ସାରା ଦେଶରେ ଲାଗୁ ହେଲା ଏହି ସବୁ ନୂଆ ନିୟମ । ଶିଘ୍ର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ,

ତେବେ ପ୍ରଥମ ବଡ ଖବର ଟି ହେଲା ସୁକନ୍ୟା ସମୃଦ୍ଧି ରେ ଟଙ୍କା ନିବେଶ କରିଥିବା ଲୋକେ ମାନେ ହେବାକୁ ଯାଉଛନ୍ତି ମାଲାମାଲ । ଏବେ ଝିଅ ମାନଙ୍କୁ ମିଳିବ 65 ଲକ୍ଷ ଟଙ୍କା । ସମୟ ସମୟ ରେ ଲୋକ ମାନଙ୍କର ସୁବିଧା ପାଇଁ ସରକାର ଏମିତି ଯୋଜନା ପ୍ରସ୍ତୁତ କରୁଛନ୍ତି ଯାହା ଆପଣ ମାନଙ୍କ ଟଙ୍କା କୁ ସୁରକ୍ଷିତ ରଖିବା ସହିତ ଆପଣ ମାନଙ୍କୁ ଭଲ ରିଟର୍ଣ୍ଣ ଦେବ । ସରକାର ଆପଣ ମାନଙ୍କ ଝିଅ ମାନଙ୍କ ପାଇଁ ଏକ ରି଼ଟର୍ଣ୍ଣ ଲାଗୁ କରିଛନ୍ତି । ଯେଉଁଥିରେ ଆପଣ ମାନେ ନିଜ ଝିଅର ପାଠ ପଢା ସହିତ ବାହାଘର ଚିନ୍ତାରୁ ମୁକ୍ତି ପାଇ ପାରିବେ ।

Sukanya Samriddhi Scheme

ଏହି ଯୋଜନା ର ନାମ ହେଲା ସୁକନ୍ୟା ସମୃଦ୍ଧି ଯୋଜନା । ଏହି ଯୋଜନା ରେ ଆପଣ ମାନଙ୍କ 250 ଟଙ୍କା ନିବେଶ କରି 5 ଲକ୍ଷ ଟଙ୍କା ପାଇ ପାରିବେ । ତେବେ ସୁକନ୍ୟା ସମୃଦ୍ଧି ଯୋଜନା ରେ 10 ବର୍ଷ ରୁ କମ୍ ବାଳିକା ଙ୍କ ଏକାଉଣ୍ଟ ସେମାନଙ୍କ ପିତା ମାତା ଙ୍କ ଦ୍ୱାରା ଖୋଲା ଜାଇ ପାରିବ । ଯେଉଁଥିରେ କେବଳ ଆପଣ ମାନେ 250 ଟଙ୍କା ନିବେଶ କରି ପାରିବେ ଆପଣ ମାନେ ଯେକୈଣସି ବ୍ୟାଙ୍କ୍ କିମ୍ବା ଡାକ ଘରେ ଆକାଉଣ୍ଟ ଖୋଲି ପାରିବେ ଏହିଥିରେ ଆପଣ ମାନଙ୍କୁ 7.6 ପ୍ରତିଶତ ହାରରେ ସୁଧ ମିଳିବ ।

ପରବର୍ତି ଖବର ହେଲା 2300 ଟଙ୍କା ଶସ୍ତା ହେଲା ସୁନା । ଜାଣନ୍ତୁ ଆଜିର ରେଟ୍ କେତେ ରହିଛି । ଯଦି ଆପଣ ମାନେ ମଧ୍ୟ ସୁନା କିଣିବାକୁ ଯୋଜନା କରୁଛନ୍ତି ତେବେ ଆପଣ ମାନଙ୍କ ପାଇଁ ଆସିଛି ଆଉ ଏକ ବଡ ଖୁସୀ ଖବର ଆଜି ସୁନା ମୂଲ୍ୟରେ ହ୍ରାସ ଘଟିଛି । ଆଜି ଆପଣ ମାନଙ୍କୁ ସୁନା 2300 ଶହ ଟଙ୍କା ଶସ୍ତାରେ ମିଳିବ । ଆଜି ସୁନା ମୂଲ୍ୟ 10 ଗ୍ରାମ ପିଛା 56 ହଜାର ଟଙ୍କା ରହିଛି ।

golds

ଏହା ସହିତ ଆଜି ରୂପା ମୂଲ୍ୟ ବା ସିଲଭର ପ୍ରାଇସ୍ ରେ କିଲୋଗ୍ରାମ୍ ପିଛା 63 ହଜାର 500 ଶହ ଟଙ୍କା ଅତିକ୍ରମ କରିଛି । ତେବେ ମୋଲ୍ଟି କମ୍ୟୁନିଟି ସେଲ୍ସ ରେ ଆଜିର ସୁନା ଦର ବୃଦ୍ଧି ପାଇଛି । ଆଜିର ବୁଦ୍ଧି ପରେ ସୁନା ଦର 56 ହଜାର 515 ଟଙ୍କା ମୂଲ୍ୟରେ 0.65 ପ୍ରତିଶତ ଲାଭ ସହିତ କାରବାର କରୁଛି । ତେବେ IBJ ର ୱେବସାଇଟ ଅନୁଯାୟୀ 2 ଫେବୃଆରୀ 2023 ରେ ସୁନା ମୂଲ୍ୟ ରେକର୍ଡ ସର୍ବାଧିକ ରହିଥିଲା ଏହି ଦିନ ସୁନା ମୂଲ୍ୟ 10 ଗ୍ରାମ୍ ପିଛା 58,882 ଟଙ୍କା ରହିଥିଲା ଏହି ସମୟ ରେ 2,367 ଟଙ୍କା ଶସ୍ତା ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *