କଳାକାର ମାନେ ଚେଷ୍ଟା କରିଥିଲେ ଗୋଟିଏ ଦିନରେ କୋଟିଏ କଣ 4କୋଟି ଟଙ୍କା ଆଦାୟ ହେଇପାରିଥାନ୍ତା: ସଂଗ୍ରାମ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କଳାକାର ପିଣ୍ଟୁ ନନ୍ଦ ଙ୍କ ବିଷୟ ରେ ସମାଜସେବୀ ସଂଗ୍ରାମ ହିଶ୍ୱାଳ କହିଛନ୍ତି ଯେ । ପିଣ୍ଟୁ ନନ୍ଦ ଯେତେ ବେଳେ ଅସୁସ୍ଥ ଥିଲେ ମେଡିକାଲ ରେ ସେହି ସମୟ ରେ ବହୁତ କୋଣ୍ଟ୍ରଭର୍ସି ହେଉଥିଲା । ସେହି କୋଣ୍ଟ୍ରଭର୍ସି କ୍ରିୟେଟ କରିଥିଲେ କିଛି କାଳାକାର ମାନେ । ଅନ୍ୟ କୁ ସାଧାରଣ ଜାଗାରେ ପଇସା ମାଗିବା । ଏମିତି ରେ ପିଣ୍ଟୁ ନନ୍ଦ ନିଜେ କହିଲେ ମୁଁ ମରିଯିବି ପଛେ ସାଧାରଣ ଲୋକ ଙ୍କୁ କଷ୍ଟ ସରିବାକୁ ଦିଅନି କି ପଇସା ମାଗନି । କେତେକ କଳାକାର ରହିଛନ୍ତି ପିଣ୍ଟୁ ନନ୍ଦ ଙ୍କ କୋଣ୍ଟ୍ରଭର୍ସି ଦ୍ୱାରା ନିଜ ଫେସ୍ ଭେଲ୍ୟୁ ବଢେଇ ଦେଇଛନ୍ତି ।

ଆଉ ସେହି ଭେଲ୍ୟୁ ର କୈଣସି ଇଜ୍ଜତ ନାହିଁ ଯିଏ କଳାକାର ଙ୍କୁ ଇଜ୍ଜତ ଦେଇ ନ ପାରିଲା ସେ ଫେସ ଭେଲ୍ୟପ ର ଲାଭ କଣ । ଯେତେ ବେଳେ ପିଣ୍ଟୁ ନନ୍ଦ ମେଡିକାଲ ରେ ପଡିଥିଲେ ସେକେ ବେଳେ ଯେଉଁ ମାନେ କ୍ୟାମେରା ଆଗରେ କହୁଥିଲେ ଲୋକ ମାନେ ଟିକେ ପାର୍ଥନା କରନ୍ତୁ ପିଣ୍ଟୁ ନନ୍ଦ ଭଲ ହୋଇଜାଆନ୍ତୁ । ପିଣ୍ଟୁ ନନ୍ଦ ଙ୍କୁ ଖରାପ କୁହନ୍ତୁ ନାହିଁ ତାଙ୍କୁ ଜାହା ବି ହେଲେ ସାହାଯ୍ୟ କରନ୍ତୁ । ଆଉ ଏବେ ପିଣ୍ଟୁ ନନ୍ଦ ଚାଲିଗଲା ପରେ ସେହି ପ୍ରାୟ କଳାକାର ମାନେ କ୍ୟାମେରା ଆଗରେ ପିଣ୍ଟୁ ନନ୍ଦ ଙ୍କୁ ସମ୍ମାନ ଦେଉଛନ୍ତି । ନାଁ ପିଣ୍ଟୁ ନନ୍ଦ ନାହାଁନ୍ତି ବୋଲି ତାଙ୍କର ଚରିତ୍ର କୁ ନଷ୍ଟ କରୁଛନ୍ତି ।

man

ପିଣ୍ଟୁ ନନ୍ଦ ମଦ ପିଉଥିଲା ମୁଁ ମନା କଲି ସୁଣିଲାନି ପିଣ୍ଟୁ ନନ୍ଦ ଏଇଠୁ କୁ ଜାଇଥିଲେ ଭଲ ହୋଇଥାନ୍ତେ । ମୁଁ ଜାଣିଥିଲି କୋଟିଏ କଣ 100 କୋଟି ହୋଇଥିଲେ ବି ସେ ଭଲ ହୋଇ ନଥାନ୍ତା । ଏହି କଥା ପୁଣି ସେହି କଳାକାର ମାନେ କହିଛନ୍ତି । ତେବେ ଏବେ ପୁଣି ଥରେ ଏମିତି କୋଣ୍ଟ୍ରଭର୍ସି କରିବାର ମାନେ କଣ ଓଡିଶା ବାସୀ ଜାଣିଛନ୍ତି ଗର୍ବ ଅଂହଙ୍କାର କେବେ ନୁହେଁ କାହାର । ବହୁତ ଲୋକ ମାନଙ୍କ ପାଖରେ ପଇସା ହୋଇଗଲେ ସେ ନିଜ ଲୋକଙ୍କୁ ବି ଚିହ୍ନି ପାରେ ନାହିଁ । ଏହି ପରି ଲୋକ ମାନେ ଜିବନ ରେ କାହାର ବି ହୋଇ ପାରିବେ ନାହିଁ ।

ଆଜି ର ସମୟ ରେ କିଛି ଅସୁବିଧା ହେଲେ କଳାକାର ର କେବଳ କିଛି କଳାକାର ସାମ୍ନା କୁ ଆସୁଥିବା ବେଳେ ଅଧିକ କଳାକାର ମାନେ ସାମ୍ନା କୁ ଆସୁ ନାହାଁନ୍ତି । ତେବେ ସବୁ କଳାକାର ମାନେ ଯଦି ଭାଇ ପାଇଁ ପଇସା ଯୋଗାଡ କରି ଦେଇଥାନ୍ତେ । ତେବେ ଶେଷରେ ଯେଉଁ ଖବର ଆସିଲା 35 ଲକ୍ଷ ଦରକାର ହୋଇଛି ବୋଲି ତାହା କେବେ ହୁଅନ୍ତାନି । ତେବେ କିଛି କହୁଛନ୍ତି ଡୋନର ମିଳିଲାନି । ହେଲେ ପଇସା ଯୋଗାଡ ହୋଇଥିଲେ ସେହି ସବୁ ପୂରଣ ହୋଇଜାଆନ୍ତା । ହେଲେ କଳାକାର ମାନେ ମିଶି ଥିଲେ କୋଟିଏ କଣ 5 କୋଟି ବି ଯୋଗାଡ କରି ଦିଅନ୍ତେ । ହେଲେ ସେମାନେ କରି ପାରିଲେନି ।

କେବଳ କୋଣ୍ଟ୍ରୋଭର୍ସି ଭିତରେ ଭାଇ ଟାକୁ ହରେଇ ଦେଲେ । ଏହା ଭିତରେ ସାଧାରଣ ଲୋକ ମାନେ ବି ବହୁତ ପଇସା ଦେଇଛନ୍ତି । ଗୋଟେ କଳାକାର 10 ଲକ୍ଷ ବିଜନେସ ମେନ 2 ଲକ୍ଷ ଏମିତି ଦେଇଛନ୍ତି । ହେଲେ ବହୁତ କଳାକାର ମାନେ ଟଙ୍କାଟେ ବି ଦେଇ ନାହାଁନ୍ତି । ଆଉ ସେମାନେ ନିଜର ସ୍ୱାର୍ଥ କୁ ଦେଖୁଛନ୍ତି ସେହିଥି ପାଇଁ ଏମିତି କରିଲେ ଆଉ ଆଜି ଭାଇକୁ ମାରିଦେବାରେ ସହଯୋଗ ବି ସେହି କଳାକାର ମାନେ କରିଛନ୍ତି ବୋଲି ସମାଜସେବୀ ସଂଗ୍ରାମ ହିଶ୍ୱାଳ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *