ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଗରେ ଦୈଡି ଚାଲିଥିଲା ଏହି ବିରଳ ପ୍ରାଣୀ ଆଉ ପଛରେ ଗୋଡେଇ ଚାଲିଥିଲା ପୋଲିସ । ଆଉ ଧରି ଦେଲା ପରେ ନିଜେ ଡରିଗଲେ । ହଁ ବନ୍ଧୁଗଣ ହଠାତ୍ ଦେଖି ଦେଲା ପରେ ଲାଗିଲା ଯେମିତି ଗୋଟେ ଭାଲୁ ମଣିଷ ର ପୋଷାକ ପିନ୍ଧି ପକେଇଛି । ଆଉ ଥାନା ପର୍ଯ୍ୟନ୍ତ ଆଣିବା ଯାଏ ସେମିତି ମୁଖା ପିନ୍ଧେଇକି ।
ଆଉ ଏମିତି ଅଧା ଭାଲୁ ଆଧା ମଣିଷ ପରି ଦେଖା ଦେଉଥିବ । କିଛି ସମୟ ବିତିଗଲା ପରେ ହେଇଟି ଦେଖନ୍ତୁ ଭାଇ ଇଏ ହେଉଛି ଅସଲ ଚେହେରା ହାତରେ ସାବଳ ଛୁରୀ ଧରି ଆସୁଥିଲେ । କାନ୍ଥ କାଟୁଥିଲେ ଆଉ ମୁହଁରେ ମୁଖା ପିନ୍ଧି ଘଟଣା ସ୍ଥଳ ରୁ ସହଜ ରେ ଖସି ଜାଉଥିଲେ । ତେବେ ଦିର୍ଘ ଦିନ ହେଲା ନିଜର ଲୁଟ ର କାୟା ବିସ୍ତାର କରିଥିବା ଏହି ଚାରି ଲୁଟେରା କୁ ଏବେ ପୋଲିସ ଗିରୋଫ କରିଛି ।
ତେବେ ବନ୍ଧୁଗଣ ଏହି ଲୁଟେରା ମାନେ ବିଭିନ୍ନ ତରିକା ରେ ଲୁଟ କରୁଥିଲେ । ଉଦଳା ଥାନା ବରବାଡି ଥାନା ନିକଟରେ ବିଳମ୍ବିତ ରାତିରେ ଦୁଇଟି ଲୁଟ ନିମନ୍ତେ ପ୍ରସ୍ତୁତି କରିଥିବା ବେଳେ ଚଢାଉ କରିଥିଲା ଉଦଳା ପୋଲିସ । ଘଟଣା ସ୍ଥଳରୁ ଜଣେ ଲୁଟେରା କୈଶଳ କର୍ମେ ଖସି ଜାଇ ଥିବା ବେଳେ ଚାରି ଜଣ ଅନ୍ତଜିଲ୍ଲା ଲୁଟେରା କୁ ଗିରୋଫ କରିଛି ଉଦଳା ପୋଲିସ ।
ତେବେ ଲୁଟେରା ମାନେ ଭଦ୍ରକ ଜିଲ୍ଲାର ହୋଇଥିବା ବେଳେ ସେମାନେ ଦିର୍ଘ ବର୍ଷ ହେବ ମୟୁରଭଞୀ , ବାଲେଶ୍ୱର ସମେତ ଭଦ୍ରକ ଜିଲ୍ଲାର ଅନେକ ସ୍ଥାନରେ ଲୁଟ କରୁଥିଲେ । ତେବେ ପୋଲିସ ଏମାନଙ୍କୁ ଧରିବା ପରେ ସେମାନେ ବ୍ୟବହାର କରୁଥିବା ଲୁଟ ସାବଳ , ଛୁରୀ , ପ୍ଲାସ୍ ସମେତ ଅନେକ ଅନ୍ୟାନ ସାମଗ୍ରୀ ଜବଦ୍ କରିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।