ଅନୁଭବ ବର୍ଷା କେସର ହୋଇଗଲା ସମାଧାନ । ଦେଖନ୍ତୁ କଣ ଦେଲେ କୋଟ ଜଜମେଣ୍ଟ

anubhav

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଏବଂ ଅନୁଭବ ମହାନ୍ତି ଙ୍କୁ ବର୍ତମାନ ସମୟ ରେ ବଡ ଖବର ସାମ୍ନାକୁ ଆସିଛି । ତେବେ କଣ ସେହି ବଡ ଖବର ଜାଣିବାକୁ ହେଲେ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢି ନିଅନ୍ତୁ । ଶେଷରେ ହାରିଲେ ବର୍ଷା ଜିତିଲେ ଅନୁଭବ । ସୋସିଆଲ ମିଡିଆ ମିଡିଆ ରେ ଅନୁଭବ ମହାନ୍ତି ଙ୍କ ମନ୍ତବ୍ୟ କ୍ରମେ ବର୍ଷାଙ୍କ ଆବେଦନ କୁ ହାଇକୋର୍ଟ ଖାରଜ କରିଛନ୍ତି ।

ସ୍ୱାମୀ ଙ୍କ ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡିଆ ରେ ଯେଉଁ ଆକ୍ଷେପ କରିଥିଲେ । ତାହାକୁ ଚେଲେଞ୍ କରି ବର୍ଷା ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ଏହି ମାମଲା ର କେସ କୁ ନେଇ ବର୍ଷା ଙ୍କ ଆବେଦନ କୁ କ୍ଷାରଜ କରିଛନ୍ତି । ମାମଲା ର ପ୍ରାରମ୍ଭିକ ଶୁଣାଣି ରେ ପରସ୍ପର ଙ୍କୁ ସୋସିଆଲ ମିଡିଆ ରେ ଆକ୍ଷେପ କରି ପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଧେଶ ଦେଇଥିଲେ ।

anubhav 2

ତେବେ 2022 ମେ 27 ରେ କୋର୍ଟ ଏହି ସଂମ୍ପର୍କତ ମାମଲା ର ସୁଣାଣି କରି ବର୍ଷା ଙ୍କ ବ୍ୟକ୍ତିଗତ ପ୍ରସଙ୍ଗ ରେ କୈଣସି ମନ୍ତବ୍ୟ ସୋସିଆଲ ମିଡିଆ ରେ ଦେଇ ପାରିବେ ନାହିଁ ବୋଲି କହିଥିଲେ । ମାମଲା ର ବିବରଣି ରୁ ପ୍ରକାଶ ଯେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଙ୍କ ବିବାହ ବିଚ୍ଛେଦ ଅନ୍ୟ କେତେକ ମାମଲା ଅଦାଲତ ରେ ସ୍ଥଗିତ ଥିବା ବେଳେ ଏବେ ସୋସିଆଲ ମିଡିଆ ରେ ନାନା ପ୍ରକାରର କଥା ଚର୍ଚ୍ଚା ହେଉଛି ।

ସୋସିଆଲ ମିଡିଆ ରେ ଏମାନଙ୍କ ନାମରେ ବିଭିନ୍ନ ଚର୍ଚ୍ଚା ହେବା ଯୋଗୁଁ । ମର୍ଯ୍ୟଦା ହାନୀ ହେଉଥିବା ଦର୍ଶାଇ ଏହା ଉପରେ ଅଙ୍କୁଶ ଲଗେଇବାକୁ ବର୍ଷା ହାଇ କୋର୍ଟ ରେ ଆବେଦନ କରିଥିଲେ ।

ଅନୁଭବ ମହାନ୍ତି ତାଙ୍କର ବ୍ୟକ୍ତିଗତ ଜିବନ ସଂମ୍ପର୍କ ରେ ସୋସିଆଲ ମିଡିଆ ରେ ବିଭିନ୍ନ କଥ ଆକ୍ଷେପ କରି କହିଛନ୍ତି ଅନୁଭବ ଭିଡ଼ିଓ ମାଧ୍ୟମ ରେ ନିଜର ମତ ରଖୁଥିବା ବେଳେ ଏହି ସବୁ ବର୍ଷା ଙ୍କ ଜିବନ ସହିତ ଯୋଡିତ ପରିବାର ଅଦାଲତ ରେ ଏହି ସବୁ ମାମଲା ବିଚାର ଧୀନ ଥିବାରୁ ସୋସିଆଲ ମିଡିଆ ରେ ଏହି ପ୍ରସଙ୍ଗରେ ଚର୍ଚ୍ଛା କରିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ । ଏହି ପରି ସୋସିଆଲ ମିଡିଆ ପୋଷ୍ଟ ରେ ଅଙ୍କୁଶ ଲଗେଇବା ବର୍ଷା ଙ୍କ ଆବେଦନ ରେ କହିଛି କୋର୍ଟ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *