍ରଧାନ ମନ୍ତ୍ରୀ ମୋଦି ଙ୍କ ତରଫ ରୁ ବିଭିନ୍ନ ଯୋଜନା ପ୍ରଣୟନ ହେଉଛି । ରାସନ କାର୍ଡ ପିଏମ କିଷାନ ଯୋଜନା ଏବଂ ଆୟୁସମାନ ଭାରତ ଯୋଜନା ଇତ୍ୟାଦି ଯୋଜନା ଅଧିନ ରେ ଦେଶବାସୀ ଙ୍କୁ ବିଭିନ୍ନ ସୁବିଧା ଉପଲବ୍ଧ କରାଜାଉଛି । ତେବେ ବର୍ତମାନ ଦେଶର ମଧ୍ୟମ ବର୍ଗର ପରିବାର ଙ୍କ ପାଇଁ ନୂଆ ଯୋଜନା ଆଣୁଛନ୍ତି ମୋଦି ସରକାର ଏହି ଯୋଜନା ଅଧିନ ରେ 40 କୋଟି ଲୋକ ଆଶ୍ୱସ୍ତି ପାଇ ପାରିବେ ।
ରିପୋର୍ଟ ଅନୁସାରେ ଆୟୁସମାନ ଭାରତ ଯୋଜନା ପରେ ଆୟୁସମାନ ଭାରତ ଯୋଜନା 2.00 ଲାଗୁ କରିବା ପାଇଁ ହେବାକୁ ଥିବା ଖର୍ଚ୍ଚ ଏବଂ ଚେଲେଞ୍ଜ କୁ ଦୃଷ୍ଟି ରେ ରଖି ବିଭିନ୍ନ ବିକଳ୍ପ ଉପରେ ବିଚାର କରାଜାଉଛି । ତେବେ ସରକାର ଙ୍କ ପକ୍ଷରୁ ଆୟକର ରିହାତି ଦିଆଯିବା ପରେ ଏହା ସରକାର ଙ୍କର ଦ୍ୱିତୀୟ ବଡ ଉପହାର ହେବ । ଏହା ଦ୍ୱାରା ସବୁଠୁ ବେଶି ଫାଇଦା ହାସଲ କରି ପାରିବେ ବେତନ ପ୍ରାପ୍ତ କାର୍ଯ୍ୟକର୍ତ୍ତା ।
ଆୟୁସମାନ ଭାରତ ଯୋଜନା 2.0 ଯୋଜନା ରେ 5 ଲକ୍ଷ ଟଙ୍କାର କଭର ଦେବା ଲାଗି ଆଲୋଚନା ହେଉଛି । ଏହାକୁ ବ୍ୟକ୍ତିଗତ ଟପ ଅପ ଆଧାର ରେ ଆଣିବାକୁ ଯୋଜନା ହେଉଛି । ଅନ୍ୟ ପକ୍ଷରେ ସ୍ୱାସ୍ଥ ବିମା କମ୍ପାନୀ କୁ ମଧ୍ୟବିତ ପରିବାର କୁ ସୁଲଭ ମୂଲ୍ୟରେ ମୈଳିକ ସ୍ୱାସ୍ଥ ଯୋଗେଇ ଦେବା ମଧ୍ୟ ଏହି ଯୋଜନା ର ଦ୍ୱିତୀୟ ବିକଳ୍ପ ହୋଇ ପାରେ ।
ତେବେ 2018 ବଜେଟ ରେ କେନ୍ଦ୍ର ସରକାର ଙ୍କ ପକ୍ଷରୁ ଆୟୁସମାନ ଭାରତ ଯୋଜନା ର ଘୋଷଣା ହୋଇଥିଲା । ଏହିଥିରେ 10 କୋଟି ପରିବାର ଙ୍କୁ 5 ଲକ୍ଷ ଟଙ୍କା ଲେଖାଏଁ ପର୍ଯ୍ୟନ୍ତ ସ୍ୱାସ୍ଥ ବିମା ଯୋଗେଇ ଦିଆଯିବ । ତେବେ ଗରିବ ଶ୍ରେଣୀ ତଳେ ଜିବନ ଜାପନ କରୁଥିବା ଲୋକ ମାନଙ୍କ ପାଇଁ ଏହି ଯୋଜନା ର ଫାଇଦା ମିଳି ପାରୁଛି । ତେବେ ଖୁବ ଶୀଘ୍ର ଆୟୁସମାନ ଭାରତ ର 2.0 ଲାଗୁ ହେବାକୁ ଯାଉଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।