ଆଲିଆଙ୍କ ଏହି ସବୁ କାମ ରଣବୀରଙ୍କୁ କଷ୍ଟ ଦେଇଥାଏ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବଲିଓଡର ଷ୍ଟାଇଲିଷ୍ଟ ଏବଂ ଫ୍ୟାସନଏବୁଲ ଅଭିନେତ୍ରୀଙ୍କର ମଧ୍ୟରୁ ଜଣେ ସେ ସବୁବେଳେ ନିଜର ଆଉଟ୍ ଫିଟ୍ ଏବଂ ଲୁକ୍ ରେ ଲୋକଙ୍କୁ ପାଗଳ କରିଦିଅନ୍ତି । ଏପରିକି ଲୋକେ ଆଲିଆର ଲୁକ୍ ଆଉ ଷ୍ଟାଇଲିଷ୍ଟ ପାଇଁ ଲୋକେ ତାଙ୍କୁ ଖୁବ୍ ଫଲୋ ମଧ୍ୟ କରନ୍ତି । କିନ୍ତୁ ଏବେ ଆଲିଆଙ୍କ କିଛି କାମ ତାଙ୍କ ପତି ରଣବିର କପୁରଙ୍କୁ ଖୁବ୍ ଆଘାତ ଦେଉଛି । ଆଉ ସେଥିପାଇଁ ରଣବୀର ଖୁବ୍ ଚିନ୍ତାରେ ରହୁଛନ୍ତି ।

ରଣବୀର କପୁର ବଲିଓଡ ବୋଲ୍ଡଙ୍କ ସହ କଥାବାର୍ତ୍ତା ବେଳେ ଆଲିଆଙ୍କ କିଛି ସିକ୍ରେଟ ସେୟାର କରିଛନ୍ତି । ଆଉ ଯାହା ତାଙ୍କୁ ସବୁବେଳେ ଆଘାତ ଦିଏ ବୋଲି କହିଛନ୍ତି । ରଣବୀର କହିଛନ୍ତି ଆଲିଆଙ୍କ ଏମିତି କିଛି କଥା ଆଉ କାମ ଅଛି ଯାହା ମୋତେ ସବୁବେଳେ ସହ୍ୟ କରିବାକୁ ପଡେ । ତାହା ହେଉଛି ତାଙ୍କ ବାଥରୁମ ଅଭ୍ୟାସ ।

Alia

ଯେତେବେଳେ ବି ସେ ବାଥରୁମରୁ ଆସନ୍ତି ସେତେବେଳେ ଟାଉଲକୁ ଖଟ ଉପରେ ଫୋପାଡି ଦିଅନ୍ତି ଏବଂ ମେକପ ରିମୋଭର ମଧ୍ୟ ଏଆଡେ ସିଆଡ଼େ ଫୋପାଡି ଦିଅନ୍ତି । ଯାହା ରୁମ୍ ର ଲୋକ୍ କୁ ପୁରା ଖରାପ କରିଦିଏ । ଏଥିପାଇଁ ସବୁବେଳେ ବିରକ୍ତି ପ୍ରକାଶ କରନ୍ତି ରଣବୀର ।

ଆଉ ଆଲିଆଙ୍କ ଏହି ସବୁ କାର୍ଯ୍ୟକୁ ରଣବୀର ସହ୍ୟ କରନ୍ତି । ରଣବୀର ଏହା ମଧ୍ୟ କହିଛନ୍ତି ଯେ ଆଲିଆ ସବୁ କାମ ପୁରା ପରଫେକ୍ଟ କରନ୍ତି କିନ୍ତୁ ତାଙ୍କର ଏହି ବାଥରୁମ କାର୍ଯ୍ୟଟା ତାଙ୍କୁ ସବୁବେଳେ ବିରକ୍ତି ପ୍ରକାଶ କରାଇଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *