ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅମ୍ଲାନ ଦାସ ଙ୍କ ଝିଅ ଅବିକଳ ମିିହିର ଦାସ ଙ୍କ ପରି ଦେଖା ଯାଉଛନ୍ତି । ଆଉ ସେହିଥି ପାଇଁ ଅମ୍ଲାନ ଦାସ ନିଜ ଝିଅ କୁ ଛାଡି ସୁଟିଂ ସେଟ୍ କୁ ବି ଯାଉ ନାହାଁନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ଦିନ ମାନଙ୍କରେ ଅମ୍ଲାନ ଦାସ ଙ୍କ ମାଆ , ବାପା , ଏବଂ ସାନ ଭାଇ ଚାଲିଜାଇଛନ୍ତି । ତାହାଲେ ଆର ପାରି କୁ ଚାଲି ଜାଇଛନ୍ତି ଅମ୍ଲାନ ଦାସ ଙ୍କ ପରିବାର ଲୋକ ଆଉ ଏହି କାରଣ ରୁ ଦୁଃଖରେ ଭାଙ୍ଗି ପଡିଛନ୍ତି ଅମ୍ଲାନ ।
ଏବେ ନିଜର ଝିଅର ମୁହଁ କୁ ଚାହିଁ ବଞ୍ଚିବାକୁ ଚେଷ୍ଟା କରୁଛନ୍ତି ଅମ୍ଲାନ । ଘରେ କେବଳ ତାଙ୍କ ସ୍ତ୍ରୀ ଏବଂ ତାଙ୍କର ଝିଅ ରହୁଛନ୍ତି । ଗତ ବର୍ଷ ମିହିର ଦାସ ଙ୍କ ମୃ-ତ୍ୟୁ ହୋଇଥିଲା । ଏହି ବର୍ଷ ଅମ୍ଲାନ ଦାସ ଙ୍କ ସାନ ଭାଇ ଙ୍କ ମୃ-ତ୍ୟୁ ହୋଇଜାଇଛି । ତାହାଲେ ମିହିର ଦାସ ଙ୍କ ପୁଅ ଅମ୍ଲାନ ଙ୍କୁ ଆପଣ ମାନେ ବହୁତ ଭଲ କରି ଜାଣିଥିବେ । ବହୁତ ଦିନ ଧରି ସେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରି ଆସିଛନ୍ତି ।
ତାଙ୍କର ସୁନ୍ଦର ଅଭିନୟ କାରଣ ରୁ ସାରା ଓଡିଶା ର ଲୋକ ମାନେ ତାଙ୍କୁ ବହୁତ ଅଧିକ ଭଲ ପାଇବା ଦେଇଛନ୍ତି । ସେ ବହୁତ ସାରା ସିନେମା , ଆଲବମ୍ , ୱେବସିରିଜ୍ ରେ କାମ କରିଥିବାର ଦେଖିବା ପାଇଁ ମିଳିଛନ୍ତି । ତାହାଲେ ମିହିର ଦାସ 80 ଦଶକ ରୁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ କରି ଆସିଥିବା ବେଳେ ବହୁତ ସୁନ୍ଦର ଅଭିନୟ କରି ସେ ବହୁତ ସାରା ଲୋକ ମାନଙ୍କ ମନ ଜିତିବାରେ ସଫଳ ହୋଇଥିଲେ । ହେଲେ ଏବେ ତାଙ୍କର ମୃ-ତ୍ୟୁ ହୋଇଜାଇଛି ।
ତାହାଲେ ବାପା ମିହିର ଦାସ ଙ୍କ ମୃ-ତ୍ୟୁ ପରେ ଏବେ ଅଭିନୟ କୁ ଯାଉ ନାହାଁନ୍ତି ଅମ୍ଲାନ ଦାସ । ନିଜର କୁନି ଝିଅ ଙ୍କ ମୁହଁ କୁ ଦେଖି ବଞ୍ଚିବା ପାଇଁ ଓ ସବୁ କିଛି ଭୁଲିବା ପାଇଁ ଚେଷ୍ଟା କରୁଛନ୍ତି ଅମ୍ଲାନ । ତେବେ ବନ୍ଧୁଗଣ ଆପଣ ମାନେ ଅମ୍ଲାନ ଦାସ କେମିତି ଲାଗନ୍ତି ତାଙ୍କ ସ୍ତ୍ରୀ ଆପଣ ମାନଙ୍କୁ କେମିତି ଲାଗନ୍ତି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।