ପୁଣି କମିଲା ସୁନା ଦର । ଜାଣନ୍ତୁ କଣ ରହିଛି ଓଡିଶାରେ ଆଜିର ସୁନା ଦାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି କମିଲା ସୁନା ଦର ସୁନା ଦର ଉପରେ ଆସିଲା ବଡ ପରିବର୍ତନ । ଆଜି ରାଜଧାନୀ ଭୁବନେଶ୍ୱର ରେ ସୁନା ଦର କମିବାର ଦେଖିବାକୁ ମିଳିଛି । ସେହି ପରି ଆଉ କିଛି ଜିଲ୍ଲାରେ ମଧ୍ୟ ବ୍ରହ୍ମପୁର , ସମ୍ବଲପୁର ଏବଂ କଟକ ରେ ମଧ୍ୟ ସୁନା ଦର କମିବାର ଦେଖିବାକୁ ମିଳିଛି । 22 କେରେଟ ଏବଂ 24 କେରେଟ ସୁନା ମୂଲ୍ୟ ଜାଣିବା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ଏବେ ଆସନ୍ତୁ 22 କେରେଟ ସୁନାର ମୂଲ୍ୟ 1 ଗ୍ରାମ ଏବଂ 100 ଗ୍ରାମ୍ ପିଛା କେତେ ଟଙ୍କା ରହିଛି । ତେବେ 22 କେରେଟ ସୁନା 1 ଗ୍ରାମ୍ ପିଛା 5500 ଟଙ୍କା ରହିଥିବା ବେଳେ ଆଜି 80 ଟଙ୍କା କମି ଥିବାର ଦେଖିବାକୁ ମିିଳିଛି । ସେହି ପରି 8 ଗ୍ରାମ ପ୍ରତି କାଲି 44000 ହଜାର ଟଙ୍କା ଥିବା ବେଳେ ଆଜି ଏହା 640 ଟଙ୍କା କମି 43360 ଟଙ୍କାରେ ପହଁଚିଛି ।

gold

ସେହି ପରି 10 ଗ୍ରାମ ପ୍ରତି କାଲି 55 ହଜାର ଟଙ୍କା ଥିବା ବେଳେ ଆଜି 800 ଟଙ୍କା କମି 54200 ଟଙ୍କାରେ ପହଁଚିଛି । ସେହି ପରି 100 ଗ୍ରାମ ପ୍ରତି କାଲି 5,50,000 ଥିବା ବେଳେ ଆଜି ଏହା 5,42,000 ଟଙ୍କାରେ ଲାଗିଛି । ଏବେ ଆସନ୍ତୁ ନଜର ପକେଇବା 24 କେରେଟ ସୁନାର ମୂଲ୍ୟ ଆଜି କେତେ ରହିଛି । ତେବେ 24 କେରେଟ ସୁନା 1 ଗ୍ରାମ୍ ପିଛା 6000 ଟଙ୍କା ରହିଥିବା ବେଳେ ଆଜି 87 ଟଙ୍କା କମି ଥିବାର ଦେଖିବାକୁ ମିିଳିଛି ।

ସେହି ପରି 8 ଗ୍ରାମ ପ୍ରତି କାଲି 48000 ହଜାର ଟଙ୍କା ଥିବା ବେଳେ ଆଜି ଏହା 696 ଟଙ୍କା କମି 47304 ଟଙ୍କାରେ ପହଁଚିଛି । ସେହି ପରି 10 ଗ୍ରାମ ପ୍ରତି କାଲି 60 ହଜାର ଟଙ୍କା ଥିବା ବେଳେ ଆଜି 870 ଟଙ୍କା କମି 59130 ଟଙ୍କାରେ ପହଁଚିଛି । ସେହି ପରି 100 ଗ୍ରାମ ପ୍ରତି କାଲି 6,00,000 ଥିବା ବେଳେ ଆଜି ଏହା 5,51,300 ଟଙ୍କାରେ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *