ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି କିଛି ଦିନ ହେବ ଜଣେ ସୁପରିହିଟ୍ ଜଣା ସୁଣା ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ ଅବସ୍ଥା ଅଧିକ ଗୁରୁତ୍ୱର ଥିଲା ଆଉ ଏବେ ତାଙ୍କର ମୃ-ତ୍ୟୁ ହୋଇଛି । ତେବେ କୁହାଜାଉ ଥିଲା ପିଣ୍ଟୁ ନନ୍ଦ ଙ୍କ ପେଟ ଫୁଲି ଥିବା ବେଳେ ପରିସ୍ରା କମ୍ ହେଉଥିଲା । ଆଉ ତାଙ୍କର ଲିଭର ସିରୋସିସ୍ ଭଳି ବଡ ରୋଗ ଦେଖିବାକୁ ମିଳିଥିଲା । ଯେଉଁଥିରୁ ସେ ବାହାରି ପାରିଲେ ନାହିଁ ।
ଆଉ ଏହାରି ମଧ୍ୟରେ ଆଉ ଗୋଟେ ବଡ ଖବର ସାମ୍ନାକୁ ଆସୁଛି । ଆଉ ଜଣେ ଅଭିନେତା କଳାକାର ସାତ୍ୱିକ୍ ମିଶ୍ର ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ରହିଛି । ହଁ ବନ୍ଧୁଗଣ ସୋସିଆଲ ମିଡିଆ ରେ ଏହି ଖବର ଏବେ ଖୀପ୍ର ବେଗ ରେ ଭାଇରଲ ହେଉଛି । ଏ ମୋବାଇଲ ରୁ ସେ ମୋବାଇଲ ଘୂରି ବୁୁଲୁଛି ଯେ ସାତ୍ୱିକ୍ ମିଶ୍ର ଙ୍କ ସ୍ୱାସ୍ଥବସ୍ତ ଗୁରୁତ୍ୱର । ଏଠି କହି ରଖିବାକୁ ଚାହିଁବ ଦିର୍ଘ ଚାରି ବର୍ଷ ହେବ । ସାତ୍ୱିକ୍ ମିଶ୍ର ଙ୍କ ସ୍ୱାସ୍ଥ୍ୟ ଭଲ ନଥିଲା । ସେ ନିୟମିତ ଭାବେ ଚିକିତ୍ସିତ ହେଉଥିଲେ ।
ଏହି ନିକଟ ଅତିତ ରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ତା ଗରୁତ୍ୱର ହୋଇ ପଡିଛି । ସେପଟେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଲିଭର ସିରୋସିସ୍ ରେ ନିକଟ ରେ ମୃତ୍ୟୁ ହୋଇଥିବା ବେଳେ ଏପଟେ ସାତ୍ୱିକ୍ ମିଶ୍ର କ୍ୟନସର ସହିତ ଲଢୁଥିବା ଚର୍ଚ୍ଚା ହେଉଛି । ତେବେ ସୁଣିବାକୁ ମିଳୁଛି ଦିଲ୍ଲୀର ଏକ ଘୋରଇ ହସ୍ପିଟାଲ ରେ ତାଙ୍କର ଅପରେସନ ସରିିଛି । ଏହାରି ମଧ୍ୟରେ କହି ରଖିବାକୁ ଚାହିଁବୁ କି ସାତ୍ୱିକ୍ ମିଶ୍ର ଉଭୟ ଖଳନାୟକ ଏବଂ କମେଡି ଭୂମିକା ରେ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିତିଥିଲେ ।
ସେ ବି ଅନେକ ଧାରାବାହିକ ଏବଂ ସିନେମା ରେ ଅଭିନୟ କରିଛନ୍ତି । ତେବେ ବର୍ତମାନ ସମୟ ରେ ତାଙ୍କର ସ୍ୱାସ୍ଥ ବସ୍ତା ସଂମ୍ପର୍କ ରେ ଅଧିକ କିଛି ସୂଚନା ନଥିବା ବେଳେ କେମିତି ସେ ଶୀଘ୍ର ସୁସ୍ଥ ହୋଇ ଦର୍ଶକ ମାନଙ୍କୁ ହସେଇବେ , କନ୍ଦେଇବେ , ସେହିଥି ପାଇଁ ସମସ୍ତେ ଭଗବାନ ଙ୍କୁ ଡାକୁଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।