କାଲିଠାରୁ ସାରା ଦେଶରେ ଲାଗୁ ହେବ ଏହି ସବୁ ନୂଆ ନିୟମ । ଶିଘ୍ର ଦେଖନ୍ତୁ…

Breaking News

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ତେବେ ପ୍ରଥମ ବଡ ଖବର ଟି ହେଲା ରାସନ କାର୍ଡ ଧାରୀ ଙ୍କ ପାଇଁ ଆସିଲା ଖୁସୀ ଖବର 30 ଜୁନ ପର୍ଯ୍ୟନ୍ତ ଏହି ସବୁ ସୁବିଧା ଯୋଗେଇବା ସରକାର । ଯଦି ଆପଣ ମାନଙ୍କ ପାଖରେ ରାସନ କାର୍ଡ ରହିଛି ଆପଣ ମାନେ ପ୍ରତି ମାସରେ ସରକାର ଙ୍କ ଠାରୁ ମାଗଣା ରାସନ ନେଉଛନ୍ତି ତେବେ ଆପଣ ମାନଙ୍କ ପାଇଁ ଆସିଛି ଆଉ ଏକ ବଡ ଅପଡେଟ । ନିକଟ ରେ ପ୍ରତ୍ୟୋକ ଆଧାର କାର୍ଡ କୁ ରାସନ ସହିତ ଲିଙ୍କ୍ କରିବାକୁ ସରକାର ନିର୍ଦ୍ଧେଶ ଦେଇଛନ୍ତି । ସେହିଥି ପାଇଁ 31 ମାର୍ଚ୍ଚ 2023 ତାରିଖ ଶେଷ ରହିଥିଲା ହେଲେ ବର୍ତମାନ ସମୟ ରେ ଆଧାର କାର୍ଡ କୁ ରାସନ ସହିତ ସଂଯୋଗ କରିବାର ତାରିଖ 30 ଜୁନ 2023 କୁ ବୃଦ୍ଧି କରାଜାଇଛି ।

Ration card update

ଏହି ତାରିଖ ପର୍ଯ୍ୟନ୍ତ ଆପଣ ମାନେ ଉଭୟ କୁ ଲିଙ୍କ୍ କରି ଆପଣ ମାନେ ରାସନ ର ଫାଇଦା ଦିର୍ଘ ସମୟ ଯାଏ ଉଠେଇ ପାରିବେ । ତେବେ ରାସନ ସହିତ ସଂଯୋଗ କରିବାର ତାରିଖ 30 ଜୁନ କରି ଦେଇଛନ୍ତି କେନ୍ଦ୍ର ସରକାର । ସରକାର ଙ୍କର ବିଶ୍ୱାସ ରହିଛି ଯେ ଆଧାର ଏବଂ ରାସନ କାର୍ଡ ସଂଯୋଗ କରିବା ଦ୍ୱାରା ଗରିବ ଲୋକ ମାନଙ୍କୁ ରାସନ ମିଳିଛି କି ନାହିଁ ଜାଣିବା ଆହୁରି ସହଜ ହୋଇଯିବ ।

ପରବର୍ତି ଖବର ଟି ହେଲା ଏପ୍ରିଲ ମାସ ପ୍ରଥମ ରୁ ଟ୍ରାଫିକ ନିୟମ ଉଲଙ୍ଘନ କାରୀ ଓ ମଦ୍ୟପ ଚାଳକ ମାନଙ୍କ ଉପରେ ରହିବ ତିକ୍ଷ୍ମ ନଜର । ରାଜ୍ୟ ରେ ବଢିବାରେ ଲାଗିଛି ସଡକ ଦୃର୍ଘଟଣା । ତା ସାଙ୍ଗକୁ ମୃ-ତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ସଡକ ଦୃର୍ଘଟଣା ଜନିତ ମୃ-ତ୍ୟୁ ସଂଖ୍ୟା କୁ ରୋକିବା ପାଇଁ ଜାରି ହୋଇଛି ସ୍ୱତନ୍ତ୍ର ମାର୍ଗ ଦର୍ଶିକା । ରାଜ୍ୟ ପରିବହନ କତୃପକ୍ଷ ଙ୍କ ତରଫ ରୁ ଏପ୍ରିଲ ପହିଲା ରୁ 7 ତାରିଖ ପର୍ଯ୍ୟନ୍ତ ଅର୍ତାତ ପ୍ରଥମ ସପ୍ତାହରେ କଡା କଡି ଲାଗୁ ହେବ ମାର୍ଗ ଦର୍ଶିକା ।

Traffic rules

ରାଜ୍ୟରେ ଏପ୍ରିଲ ସପ୍ତାହ କୁ ଦୂର୍ଘଟଣା ଜନିତ ମୃ-ତ୍ୟୁ 0 ସପ୍ତାହ ବା 0 ଫଟିଲିଟି ଉଇକ୍ ଭାବେ ପାଳନ କରାଯିବ । ଟ୍ରାଫିକ୍ ନିୟମ ଉଲଙ୍ଘନ କାରୀ ଏବଂ ମଦ୍ୟ ଚାଳକ ଙ୍କ ଉପରେ ରହିବ ତିକ୍ଷ୍ମ ନଜର ତେବେ ବଡ ଅଙ୍କର ଜୋରିମାନା ସହିତ ଜେଲ ଦଣ୍ଡର ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ । 2021 ତୁଳନା ରେ 2022 ରେ ଏହି ହାର 7.2 ପ୍ରତିଶତ ହାର ବୃଦ୍ଧି ପାଇଛି । ଏବଂ ଯେଉଁଥି ପାଇଁ 5,467 ଜଣଙ୍କର ମୃ-ତ୍ୟୁ ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *