କୁମ୍ଭ ରାଶି 31 ମାର୍ଚ୍ଚ 2023 ଦୁଃଖ ଏବଂ କଷ୍ଟର ପେଡ଼ି ଭରି ଯାଇଛି ଜୀବନରେ ଆସିବ ବଡ଼ ପରିବର୍ତ୍ତନ ସାବଧାନ ରୁହନ୍ତୁ

kumbha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କୁମ୍ଭ ରାଶି ମାନଙ୍କ ବିଷୟ ରେ କହିବା ତେବେ ଭଗବାନ ଶ୍ରୀ ରାମ ଙ୍କ ଆଶିଷ ଏମାନଙ୍କ ଉପରେ ପଡିବା ପାଇଁ ଯାଉ ଥିବା ବେଳେ ଏହି ରାଶିର ଲୋକ ମାନଙ୍କ ଜୀବନରେ ଦୁର୍ଲଭ ରାଜଯୋଗ ଘଟିବାକୁ ଯାଉଛି । ଅନେକ କ୍ଷେତ୍ରରେ ସଫଳ ହେବେ । ବ୍ୟାଙ୍କ ରୁ ଲୋନ ମଞ୍ଜୁର ହେବ । ଅଟକି ରହିଥିବା କାମ ପୁରା ହେବ । ଅଚାନକ ଧନ ଲାଭ ହେବ ।

ସମାଜରେ ମାନ ସମାନ ପ୍ରତିଷ୍ଠାହେବେ । ବିଦେଶରେ କାମ କରିବେ । ନୂଆ ଡିଲ ଆପଣ ପାଇବେ । ପ୍ରେମ ଜୀବନ ଭଲ ରହିବ । ବ୍ୟାପାର କ୍ଷେତ୍ରରେ ଆପଣ ବହୁତ ଭଲ ନିର୍ଣ୍ଣୟ ନେବାରେ ସଫଳ ହେବେ । ଆପଣ ଭାବିଚିନ୍ତି ଯେଉଁ କାର୍ଯ୍ୟ କରିବେ ସେଥିରେ ନିଶ୍ଚିତ ଭାବେ ସଫଳତା ପାଇବେ । ଧନ ସମ୍ପତି ମାମଲାରେ ସଫଳ ହେବେ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ପ୍ରାପ୍ତ ହେବ । ସୁଖ ସମୃଦ୍ଧି ପ୍ରାପ୍ତ ହେବ । ଯେଉଁ କାମ ଅଟକି ରହିଥିଲା ତାହା ପୂରଣ ହେବ ।

kumbha rashi

ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ । ଯାହାଫଳରେ ଆପଣ ପ୍ରେମ ମାମଲାରେ ଅଧିକରୁ ଅଧିକ ସଫଳତା ପାଇବେ । ଏହି ରାଶି ର କୁଣ୍ଡଳୀ ରେ ଏହି ମାର୍ଚ୍ଚ ମାସର ଶେଷରେ ମହାସଂଯୋଗ ଦେଖିବା ପାଇଁ ମିଳିବ ଏବଂ ଗ୍ରହ ମାନଙ୍କ ଭଲ ଅବସ୍ଥାନ ଫଳ ରେ ଏମାନଙ୍କୁ ଶୁଭ ଫଳ ମିଳିବ । ଆପଣ ମାନଙ୍କ ସ୍ୱାସ୍ଥ୍ୟ ରେ ଉନ୍ନତି ପରିଲକ୍ଷିତ ହେବ । ମାତା ଲକ୍ଷ୍ମୀ ଙ୍କ କୃପା ରୁ ସମସ୍ତ କାର୍ଯ୍ୟ ସଫଳ ହେବ ।

ଏହି ମାସରେ ଏହି ରାଶି ରେ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଓ ସେମାନଙ୍କ ରାଶିରେ ଗ୍ରହ ଦୋଷ ମଧ୍ୟ ଖଣ୍ଡନ ହେଉଛି । ଯେଉଁଥି ପାଇଁ ଏମାନଙ୍କୁ ଅଚାନକ ଧନ ଲାଭ ହେବ । ସାମାଜିକ କ୍ଷେତ୍ର ରେ ଆପଣଙ୍କର ଆଗ୍ରହ ବୃଦ୍ଧି ହେବ । ତେବେ ଆଜିର ଦିନରେ ଆପଣ ମାନେ ଭଗବାନ ରାମ ଙ୍କ ପୂଜା ଅର୍ଚ୍ଚନା କରନ୍ତୁ । ଦେଖିବେ ଆପଣ ମାନଙ୍କ ଜିବନ ରେ ସୁଖ ସମୃଦ୍ଧି ବଢିପାରିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *